ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀଙ୍କ ସହ ନୃତ୍ୟ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ କିଛି ମନକୁ ପସନ୍ଦ ଆସିଲା ଭଳି ଭିଡ଼ିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇ ଯାଇଥାନ୍ତି ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ବାର୍ଷିକ ଉତ୍ସବ ରେ ସ୍କୁଲ ଛାତ୍ର ଛାତ୍ରୀ ମାନେ ଡାନ୍ସ କରିବାକୁ
ଲାଗିଛନ୍ତି ,ଆଉ ତାଙ୍କ ସହିତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ସମସ୍ତେ ବେଶ ଖୁସି ହୋଇ ଯାଇଛନ୍ତି। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବ ।
ଆପଣ ମାନେ ଜାଣିଥିବେ କି ସମସ୍ତ ଙ୍କ ପାଖରେ କିଛି ନାଁ କିଛି ଗୁଣ ରହିଛି ଆଉ ଯାହା କୁ ସେମାନେ ସୁଯୋଗ ମିଳିଲେ ପରି ପ୍ରକାଶ କରିଥାନ୍ତି ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଆପଣ ମାନେ ଦେଖିବାକୁ ପାଉଥିବେ ସ୍କୁଲ ଝିଅ ମାନେ କେଉଁ ଭଳି ଭାବରେ ଗ୍ରୁପ ରେ ସୁନ୍ଦର ଭାବରେ ଡାନ୍ସ ର କମାଲ କୁ ଦେଖିବାକୁ ଲାଗିଛନ୍ତି । ଯେଉଁ ଡାନ୍ସ ରେ ସେମାନେ 6 ଜଣ ସ୍କୁଲ ଝିଅ ମିଶିକି କରିବାକୁ ଲାଗିଛନ୍ତି , ଆଉ ଯାହା ଅତି ସୁନ୍ଦର ଭାବରେ ପ୍ରଦର୍ଶନ ମଧ୍ୟ ହେଉଛି ।
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ସୁରଭି ସ୍କୁଲ ରେ ପିଲା ମାନେ ସେମାନଙ୍କ ର ବାର୍ଷିକ ଉତ୍ସବ ରେ ଜବରଦସ୍ତ ପୋରଫୋମେନ୍ସ ଦେଖାଇବାକୁ ଲାଗିଛନ୍ତି ମଞ୍ଚ ଉପରେ ।ଆଉ ଯେଉଁଠି ମଞ୍ଚ ଉପରେ ଗୀତ ଓ ଡାନ୍ସ ମାଧ୍ୟମରେ ମଧ୍ୟ ପିଲା ମାନଙ୍କୁ କିଛି କଥା ଶିଖାଇବା ପାଇଁ ଲାଗିଛନ୍ତି । ଆଉ ଯେଉଁଠି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସ୍କୁଲ ଛାତ୍ର ଛାତ୍ରୀ ମାନେ ମାନେ ବିଭିନ୍ନ ପ୍ରକାରର ଗୀତ ରେ ସୁନ୍ଦର ଭାବରେ ନିଜ ନିଜର ଡାନ୍ସ ର ପ୍ରତିଭା କୁ ଦେଖାଇବାକୁ ଲାଗିଥିଲେ ଝିଅ ମାନେ ।
ତେବେ ଏହା ସହିତ ଯାହା ଦେଖିବାକୁ ମିଳିଥିଲା କି ପ୍ରୋଗ୍ରାମ୍ ଶେଷ ସମୟ ବେଳକୁ ମଞ୍ଚ ଉପରେ ସୁନ୍ଦର ଭାବରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ସହିତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସେମାନଙ୍କ ସହ ମିଶି ସୁନ୍ଦର ଭାବରେ କରିବାକୁ ଲାଗିଥିଲେ ଡାନ୍ସ । ଆଉ ଯାହା ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥିଲା ଓ ଛାତ୍ରୀ ମାନଙ୍କର ଗ୍ରୁପ ରେ କରିଥିବା ସେହି ଭଳି ମନଛୁଆ ଡାନ୍ସ ଦର୍ଶକ ମାନଙ୍କର ମନକୁ କିଣି ନେଇଛି । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ମଧ୍ୟ ହେଉଛି ପିଲା ମାନଙ୍କର ଡାନ୍ସ ଭିଡ଼ିଓ ଟି ।