ଭୁଲରେ ବି ସଂନ୍ଧ୍ୟା ସମୟରେ ଏହି କାମ କରନ୍ତୁ ନାହିଁ, ନଚେତ ହୋଇପାରେ ବଡ ଅଘଟଣ….

ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ l ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ସନ୍ଧ୍ୟା ସମୟ ରେ ଏହି 5 ଗୋଟି ମୁଖ୍ୟ କାମ କରନ୍ତୁ ନାହିଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l ତେବେ ଚାଲନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡ଼ିକ କଣ l

1:- ସନ୍ଧ୍ୟା ସମୟ ରେ ଭୋଜନ କରିବା ଅନୁଚିତ l ଭୋଜନ କଲେ ଘରେ ଅନେକ ଅନିଷ୍ଟ ହୋଇ ଥାଏ l ଅର୍ଥ ହାନି ହୋଇ ଥାଏ l ସ୍ୱାସ୍ଥ୍ୟ ହାନି ମଧ୍ୟ ହୋଇ ଥାଏ l ଭୋଜନ କରିବେ ନାହିଁ l

2:-ସନ୍ଧ୍ୟା ସମୟ ରେ ଘରେ ଝାଡୁ ମାରିବେ ନାହିଁ l ଝାଡୁ ମାରିଲେ ମାତା ଲକ୍ଷ୍ମୀ ଘରୁ ପଳେଇ ଯାଇ ଥାନ୍ତି l ଘରେ ଧନ ର ଅଭାବ ହୋଇ ଥାଏ l

3:-ସନ୍ଧ୍ୟା ସମୟ ରେ ଘରେ ପ୍ରେମ ସମ୍ପର୍କ ରଖନ୍ତୁ ନାହିଁ l କାରଣ ସନ୍ଧ୍ୟା ରେ ସମସ୍ତ ଦେବା ଦେବୀ ଘର କୁ ବୁଲିବାକୁ ଆସି ଥାନ୍ତି l ଏହା କଲେ ଘରେ କରଜ ଆଦି ଲାଗି ରହେ l ଏହି ସମ୍ପର୍କ କେବଳ ରାତିରେ ରଖନ୍ତୁ l

4:-ସନ୍ଧ୍ୟା ସମୟ ରେ ଭୁଲ ରେ ବି ସୁଅନ୍ତୁ ନାହିଁ l ଏହି ସମୟ ରେ ଶୋଇଲେ ଅନେକ କଷ୍ଟ ମିଳି ଥାଏ l ସନ୍ଧ୍ୟା ରେ ଶୋଇଲେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିବ l ଅନେକ ରୋଗ ଯେମିତି କି ପେଟ ରୋଗ ପେଟ ରେ ଚର୍ବି ଆଦି ଅନେକ ରୋଗ ହୋଇ ଥାଏ l

5:-ସନ୍ଧ୍ୟା ରେ ତୁଳସୀ ଚଉରା ମୂଳ ରେ ସନ୍ଧ୍ୟା ଦିଅନ୍ତୁ କିନ୍ତୁ ତୁଳସୀ ଚଉରା କୁ ଛୁଅନ୍ତୁ ନାହିଁ l

ଏହି କାର୍ଯ୍ୟ ସନ୍ଧ୍ୟା ରେ କରନ୍ତୁ ନାହିଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।