ଦେଖନ୍ତୁ ollywood ଭିଡିଓ ! ବିବାହ ବନ୍ଧନରେ ବାନ୍ଧିହେବେ ସିରିଏଲ୍ ଅଭିନେତ୍ରୀ ପରୀ…..

ଆପଣ ମାନେ ଜାଣିଥିବେ କି ଜୀ ସାର୍ଥକ ଚ୍ୟାନେଲ୍ ର ନାଁ ଆଗରୁ କେବଳ ସାର୍ଥକ ଥିଲା । ସେହି ସମୟ ରେ ମଧ୍ୟ ସେହି ଚ୍ୟାନେଲ୍ ରେ ବହୁତ ଭଲ ଭଲ ଧାରାବାହିକ ଦେଉଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜୀ ସାର୍ଥକ ବହୁତ ଲୋକ ପ୍ରିୟ ଚ୍ୟାନେଲ୍ ରହି ଆସିଛି ସବୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏହି ଚ୍ୟାନେଲ୍ କୁ । ତେବେ ଦର୍ଶକ ମାନେ ଏହି ଚ୍ୟାନେଲ୍ ରେ ଦେଉଥିବା ସବୁ ସିରିଏଲ କୁ ବହୁତ ଭଲ ମଧ୍ୟ ପାଆନ୍ତି । ତେବେ ଏହି ଜୀ ସାର୍ଥକ ଚ୍ୟାନେଲ୍ ରେ ସବୁ ସିରିଏଲ ର କାହାଣୀ ଗୁଡିକ ବହୁତ ଅଲଗା ଥାଏ ।

ଲୋକ ପ୍ରିୟ ଚ୍ୟାନେଲ୍ ରେ ଏକ ସିରିଏଲ ପ୍ରସାରିତ ହେଉଥିଲା ଯେଉଁ ସିରିଏଲ ର ନାଁ ହେଉଛି ପରୀ । ତେବେ ଏହି ସିରିଏଲ ଟି ବହୁତ ଲୋକ ପ୍ରିୟ ହାସଲ୍ କରିଥିଲ । ଏହି ପରୀ ସିରିଏଲ ଟି ର କାହାଣୀ ସବୁ ଦର୍ଶକ ମାନଂକୁ ବହୁତ ଭଲ ଲାଗିଥିଲା ।

ତେବେ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସବୁ ଅଭିନେତା ଅଭିନେତ୍ରୀ ଙ୍କୁ ଆପଣ ମାନେ ଜାଣିଥାନ୍ତି । ତେବେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ରେ ସବୁ ଦର୍ଶକ ମାନଂକୁ ବହୁତ ସାରା ଭଲ ପାଇବା ଦେଇଥାନ୍ତି ।

ପରୀ ସରିଏଲ୍ ରେ ମଧ୍ୟ ସବୁ ଚରିତ୍ର୍ ରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଅଭିନୟ କରିଥିଲେ । ତେବେ ପରୀ ସିରିଏଲ ରେ ଅଭିନୟ୍ କରୁଥିବା ମୁଖ୍ଯ ନାୟିକ ଆକାଶ ଓ ମୁଖ୍ୟ ନାୟିକା ପରି ଏ ଦୁହିଁ ଙ୍କ ଯୋଡି କୁ ସମସ୍ତେ ବହୁତ ଭଲ ମଧ୍ୟ ପାଉଥିଲେ । ତେବେ ଏହି ସିରିଏଲ ରେ ଏମାନଙ୍କ୍ ଯୋଡି ବହୁତ ଚର୍ଚ୍ଚା ବିଷୟ ପାଲଟି ଯାଇଥିଲା । ଦର୍ଶକ ମାନେ ଏହି ସିରିଏଲ୍ ଟି କୁ ବହୁତ ଭଲ ପାଉଥିଲେ ତାଙ୍କ ସିରିଏଲ୍ ଟି କୁ ବହୁତ ଭଲ ପାଇବା ଦେଇଥିଲେ।


ବର୍ତ୍ତମାନ ସମୟ ରେ ପରି କୁ ନେଇ ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଅଧିକ ରୁ ଅଧିକ୍ ଭାଇରଲ୍ ହେବା କୁ ଲାଗୁଚି । ତେବେ ପରି ଏବେ ନିର୍ବନ୍ଧ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ଆଉ ତାଙ୍କ ର ଫୋଟ ଓ ଭିଡିଓ ଖୁବ ଜୋରେ ଭାଇରାଲ୍ ହେବା କୁ ଲାଗୁଚି ।

 

ତେବେ ପରି ତାଙ୍କ ବାହା ଘରେ ବହୁତ ସୁନ୍ଦର ଲାଗୁ ଥିଲେ ଓ ତାଙ୍କ ଉର୍ବି ମଧ୍ୟ ତାଙ୍କ ଠାରୁ ଅଧିକ ସୁନ୍ଦର ଲାଗୁ ଥିଲେ ।ତେବେ ଯେହେତୁ ପରି ବହୁତ ଜଣା ଶୁଣା ଅଭିନେତ୍ରି ତେଣୁ ତାଙ୍କ ନିର୍ବନ୍ଧ ଫୋଟ ଯାହା କି ସୋସିଆଲ୍ ମିଡିଆ ରେ ବର୍ତ୍ତମାନ ସମୟ ରେ ରେ ଅଧିକ ରୁ ଅଧିକ ଭାଇରାଲ୍ ହେବା କୁ ଲାଗୁଚି ସେହି ଫୋଟ କୁ ଦେଖି ତାଙ୍କ ର ସବୁ ଫ୍ୟାନ୍ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।