ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି…..

ପୁରାତନ ସମୟ ର ଲୋକେ ଏବଂ ବର୍ତ୍ତମାନ ସମୟ ର ଲୋକ ମାନଙ୍କ ମଧ୍ୟରେ ବ୍ୟବହାର ଚାଲି ଚଳନି, ଜୀବନ ଶୈଳୀ ରେ ଅନେକ ତାରତମ୍ୟ ପରିଲକ୍ଷିତ ହେଉଥିବା ର ଦେଖିବାକୁ ମିଳୁଛି। ଏଥିପାଇଁ ବହୁତ୍ କିଛି କାରଣ ଦାୟୀ ଅଟେ। ଆମ ମାନଙ୍କର ଖାଇବା ପିଇବା ରେ ଅନିୟମିତତା, ଆଧୁନୀକରଣ ର ସ୍ପର୍ଶ, ଆଧୁନିକ ଜୀବନ ଶୈଳୀ ର ପ୍ରଭାବ, ନିଦ୍ରା ହୀନତା, ଅତ୍ୟଧିକ ପରିଶ୍ରମ, ବିଶ୍ରାମ ନନେବା ଆଦି ଭିନ୍ନ ଭିନ୍ନ କାରଣ ଦାୟୀ ହୋଇପାରେ ।

ତେବେ ଯଦିଓ ଗ୍ରାମାଞ୍ଚଳ ମାନଙ୍କରେ ଏତେ ମାତ୍ରାରେ ଏହାର ପ୍ରଭାବ ପରିଲକ୍ଷିତ ହେଉ ନାହିଁ କିନ୍ତୁ ସହରରେ ଲୋକ ମାନଙ୍କ ଜୀବନ ଶୈଳୀ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଗଲାଣି।

ତେବେ ଏହି ସବୁ କାରଣରେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବା ସହିତ ବିଶେଷ କରି ଏଥିପାଇଁ ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ଅଭାବ ଦେଖାଯାଉଛି। ଯାହା ପୁରୁଷ ଶରୀରର ମୁଖ୍ୟ ଜିନିଷ ଅଟେ।ତେବେ ଆଜିକାଲି ଏହି ସମସ୍ୟା ଅଧିକ ମାତ୍ର ରେ ବଢି ଚାଲିଛି। ଯାହା ଅଧିକାଂଶ ପୁରୁଷ ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି।

ଆଉ ବୀର୍ଯ ର ଅଭାବ କାରଣରୁ ପୁରୁଷର ଜ୍ୟୋତି, ଶାରିରୀକ ଗଠନ, ସୃଜନ ସିଲତା ଆଦି କମି ବାରେ ଲାଗିଛି।ତେବେ ଏହାର ସମାଧାନ ପାଇଁ ବାଟ ବାହାର ନକଲେ ଜୀବନ ସାରା ଏହାର ପରିଣାମ ଭୋଗିବାକୁ ପଡ଼ିବ।ତେବେ ଏଥିପାଇଁ କେଉଁ ସବୁ ଖାଦ୍ୟର ସେବନ ଦ୍ବାରା ଏହି ସମସ୍ୟା ରୁ ଆମ୍ଭକୁ ମୁକ୍ତି ମିଳିବ ଜାଣନ୍ତୁ।

୧) ପାଣି- ପାଣି ଆମ ଶରୀରର ଅଦରକାରୀ ଦ୍ରବ୍ୟକୁ ବର୍ଜ୍ୟବସ୍ତୁ ଆକାରରେ ବାହାରକୁ ବାହାର କରିଦିଏ। ଉଚିତ୍ ମାତ୍ରାରେ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ।

୨) ଅଣ୍ଡା- ଅଣ୍ଡା ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ। କାରଣ ଏହା ଶୁକ୍ରାଣୁ ସେଲ କୁ ଫ୍ରି ରେଡ଼ିକ୍ଲେଶ ର ପ୍ରଭାବରୁ ରକ୍ଷା କରିଥାଏ।

୩) ଲିଚୁ- ଲିଚୁ ଖାଇବା ଦ୍ବାରା ପୁରୁଷ ମାନଙ୍କର ଫର୍ଟିଲାଇଜେସନ କ୍ଷମତା ବୃଦ୍ଧି ହେବା ସହିତ ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ଘଟିଥାଏ। ଯାହାଦ୍ଵାରା ଯୌନଶକ୍ତି ବୃଦ୍ଧି ପାଏ।

୪) ଅଦା- ଆପଣଙ୍କ ଶରୀରରେ ସେକ୍ସ ହର୍ମୋନ କୁ ବୃଦ୍ଧିକରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ଅଦା ସହାୟକ ହୋଇଥାଏ।

୫) ପାଳଙ୍ଗ ଶାଗ- ଏଥିରେ ଫୋଲିକ ଏସିଡ ଅଧିକ ମାତ୍ରାରେ ମହଜୁଦ ଥିବାରୁ ଏହା ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ।

୬) ରସୁଣ- ରସୁଣ ରେ ମହଜୁଦ ଥିବା ଏଲିସିନ କମ୍ପାଉଣ୍ଡ ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିଥାଏ ଏବଂ ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିଥାଏ।

୭) ଡାର୍କ ଚକୋଲେଟ୍- ଏଥିରେ ଥିବା ଆର୍ଜିନିନୀନ ନାମକ ଏମୀନୋ ଏସିଡ ଶୁକ୍ରାଣୁ ବୃଦ୍ଧିରେ ସହାୟକ କରେ।

୮) ଆଭୋକାଡୋ- ଏଥିରେ ଥିବା ଭିଟାମିନ ବି ୬ ସେକ୍ସ ହରମୋନ ବୃଦ୍ଧି କରି ଶୁକ୍ରାଣୁ ର ପରିମାଣ ବୃଦ୍ଧି କରେ।

୯) ବୋଇତାଳୁ ମଞ୍ଜି- ଏହା ମଧ୍ୟ ପୁରୁଷ ସେକ୍ସ୍ ହୋର୍ମୋନ ଟେସ୍ଟସ୍ଟେରନ ଉତ୍ପନ କରିବା ସହ ଯୌନ ଶକ୍ତି କୁ ତ୍ବରାନ୍ବିତ କରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।