ବିବାହ ପରେ ସ୍ବାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ନଖିଲେ ମ୍ୟାରେଜ୍ ର କୌଣସି ଭାଲ୍ୟୁ ନାହିଁ …ଶୁଣନ୍ତୁ ଏହି ମହିଳା ଙ୍କ ମୁହଁରୁ
ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ଙ୍କର ସମ୍ପର୍କ କିପରି ଚର୍ଚ୍ଚା ର ବିଷୟ ପାଲଟିଛି | ଫିଲ୍ମ ଜଗତ ରେ ଏକ ସୁପରହିଟ ଯୋଡ଼ି ଥିଲେ ସତ କିନ୍ତୁ ନିଜ ବୈବାହିକ ଜୀବନ ରେ ଏକ ଭଲ ଯୋଡ଼ି ହୋଇ ପାରିଲେ ନାହିଁ | ତେବେ ଏହି ସମୟରେ ଅନୁଭବ ମହାନ୍ତି ମଧ୍ୟ ନିଜ ଘଟଣା ସମ୍ପର୍କ ରେ ଏକ ଭିଡ଼ିଓ ମାଧ୍ୟମ ରେ କହି ଥିଲେ ଯାହାକୁ ଶୁଣି ତାଙ୍କର ଅନେକ ଦର୍ଶକ ତାଙ୍କୁ ସପର୍ଟ ମଧ୍ୟ କରି ଥିଲେ | ତେବେ ବର୍ତ୍ତମାନ ସମୟରେ ଅନୁଭବ ଓ ବର୍ଷା ଙ୍କର କଳହ କୁ ନେଇ ଅନେକ ସମଲୋଚନା ଚାଲି ଥିବା ବେଳେ ଆଇନଜୀବୀ ଏହାକୁ ନେଇ କିଛି କହିଛନ୍ତି |
ତେବେ ଏହାକୁ ନେଇ ଆଇନଜୀବୀ ମୋନାଲିସା ଗନ୍ତାୟତ କହିଛନ୍ତି କି ଗୋଟେ ସ୍ୱାମୀ ପୁରା କଂଫିଡେଣ୍ଟ ହୋଇ କହୁଛି କି ମୋ ପାଖରେ ପ୍ରମାଣ ଅଛି ମେଡିକାଲ ରିପୋର୍ଟ ପ୍ରମାଣ ଅଛି |
ତେବେ ଗୋଟେ ମହିଳା ଜାଣି ଥାଏ କି ଘର ଭିତରେ ତା ସ୍ୱାମୀ ସହ ସେ କଣ କରେ ଏ କଥା ଆଉ କେହି ଜାଣି ନଥାନ୍ତି ସେ ଦୁହେଁ ହିଁ ଜାଣି ଥାଆନ୍ତି | ଆଉ ଅନୁଭବ ପୁରା ମିଡ଼ିଆ ସାମ୍ନା ରେ ନିଶ୍ଚିତ ହୋଇ କହିଛନ୍ତି କି ମେଡିକାଲ ଟେଷ୍ଟ କରାଯାଉ, ତେବେ ସେ କାହିଁକି ଏକଥା କହୁଛନ୍ତି ତାଙ୍କ କଥାରେ ସେତିକି ସତ୍ୟତା ଅଛି ଏଣୁ ସେ କହୁଛନ୍ତି | ଆଉ ଭିଡ଼ିଓ ରେ ଯେପରି ଅନୁଭବ ତାଙ୍କର କାହାଣୀ କଥା କହିଛନ୍ତି ଏଥିରେ ସ୍ପଷ୍ଟ ଜଣା ପଡୁଛି କି ନିର୍ଯାତନା କେବଳ ଏଠି ଅନୁଭବ ହିଁ ହେଉଛନ୍ତି |
ମୁଁ ଜାଣିନି କିଏ ବର୍ଷା କୁ ସପର୍ଟ କରିବ ଆଉ କିଏ ଅନୁଭବ ଙ୍କୁ ସପର୍ଟ କରିବ କିନ୍ତୁ ମୁଁ କହୁଛି ଏଥିରେ ଅନୁଭବ ହିଁ ପୀଡିତା ଅଛନ୍ତି | ଯିଏ କି ନ୍ୟାୟ ପାଇଁ ବାରମ୍ବାର ବାରମ୍ବାର ସମସ୍ତ ଙ୍କୁ କହୁଛନ୍ତି |
ଆଉ ଗୋଟିଏ କଥା ଯଦି ଏବେ ଗୋଟେ ନାରୀ ରେପ ହୋଇ ଥାଆନ୍ତା ତାହାଲେ ଏବେ ସବୁ ପୋଲିସ ପ୍ରଶାସନ, କୋର୍ଟ ସମସ୍ତ ଉପରେ ପ୍ରେସର ପଡିଥାନ୍ତା ଆଉ ସୋସିଆଲ ମିଡ଼ିଆ ୟୁଜର ମାନେ ମଧ୍ୟରେ ଫ୍ଲାଟ ଧରି ରାସ୍ତା ରେ ନ୍ୟାୟ ମାଗି ଥାଆନ୍ତେ |
କିନ୍ତୁ ଯେତେବେଳେ ଗୋଟେ ପୁରୁଷ କହୁଛି କି ମୁଁ ମୋ ସ୍ତ୍ରୀ ଦ୍ୱାରା ନିର୍ଯାତନା ପାଉଛି ସେତେବେଳେ ସମାଜ ର କୌଣସି ବି ଗୋଟେ ଲୋକ ତା ପାଇଁ ଠିଆ ହେଉ ନାହାଁନ୍ତି କି ସ୍ୱର ଉତ୍ତୋଳନ କରୁ ନାହାଁନ୍ତି | ଆଉ ମୁଁ ବର୍ଷା ଙ୍କୁ କହୁଛି କି ଯେଉଁଠି ରିଲେସନ ନଥାଏ ସେଠି ବିବାହ ର କୌଣସି ମହତ୍ୱ ନଥାଏ | ତେବେ ଆଇନଜୀବୀ ଙ୍କର ଏଭଳି କଥା ଶୁଣି ଅନେକ ଲୋକ ତାଙ୍କର କଥାକୁ ସମର୍ଥନ କରିଛନ୍ତି |