ଦେଖନ୍ତୁ Viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲା..ବୁଢ଼ୀ ହେଲା ପର୍ଯ୍ୟନ୍ତ ସେକ୍ସି ହେଇକି ରହିବି”: ବିଦୁସ୍ମିତା

ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ସମସ୍ତଙ୍କୁ ଆକର୍ଷିତ କଲା ଭଳି ହୋଇଥାଏ।

ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।ଯଦି ଆମେ ଓଡ଼ିଶାର ସିନେ ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି।

ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି।

ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ତେବେ ଫିଲ୍ମ୍ ଇଣ୍ଡଷ୍ଟ୍ରିର ପ୍ରଭାବ ଦର୍ଶକ ମାନଙ୍କ ପାଇଁ ଟିକେ ଅଧିକ ରହିଥାଏ।ସିନେ ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।


ତେବେ ସିନେମା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ବିଦୁସ୍ମିତା ଦାଶ ଅନ୍ୟତମ। ତେବେ ଅଭିନେତ୍ରୀ ବିଦୁସ୍ମିତା ଙ୍କୁ ଲୋକମାନେ ଆଲବମ୍ କୁଇନ୍ ଭାବରେ ଘରେ ଘରେ ଜାଣିଛନ୍ତି ।

ଆଉ ବିଶେଷ କରି କହିବାକୁ ଗଲେ ସେ ସାରା ଓଡିଶାରେ ସେକ୍ସି ବିଲ୍ଲି ନାଁ ରେ ବେଶ୍ ପରିଚିତ ଏବଂ ଏହି ଆଲବମ୍ ଗୀତଟି ତାଙ୍କୁ ତାଙ୍କ କ୍ୟାରିୟର ରେ ବହୁତ ବଡ ପରିଚୟ ସହିତ ସଫଳତା ମଧ୍ୟ ଦେଇଥିଲା । ତେବେ ଆଜି ଆମେ ବିଦୁସ୍ମିତା ମିଡିଆ ସାମ୍ନାରେ ଏକ ସାକ୍ଷାତକାରରେ କଣ କହିଛନ୍ତି ତାଙ୍କ ବିଷୟରେ ସେ ବିଷୟରେ ଆଲୋଚନା କରିବା |

ତେବେ ମିଡିଆ ସାମ୍ନାରେ ତାଙ୍କୁ କଂଟ୍ରୋଭେରସୀର କୁଇନ କୁହାଯିବାରୁ ସେ ଏହାର ଉତ୍ତରରେ କହିଥିଲେ କି ସେ ଯାହାବି କରନ୍ତି ଭଲ ପାଇଁ ତେଣୁ ଲୋକମାନେ ଜାଣିବା ଭଲ । ତେବେ ବିଦୁସ୍ମିତା କହିଛନ୍ତି କି ସେ ସ୍ବପ୍ନ ଦେଖିବାକୁ ଭଲ ପାଇଥାନ୍ତି କାରଣ ଯଦି ସେ ସ୍ବପ୍ନ ନ ଦେଖିବେ ତାହେଲେ କିଛି କରିବାର ଇଚ୍ଛା ତାଙ୍କ ମନରେ ସୃଷ୍ଟି ହେବ ନାହିଁ | କାଷ୍ଟିଙ୍ଗ କାଉଜ କଥାକୁ ନେଇ ସେକହିଛନ୍ତି ଆଜି କାଲି ଯିଏ ରାତିରାତି ଭିତରେ ଷ୍ଟାର ହେବାକୁ ଚାହୁଁଛି ବୋଧେ ସେଥିରେ ଏମିତି କିଛି ହୋଉଛି | କିନ୍ତୁ ତାଙ୍କ ସମୟରେ ଏପରି ନଥିଲା କାରଣ ତାଙ୍କ ସମୟରେ କଳାକାର ଅଳ୍ପ ଥିଲେ କିନ୍ତୁ କାମ ବେଶୀ ଥିଲା |

ହେଲେ ବର୍ତ୍ତମାନ କଳାକାର ଅଳ୍ପ ଆଉ ଅଭିନୟ କରି ପାରୁ ନଥିବା ହିରୋ ହିରୋଇନ୍ ମାନେ ଅଧିକ ଯାହା ପାଇଁ ଏମିତି କିଛି ହେଉଛି | ଡ୍ରେସକୁ ନେଇ ବିଦୁସ୍ମିତା କହିଛନ୍ତି କି ଯଦି ବଲିଉଡରେ ପିନ୍ଧିବାରୁ ଆମ ଓଡିଶାରେ ଦେଖୁଛନ୍ତି ତାହେଲେ ଅଲିଉଡରେ ପିନ୍ଧିଲେ କଣ ପାଇଁ ଦେଖି ପାରୁ ନାହାନ୍ତି ବୋଲି | ଚଳଚିତ୍ରରେ ସେମାନେ ପିନ୍ଧୁଛନ୍ତି ତାହାର ମାନେ ନୁହଁ କି ରାସ୍ତାରେ ପିନ୍ଧିକି ବୁଲୁଛନ୍ତି ବୋଲି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।