ଦେଖନ୍ତୁ ଭିଡ଼ିଓ । ବିବାହ ବନ୍ଧନରେ ବାନ୍ଧି ହେଲେ କୁଆଁରୀ ବୋହୂ ସିରିଏଲ ର ଏହି ଲୋକପ୍ରିୟ ଅଭିନେତ୍ରୀ, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ….

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁଠୁ ଲୋକପ୍ରିୟ ଧାରାବାହିକ କୁଆଁରୀ ବୋହୂ ରେ କବିତା ଅପା ଚରିତ୍ର ରେ ଅଭିନୟ କରୁଥିବା ସବୁଠୁ ପ୍ରିୟ ଅଭିନେତ୍ରୀ ସୋନାଲି ଗତ କାଲି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ବାଲ୍ୟ ବନ୍ଧୁ ରାଜେଶ ଙ୍କୁ ବିବାହ କରିଛନ୍ତି। ଏହି ବାହାଘର ରେ ଟିଭି ସିରିଏଲ ଓ ଚଳଚ୍ଚିତ୍ର ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ଯୋଗ ଦେଇ ଥିଲେ ।

ଦୀର୍ଘ ଦିନ ଧରି ସୋନାଲି ଓ ରାଜେଶ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଥିଲା । କିଛି ମାସ ପୂର୍ବରୁ କବିତା ଅପା ବା ସୋନାଲି ଓ ରାଜେଶ ଙ୍କ ର ନିର୍ବନ୍ଧ ଶେଷ ହୋଇ ଥିଲା। କିନ୍ତୁ କରନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଜାରି କରା ଯାଇ ଥିବା ରୁ ତାଙ୍କ ବିବାହ ହୋଇ ପାରି ନଥିଲା । କିନ୍ତୁ ଏବେ ସମ୍ପୂର୍ଣ ଗାଇଡ ଲାଇନ ଅନୁସାରେ ସୋନାଲି ଓ ରାଜେଶ୍ ବିବାହ ବନ୍ଧନ ରେ ବାନ୍ଧି ହୋଇ ଅଛନ୍ତି ।

ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ଏହି ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୂ ଧାରାବାହିକ ରେ ଲୋକ ମାନେ କବିତା ଅପା ଚରିତ୍ର ରେ ସୋନାଲି କୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଯଦି ଆମେ ସୋନାଲି ଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ତରଙ୍ଗ ଟିଭି ର ଲୋକ ପ୍ରିୟ ଧାରାବାହିକ ରେ କବିତା ଅପା ଚରିତ୍ର ରେ ଅଭିନୟ କରିବା ପୂର୍ବରୁ ଆହୁରି ଅନେକ ଆଲବମ୍ ଓ ଧାରାବାହିକ ରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରି ସାରିଛନ୍ତି।

ତେବେ ବିବାହ କରିବା ପରେ ସୋନାଲି ନିଜର ଅଭିନୟ କ୍ୟାରିୟର କୁ ବଜାଇ ରଖିବେ ବୋଲି କହିଛନ୍ତି ।ତେବେ ସେ ପୁଣି ଥରେ ବିବାହ ପରେ ପୂର୍ବ ପରି କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ଚରିତ୍ର ରେ ନଜର ଆସିବେ ବୋଲି କହିଛନ୍ତି । ତେବେ ଆପଣ ମାନେ ତ ନିଶ୍ଚୟ ସୋନାଲି କୁ କୁଆଁରୀ ବୋହୂ ଧାରାବାହିକ ରେ ନିଶ୍ଚୟ ଦେଖି ଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖି ଥିବେ ।

ତେବେ ସେ ଖୁବ୍ କମ୍ ସମୟ ରେ ବହୁତ୍ ଫେମସ ହୋଇ ପାରିଛନ୍ତି । ତେବେ ସେ କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ଚରିତ୍ର ଭାବେ ଅଭିନୟ କରୁ ଅଛନ୍ତି । ଏହି ଚରିତ୍ର କୁ ସେ ଖୁବ୍ ଭଲ ଭାବରେ କରି ଅଛନ୍ତି । ତାଙ୍କର ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ପ୍ରଶଂସକ ମାନେ ରହିଛନ୍ତି । ତେବେ ବର୍ତ୍ତମାନ ସୋନାଲି ଓଡ଼ିଶା ର ଏକ ଲୋକପ୍ରିୟ ଚେହେରା । ତେବେ ଆପଣ ଙ୍କୁ ସୋନାଲି ଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚୟ ଭାବରେ କମେଣ୍ଟ ମାଧ୍ୟମ ରେ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।