ଓଡ଼ିଆ ହିରୋଇନ BIDUSMITA DASH ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…
ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ସେଥି ମଧ୍ୟରୁ ଆମର ପ୍ରିୟ କଳାକାର ମଧ୍ୟ ରହିଛନ୍ତି ଯାହାଙ୍କର ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଆମେ ଚାତକ ଭଳି ଚାହିଁ ରହି ଥାଉ | ଏହା ମଧ୍ୟ ସତ ଯେ ସେଲିବ୍ରେଟି ଙ୍କ ଜୀଵନ ଶୈଳୀ ସାଧାରଣ ଭାବରେ ଭିନ୍ନ ହୋଇ ଥାଏ ଯାହାକି ଷ୍ଟାଇଲିସ ହୋଇ ଥାଏ | ଏମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଯାହାକି ତାଙ୍କର ଯେ କୌଣସି ଭିଡ଼ିଓ ହେଉ ସେ ତାହାକୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଜାଣିବା ଯିଏ ହଟ ସହିତ ଖୁବ ଭଲ ଡ୍ୟାନ୍ସ ମଧ୍ୟ କରି ଥାଆନ୍ତି |
ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ବିଦୁସ୍ମିତା ଯିଏ ଚୁଲବୁଲି ସହିତ ନମ୍ବର ୱାନ ଆଇଟମ ଡ୍ୟାନ୍ସର ମଧ୍ୟ ଅଟନ୍ତି | ତେବେ ତାଙ୍କ ଲାଇଫ ଷ୍ଟାଇଲ ସମ୍ପର୍କ ଆଜି ଆଲୋଚନା କରିବା |
ବିଦୁସ୍ମିତା ଙ୍କର ଏକ୍ଟିଂ କେରିୟର ଓ ଲାଇଫ ଷ୍ଟାଇଲ :-
ତେବେ ଅଭିନେତ୍ରୀ ବିଦୁସ୍ମିତା ଆଲବମ ରୁ ହିଁ ଅଭିନୟ କ୍ୟାରିୟର ତାଙ୍କର ଆରମ୍ଭ କରି ଥିଲେ ଆଉ ଏହାପରେ ଧୀରେ ଧୀରେ ସେ ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ ଛୁଇଁ ପାରି ଥିଲେ |
କେବଳ ସେତିକି ନୁହେଁ ପ୍ରଥମେ ଆଲବମ ରେ ନଜର ଆସିବା ପରେ ସେ ଅନେକ ଫିଲ୍ମ ରେ ଅଭିନୟ କରି ଆଉ ଅନେକ ଆଇଟମ ସଙ୍ଗ ରେ ମଧ୍ୟ ନଜର ଆସିଛନ୍ତି କାରଣ ଦେଖିବାକୁ ମଧ୍ୟ ସେ ସେହିଭଳି ହଟ ଥିଲେ | ପୁଣି ଏବେ ସେ ସିରିଏଲ ରେ ଦେଖା ଯାଇଛନ୍ତି ଯାହାକି ସେ ନେଗେଟିଭ କ୍ୟାରେଟର ଦେଖିବାକୁ ମିଳିଛନ୍ତି |
ବିଦୁସ୍ମିତା ଯେତେ ବେଳେ ମାତ୍ର 24 ବର୍ଷ ର ହୋଇ ଥିଲେ ସେହି ସମୟରେ ତାଙ୍କ ବାପା ଙ୍କର ଦେହାନ୍ତ ହୋଇ ଯାଇଥିଲା | ଏହାପରେ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଥିଲେ ବୋଲି ଯାହା କୁହା ଯାଉଛି |
ବିଦୁସ୍ମିତା 2014 ମସିହା ରେ ଅନନ୍ତ ଦାସ ଙ୍କୁ ବିବାହ କରି ଠିଲେ ଆଉ ବିବାହ ପରେ ମଧ୍ୟ ସେ ଅଭିନୟ ଜଗତ ରେ କାମ କରି ଠିଲେ | ସେ ଦୋସ୍ତି ଫିଲ୍ମ ରେ ପ୍ରଥମେ ଆଇଟମ ସଙ୍ଗ ରେ ଡ୍ୟାନ୍ସ କରି ଠିଲେ ଏହାପରେ ଚକଲେଟ ଏମିତି ଅନେକ ଫିଲ୍ମରେ ସେ ନଜର ଆସିଛନ୍ତି ଏବଂ ଓଡ଼ିଆ ସିରିଏଲ ରେ ମଧ୍ୟ ତାଙ୍କର ଝଲକ ଦେଖାଇ ଦର୍ଶକ ମାନଙ୍କର ପ୍ରଶଂସାକୁ ସାଉଁଟି ପାରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।