ଭୃଷଙ୍ଗା ପତ୍ର ମୂଳରୁ ଭଲ କରିଥାଏ ଏହି ୧୦ ଟି ଭୟଙ୍କର ରୋଗ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ବନ୍ଧୁଗଣ ଜାଣିଥିବେ ଭୃଷଙ୍ଗ ପତ୍ର କୁ ଖିଆ ଯାଏ ତରକାରୀ ରେ ପକେଇ l କିନ୍ତୁ କେତେକ ଲୋକ ଏହା ଖିଆ ଯାଏ ବୋଲି ମଧ୍ୟ ଜାଣନ୍ତି ନାହିଁ l ସେଥି ପାଇଁ ସେମାନେ ଏହି ପତ୍ର ର ଉପକାରିତା ମଧ୍ୟ ଜାଣନ୍ତି ନାହିଁ l ଜାଣିଥିବେ ଏହି ଗଛ ଗୁଡିକ ଆମ ବାଡ଼ିରେ ହୋଇଥାଏ, ବଗିଚାରେ ମଧ୍ୟ ହୋଇ ଥାଏ l ଏହି ପତ୍ର ସହଜରେ ମିଳି ଯାଏ l କାରଣ ଏହି ପତ୍ର ଆମକୁ ବଗିଚାରେ ମଧ୍ୟ ମିଳି ଯାଏ l

ଏହି ପତ୍ର ଖାଇଲେ ଆମର କଣ ହୋଇ ଥାଏ ସେ ବିଷୟରେ ନ ଜାଣିଥିବାରୁ ଏହି ପତ୍ର କୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ଆଜି ଆମେ ଆପଣଙ୍କୁ ଭୃଷଙ୍ଗ ପତ୍ର ର ଉପକାରିତା ବିଷୟରେ କହିବୁ l ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ l

1- ଏହି ଭୃଷଙ୍ଗ ପତ୍ର କୁ ସେବନ କଲେ ଯେତେ ବଡ ଅଥବା ପୁରୁଣା ଗ୍ୟାସଟିକ ଥିଲେ ମଧ୍ୟ ଏହାକୁ କିଛି ଦିନ ସେବନ କଲେ ଏହି ରୋଗ ଭଲ ହୋଇ ଯାଏ l

2- ଏହାକୁ ସେବନ ବାଳ ଜନିତ କୌଣସି ରୋଗ ହୁଏ ନାହିଁ, ଯେମିତିକି ବାଳ ଝାଡ଼ିବା, ବାଳ ନ ବଢିବା, ବାଳ ବୟସ ନହେବାରୁ ଯଦି ପାଚି ଯିବା ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇ ଯାଏ l

3-ଭୃଷଙ୍ଗ ପତ୍ର କୁ ଯଦି ଜଣେ ସେବନ କରେ ତାହାଲେ ତାର ଲିଭର ଜନିତ କୌଣସି ସମସ୍ୟା ରହିବ ନାହିଁ l ଏହl କୁ ସେବନ କଲେ ଖାଦ୍ୟ ଅତି ଶୀଘ୍ର ହଜମ ହୋଇ ଯାଏ l

4-ଏହା କୁ ନିୟମିତ ସେବନ କଲେ ହୃଦୟ ଜନିତ ରୋଗ କେବେ ହୁଏ ନାହିଁ l ଯଦି କାହାରି ହୃଦୟ ଜନିତ ରୋଗ ହୋଇ ଥାଏ ତେବେ ଏହାକୁ ସେବନ କଲେ ସେ ସବୁ ସମସ୍ୟା ଦୂର ଶୀଘ୍ର ହୋଇ ଯାଏ l

5-ଏହାକୁ ସେବନ କଲେ ଯଦି କାହାରିକୁ ରକ୍ତ ଚାପ ହୋଇଥିଲେ ତେବେ ଏହାକୁ ପ୍ରତି ଦିନ କିଛି ଦିନ ପାଇଁ ନିୟମିତ ସେବନ କଲେ ତାହା ଧୀରେ ଧୀରେ କମି ଯାଏ l

6-ଏହାକୁ ସେବନ କଲେ କଲେଷ୍ଟ୍ରଲ ଜନିତ ରୋଗ ଦୂର ହୋଇ ଯାଏ l ଅର୍ଥାତ କୌଣସି ମହିଳା ଏହି ରୋଗରେ ପୀଡିତ ଥିଲେ ଏହାକୁ ନିୟମିତ ସେବନ କରିବା ଦରକାର l
ଆଉ ଯଦି ପୀଡିତ ମହିଳା ଏହାକୁ ସେବନ କରେ ଶୀଘ୍ର ଭଲ ହୋଇ ଯିବ l

7-ଏହା କୁ ସେବନ କଲେ କେନସର ଭଳି ରୋଗ ଭଲ ହୋଇ ଯାଏ l କାରଣ ଏହାକୁ ପ୍ରତିଦିନ ଖାଇଲେ ମଧୁ ମେହ ଭଳି ରୋଗ ହୋଇ ଥିଲେ ସବୁ ଭଲ ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।