ଶିବାନୀ ଗଣନାଟ୍ୟ ରେ Bhikari Jatra Comedy | ଭିକାରୀ ବଳଙ୍କ ନିୟୁ କମେଡି 2022… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…
ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଯାତ୍ରା ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ଯାତ୍ରା ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି । ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି ।
ତେବେ ସେହି ଭଳି ବର୍ତ୍ତମାନ ଏକ ଯାତ୍ରା ର କିଛି କମେଡି ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି ।ଫିଲ୍ମ କୁ ପଛରେ ପକାଇ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି ଯାତ୍ରା ର ଝଲକ ଦେଖିବା ପାଇଁ ।
ଆଉ ଯାହା କୁହାଯାଉଛି କି ଯାତ୍ରା ହେଉଛି ଏମିତି ଗୋଟିଏ ଅଭିନୟ ର ପ୍ଲାଟଫର୍ମ ଯେଉଁଥିରେ କଳାକାର ମାନେ ଷ୍ଟେଜ ଉପରେ ସମସ୍ତ ଦର୍ଶକ ଙ୍କ ସାମ୍ନା ରେ ଅଭିନୟ କରିବାକୁ ଲାଗିଥାନ୍ତି ।ଆଉ ତାଙ୍କର ମନ ମୁଗ୍ଧକର ଅଭିନୟ କୁ ଦେଖି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ମୁଗ୍ଧ ହୋଇ ଯାଇଥାନ୍ତି ବୋଲି କୁହାଯାଉଛି ।ଆଉ ବର୍ତ୍ତମାନ ସେହି ଭଳି ଏକ ଦମଦାର ଯାତ୍ରା ର ପାର୍ଟ ଦେଖିବାକୁ ମିଳିଛି ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଯାତ୍ରା ର ଗୋଟିଏ ପାର୍ଟ । ଆଉ ଯାହା ଜଣା ପଡିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଶିବାନୀ ଗଣନାଟ୍ୟ ର ଯାତ୍ରା ପାର୍ଟ । ଆଉ ଯେଉଁଥିରେ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମାନଙ୍କୁ ଆକୃଷ୍ଟ କରେଇଛନ୍ତି ଏହି କମେଡିଆନ ଜଣକ । ଆଉ ଉପସ୍ଥିତ ଦର୍ଶକ ମାନଙ୍କର ମନ କୁ ମଧ୍ୟ କିଣି ନେଇଛନ୍ତି ।ଆଉ ଯାହା ଜଣା ପଡିଛି କି ଯାତ୍ରା ଟିର ନାଁ ହେଉଛି ବରଣୀ କନିଆଁ ବରଷା ରାଣୀ ।
ଆଉ ଯେଉଁଥିରେ କମେଡିଆନ ଭିକାରୀ ଜବରଦସ୍ତ ଅଭିନୟ ର ଝଲକ ଦେଖାଇ ଛନ୍ତି ଦର୍ଶକ ମାନଙ୍କୁ । ଏଠାରେ ଦେଖିବାକୁ ମିଳିଛି କି କମେଡିଆନ ଜଣଙ୍କ ବାହାରକୁ ପଳେଇ ଯାଇଥିଲେ ଆଉ ବର୍ଷେ ପରେ ଫେରିଛନ୍ତି ତାଙ୍କର ଗାଁ କୁ ।
ଯାହା ଦେଖିବାକୁ ମିଳିଛି କି ବାହାରୁ ଫେରିବା ପରେ ସେ ତାଙ୍କର ସ୍ତ୍ରୀ ଙ୍କୁ ଖୋଜିବାକୁ ଲାଗିଛନ୍ତି ଆଉ ତାଙ୍କର ଅନୁଭୂତି କୁ କହିଛନ୍ତି । ତେବେ କମେଡି ମାଧ୍ୟମରେ ସେ କହିଛନ୍ତି କି ଆପଣ ମାନେ ଯେଉଁଠାକୁ ଯାଆନ୍ତୁ ନା କାହିଁକି ନିଜର ଜନ୍ମଭୂମି କୁ କେବେ ହେଲେ ଭୁଲି ପାରିବେ ନାହିଁ ।
ବାପା, ମା, ଜନ୍ମଭୂମି ଓ ନିଜର ଭାଷା କୁ ସେ ସବୁଠୁ ଉପରେ ରଖିଛନ୍ତି ଆଉ ଯେତେ ବଡ଼ ହୁଅନ୍ତୁ ଆପଣ କିନ୍ତୁ ଏହି କେତୋଟି ଜିନିଷ ଆପଣଙ୍କ ସହିତ ସବୁବେଳେ ରହିବ ବୋଲି କହିଛନ୍ତି କମେଡିଆନ ଜଣକ । ଆଉ ତାହା ବ୍ୟତୀତ ଆହୁରି ଅନେକ କମେଡି ଡାଇଲଗ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି କମେଡିଆନ ଭିକାରୀ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।