ବନ୍ଧୁଗଣ ଆପଣ ତ ସିନେମା ଜଗତ ସହିତ ନିଶ୍ଚିତ ଜଡ଼ିତ ଥିବେ ଏବଂ ଓଡ଼ିଆ ସିନେମା ଜଗତରେ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ବିଷୟରେ ଜାଣିଥିବେ। ସେମାନଙ୍କୁ ସମସ୍ତେ ବହୁତ୍ ପସନ୍ଦ ମଧ୍ୟ କରନ୍ତି।ଏବେ ସାମ୍ନାକୁ ଆସିଛି ଏହି ଦୁଇ ଯୋଡିଙ୍କ ଏକ ବଡ଼ ଖବର। ଯାହା ସମସ୍ତଙ୍କୁ ଖୁସି କରି ଦେଇଛି। କାରଣ ଏବେ ସାମ୍ନାକୁ ଆସିଚି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ବାହାଘର ଖବର।ଏହି ଦୁଇ ଲୋକପ୍ରିୟ ଯୋଡ଼ି ଏବେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି। ତେବେ ଆସନ୍ତା କାଲି ଅର୍ଥାତ୍ ସୋମବାର ଓଲିଉଡ୍ ଚୁଲ୍ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର ଖବର ସାମ୍ନାକୁ ଆସିଛି।
ଓଲିଉଡ ଜଗତର ସୁନ୍ଦରୀ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିବେ ବୋଲି ସେମାନେ ନିକଟରେ ଖୋଲା ଖୋଲି ଭାବରେ ସ୍ୱୀକାର କରିଛନ୍ତି। ସେମାନେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ ବିବାହ କରିବାକୁ ଯାଉଛନ୍ତି। ଏହି ବାହାଘର ସେହି ପ୍ୟାଲେସ୍ ରେ ହେବ ବୋଲି ସେମାନେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ମାନଙ୍କୁ ଜଣାଇଛନ୍ତି। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ମିଶ୍ର ନିଜେ ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରଶଂସକ ଏବଂ ଏମାନଙ୍କ ଫ୍ୟାନ୍ ମାନେ ମଧ୍ୟ ବହୁତ୍ ଖୁସି ହୋଇଛନ୍ତି। ଏହାକୁ ନେଇ ସେମାନେ ବହୁତ୍ ଆଗ୍ରହୀ ମଧ୍ୟ ଅଛନ୍ତି।
ତେବେ ଆପଣ ତ ଜାଣିଛନ୍ତି ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ସବୁଠାରୁ ଚୁଲବୁଲି ସୁନ୍ଦରୀ ନାୟିକା ଅର୍ଚ୍ଚିତା ସାହୁ। ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତଙ୍କ ହୃଦୟରେ ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇରହି ଯାଇଛନ୍ତି। ବହୁତ୍ ଦିନ ପରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ତାଙ୍କର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି ଏବଂ ଏ ବିଷୟରେ ପ୍ରଶଂସକ ମାନଙ୍କୁ ଜଣାଇଛନ୍ତି।
ବହୁତ ଦିନ ପରେ ଏହି ଲୋକପ୍ରିୟ ଯୋଡ଼ି ଏକ ହେବାକୁ ଯାଉଛନ୍ତି। ସେମାନେ ଲୋକଙ୍କ ନିକଟତର ହୋଇଛନ୍ତି ସେମାନଙ୍କ ଅଭିନୟ ଜରିଆରେ। ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ଅଭିନେତା ସବ୍ୟସାଚୀ ଏବଂ ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ର୍ନିବନ୍ଧ ହୋଇ ସାରି ଥିଲା। ଏନେଇ ପ୍ରଶଂସକ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ଖୁସିର ଉତ୍ସବ ରେ ଅଗଣିତ ଦର୍ଶକ ଏବଂ ପ୍ରଶଂସକ ମାନଙ୍କର ଆଶିର୍ବାଦ ଲୋଡିଛନ୍ତି। ସମସ୍ତଙ୍କ ଆଶିର୍ବାଦ କାମନା କରି ସେ ଏଥିପାଇଁ ଓଡ଼ିଶାର ସିନେ ଦର୍ଶକ ମାନଙ୍କ ପାଖରୁ ଶୁଭ କାମନା ମଧ୍ୟ ଆଶା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।