ଭୂମିକମ୍ପ ର ତୀବ୍ରତା କେଉଁ ସ୍କେଲରେ ମପା ଯାଏ ? ଏହାର ଉତ୍ତର ୯୯% ଲୋକ ଏହାର ଭୁଲ ଉତ୍ତର ଦେଇ ସାରିଲେଣି। କଣ ଆପଣ ବି…..??
ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।
ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୦ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।
ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୦ ଟି ପ୍ରଶ୍ନ ବିଷୟରେ;
୧:- ଭୂମିକମ୍ପ ର ତୀବ୍ରତା କେଉଁ ସ୍କେଲରେ ମପା ଯାଏ?
ଉତ୍ତର:- ରିକ୍ଟର ସ୍କେଲ।ଭୂମିକମ୍ପ ର ତୀବ୍ରତା ରିକ୍ଟର ସ୍କେଲରେ ମପା ଯାଏ।
୨:- ଗୋଟିଏ ଟେଷ୍ଟ କ୍ରିକେଟରେ ଏକ ପାଳି ରେ ୧୦ ଉଇକେଟ୍ ନେଇ ଥିବା ଏକ ମାତ୍ର ଭାରତୀୟ ବୋଲର କିଏ?
ଉତ୍ତର:- ଅନୀଲ କୁମ୍ବଲେ ଯିଏକି ଗୋଟିଏ ଟେଷ୍ଟ କ୍ରିକେଟରେ ଏକ ପାଳି ରେ ୧୦ ଉଇକେଟ୍ ନେଇ ଥିବା ଏକ ମାତ୍ର ଭାରତୀୟ ବୋଲର
୩:- ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ଥିବା ପ୍ରଥମ ଭାରତୀୟ ମହିଳା କିଏ?
ଉତ୍ତର:- ବଚେନ୍ଦ୍ରି ପାଲ ଯିଏକି ଭାରତର ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟ ର ଶିଖରରେ ପହଞ୍ଚି ଥିଲେ।
୪:- କେଉଁଟି ବିଶ୍ୱର ସବୁଠାରୁ ବଡ଼ କୋଠା ଘର?
ଉତ୍ତର:- ବୁର୍ଜ ଖଲିଫା।ଏହାକୁ ବିଶ୍ୱର ସବୁଠୁ ଲମ୍ବା ଟାୱାର ବା ସବୁଠାରୁ ଉଚ୍ଚ କୋଠା ଘର ମଧ୍ୟ କହି ପାରିବା।
୫:- “ଏ ମେରେ ବତନ୍ କେ ଲୋଗୋ” କେଉଁ କବି ଲେଖି ଥିଲେ?
ଉତ୍ତର:- କବି ପ୍ରଦୀପ “ଏ ମେରେ ବତନ୍ କେ ଲୋଗୋ” ଲେଖି ଥିଲେ।”ଏ ମେରେ ବତନ୍ କେ ଲୋଗୋ” ଏକ ପ୍ରସିଦ୍ଧ ଦେଶ ଭକ୍ତି ସଙ୍ଗୀତ । ଏହା ୧୯୬୨ ମସିହାରେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ହେଉ ଥିବା ସମୟରେ ଭାରତ ର ଲୋକଙ୍କୁ ବା ଭାରତର ବୀର ଯବାନ ମାନଙ୍କୁ ଗୋଟିଏ ପ୍ରେରଣା ଓ ଆତ୍ମବିଶ୍ବାସ ଦେବା ପାଇଁ ଏହି ଗୀତ ଟି ବୋଲା ଯାଇ ଥିଲା ବା କବି ପ୍ରଦୀପ ଙ୍କ ଦ୍ଵାରା ଲେଖା ଯାଇ ଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।