ଭାତୁଡି ପାଇଁ ଚିନ୍ତିତ କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ୧୦୦% ଗ୍ୟାରେଣ୍ଟି ଭଲ ହେବ – Ramdev Health Tips

ଆଜି ଆମେ ଜାଣିବା କେମିତି ଆପଣ କୋଲଗେଟ ମାଧ୍ୟମ ରେ ମୁହଁ ରେ ହେଉଥିବା ଭାତୁଡ଼ି ସମସ୍ୟା କୁ ଦୂରେଇ ପାରିବେ।ଆଜିର ଦିନରେ ଭୁଲ ଖାଦ୍ୟପେୟ ଯୋଗୁଁ ଓ ଦୂଷିତ ବାୟୁ ମଣ୍ଡଳ ଯୋଗୁଁ ଯାଦୁ, କାଛୁ,କୁଣ୍ଡିଆ ପରି ଦୁରାରୋଗ୍ୟ ବହୁତ ଜୋରରେ ବଢ଼ି ଚାଲିଛି।ଅଧିକାଂଶ କୋକଙ୍କ ପାଖରେ ଯାଦୁ,କାଛୁ,ପାଣିକନ୍ଦା, କୁଣ୍ଡିଆ ସହିତ ଭାତୁଡି ପରି ଅନେକ ଚର୍ମ ରୋଗ ଥାଏ ଏବଂ ସେମାନେ ଏହା ପାଇଁ ଅନେକ ଔଷଧ ମଧ୍ୟ ସେବନ କରିଥାନ୍ତି।

ବେଳେବେଳେ ସମସ୍ୟା ଏମିତି ହୋଇ ଥାଏ କି ଔଷଧ ସେବନ ପରେ ଚର୍ମ ରୋଗ ଭଲ ହୋଇଯାଏ କିନ୍ତୁ ତାର ଦାଗ ବା ଚିହ୍ନ ରହି ଯାଇଥାଏ।

ମୁହ ଯେତେ ଗୋରା , ସଫ୍ଟ ହୋଇ ଥିଲେ ମଧ୍ୟ ଯଦି ମୁହ ରେ ଭାତୁଡ଼ି ସମସ୍ୟା ଥିଲେ ଏହା ଭଲ ଲାଗେ ନାହିଁ । ତେବେ ଆଜି ର ଏହି ରେମିଡୀ ଦ୍ଵାରା ଆପଣ ମୁହ ରେ ହେଉ ଥିବା ଏହି ସମସ୍ୟା କୁ ସବୁ ଦିନ ପାଇଁ ଦୂରେଇ ପାରିବେ। ଏହା ଦ୍ବାରା ଆପଣ ଙ୍କ ଭାଟୁଡ଼ି ସମସ୍ୟା ଚିର ଦିନ ପାଇଁ ଭଲ ହୋଇ ଯିବ । ତେବେ ଆସନ୍ତୁ ଜାଣିବା।

ତେବେ ଏହା କୁ ପ୍ରସ୍ତୁତ କରିବା ପାଇଁ ଆପଣ କୁ ପ୍ରଥମ ଆବଶ୍ୟକ କୋଲଗେଟ । ଆପଣ ଏଥିରେ କମ୍ ଫ୍ଲରାଇଦି ବାଲା ପେଷ୍ଟ ବ୍ୟବହାର କରନ୍ତୁ । ଏହାର ରଙ୍ଗ ସାଧାରଣ ଧଳା ହୋଇ ଥାଏ । ତେବେ ଏକ ସଫା ପାତ୍ର ରେ ପ୍ରଥମେ ଅଧା ଚାମଚ୍ ରୁ କମ ପେଷ୍ଟ ପକାନ୍ତୁ। ଏହା ପରେ ଆପଣ ଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ବେକିଙ୍ଗ ସୋଡା । ଆପଣ ଏଥିରେ ଯେତିକି ମାତ୍ରା ରେ ପେଷ୍ଟ ବ୍ୟବହାର କରି ଥିବେ ସେତିକି ମାତ୍ରା ରେ ବେକିଙ୍ଗି ଶୋଡା ବ୍ୟବହାର କରନ୍ତୁ ।

ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ତୃତୀୟ ସାମଗ୍ରୀ ଆବଶ୍ୟକ ଅର୍ଗାନିକ କ୍ୟାଷ୍ଟର ତେଲ । ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ବେକିଙ୍ଗ ସୋଡ଼ା ଓ କ୍ୟାସ୍ତର ତେଲ ବହୁତ୍ ଉପକାରୀ ଅଟନ୍ତି ଭତୁଡି କୁ ଭଲ କରିବା ପାଇଁ । ତେଣିକି ସେ ଯେତେ ପୁରୁଣା ଓ ବଡ଼ ହେଉ ନା ଥାଉ କାହିଁକି। ତେବେ ଏହି ରେମିଦି ବହୁତ୍ ଉପକାରୀ ଅଟେ ଏହା ସହିତ ଏହାର କୌଣସି ପାର୍ଶ୍ଵ ପ୍ରଭାବ ମଧ୍ୟ ନାହିଁ । ଏହା ପରେ ମୁହ କୁ ପ୍ରଥମେ ଥଣ୍ଡା ପାଣି ରେ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ।

ଏହା ପରେ ଏହି ପେଷ୍ଟ କୁ ଭତୁଡ଼ି ରେ ଲଗାନ୍ତୁ। ଏହା କୁ ଲଗାଇ ୧୫- ୨୦ ମିନିଟ୍ ମୁହ ରେ ରଖନ୍ତୁ। ଏହା ପରେ ଥଣ୍ଡା ପାଣି ରେ ମୁହ ଧୋଇ ସଫା କରନ୍ତୁ। ତେବେ ଏହି ପେଷ୍ଟ କୁ ଆପଣ ଚାହିଁଲେ ଷ୍ଟୋର କରି ଭବିଷ୍ୟତ ର ବ୍ୟବହାର ପାଇଁ ରଖି ପାରିବେ । ଏହା ବିଲିକୁଲ ବି ନଷ୍ଟ ହେବ ନାହିଁ ଏହାକୁ ଆପଣ ଫ୍ରିଜ ରେ ରଖନ୍ତୁ। ତେବେ ଏହାକୁ ପ୍ରତି ଦିନ ରାତି ରେ ଶୋଇବା ପୁର୍ବରୁ ଲଗାଇ ମଧ୍ୟ ଆପଣ ଏହାର ଫାଇଦା ଉଠାଇ ପାରିବେ।

ଆଉ ଥରେ କହି ରଖୁଛୁ ଏହା ଏକ ପ୍ରାକୃତିକ ଉପାୟ ଏହାର କୌଣସି ପ୍ରକାର ର ପାର୍ଶ୍ଵ ପ୍ରଭାବ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।