ଭିତରକନିକା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ ?ଭିତରକନିକା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ

ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସମସ୍ତେ ପରୀକ୍ଷାରେ ଭଲ ନମ୍ବର ପଛରେ ଗୋଡାଉଛନ୍ତି।ତେଣୁ ସେମାନେ ବାହାର ଦୁନିଆ ର ଖବର ବା ଜ୍ଞାନ ଆହରଣ କରି ପାରୁ ନାହାଁନ୍ତି।ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସତ କିନ୍ତୁ ବାହାର ଦୁନିଆ ରେ ଏକା ଚଳି ପାରୁ ନାହାଁନ୍ତି।

ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ମଧ୍ୟ ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି।ତେଣୁ ଦୁନିଆ ରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆର ଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ।ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୩ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।

ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୩ ଟି ପ୍ରଶ୍ନ ଓ ସେମାନଙ୍କର ଉତ୍ତର ବିଷୟରେ;

୧:- ଭିତରକନିକା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ?

ଉତ୍ତର:- କେନ୍ଦ୍ରାପଡା।

୨:- ଚନ୍ଦକା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ?

ଉତ୍ତର:- ଚନ୍ଦକା ଅଭୟାରଣ୍ୟ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ।

୩:- ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ର ରଚୟିତା କିଏ?

ଉତ୍ତର:- ଗୋପାଳ ଚନ୍ଦ୍ର ପ୍ରହରାଜ।

୪:- ବାବାଜୀ ନାଟକର ନାଟ୍ୟକାର କିଏ?

ଉତ୍ତର:- ଜଗମୋହନ ଲାଲା।

୫:- ସୀତା ବିବାହ ର ରଚୟିତା କିଏ?

ଉତ୍ତର:- କାମପାଳ ମିଶ୍ର।

୬:- କେଉଁ ଦୁଇ ପର୍ବତର ସଂଯୋଗ ରେ ହୀରାକୁଦ ବନ୍ଧ ନିର୍ମିତ?

ଉତ୍ତର:- ଚାନ୍ଦଲି ଡୁଙ୍ଗୁରି ଓ ଲାମା ଡୁଙ୍ଗୁରି ନାମକ ଦୁଇ ପର୍ବତର ସଂଯୋଗ ରେ ହୀରାକୁଦ ବନ୍ଧ ନିର୍ମିତ।୭:- ଓଡ଼ିଶାର ସମସ୍ତ ନଦୀ କେଉଁଠି ମିଶିଛନ୍ତି?

ଉତ୍ତର:- ବଙ୍ଗୋପସାଗର ରେ ଓଡ଼ିଶାର ସମସ୍ତ ନଦୀ ମିଶିଛନ୍ତି ।

୮:- L.C.D. ର ଫୁଲଫର୍ମ କଣ?

ଉତ୍ତର:- Liquid crystal display.

୯:- FIR ର ଫୁଲ ଫର୍ମ କଣ?

ଉତ୍ତର:- First information report.

୧୦:- A.I.R. ର ଫୁଲ ଫର୍ମ କଣ?

ଉତ୍ତର:- ALL INDIA RADIO.

୧୧:- ଓଡ଼ିଶାର ପାଇକ ବିଦ୍ରୋହ ର ନେତୃତ୍ୱ କିଏ ନେଇ ଥିଲେ ?

ଉତ୍ତର:- ଜୟୀରାଜ ଗୁରୁ ଓଡ଼ିଶାର ପାଇକ ବିଦ୍ରୋହ ର ନେତୃତ୍ୱ ନେଇ ଥିଲେ।

୧୨:- କଳିଙ୍ଗ ଯୁଦ୍ଧ କେଉଁ ଠାରେ ହୋଇ ଥିଲା?

ଉତ୍ତର:- ଧଉଳି ପାହାଡ଼ ନିକଟସ୍ଥ ଦୟା ନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇ ଥିଲା।

୧୩:- କେଉଁ ଫଳର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ?

ଉତ୍ତର:- Mulberry ବା ତୁତ କୋଳି ଫଳର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।