IAS – ପ୍ରଶ୍ନ । ଭାରତର କେଉଁ ରାଜ୍ୟରେ ଅଧିକ ନାରୀ ବାସ କରନ୍ତି ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?
ଆଜି ଆମେ ଆପଣଙ୍କୁ ଏମିତି କିଛି ଭୌଗଳିକ ପ୍ରଶ୍ନ ପଚାରିବୁ l ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନ ରେ ଆଗେ ଯାଇ ତାହାର ଉପଯୋଗ କରିପାରିବେ l ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନା କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତି କୁ ସମ୍ମାନ ପ୍ରାପ୍ତ କରାଇଥାଏ l ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଜଣେଇବୁ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ l
ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?
1 :- ଭାରତ ର ଏକ ମାତ୍ର ଥଣ୍ଡା ମରୁଭୂମି ର ନାମ କଣ ?
ଉତ୍ତର. ଲଦାଖ l
2:-ଭାରତ ର ବୃହତମ ହ୍ରଦ ର ନାମ କଣ ?
ଉତ୍ତର. ଉଲାର ହ୍ରଦ l ଏହା କାଶ୍ମୀର ରେ ଅବସ୍ଥିତ l
3:-ଭାରତ ର ଦୀର୍ଘ ତମ ସେତୁ ର ନାମ କଣ ?
ଉତ୍ତର. ମହାତ୍ମା ଗାନ୍ଧୀ ସେତୁ l
4:-ଭାରତ ର ବୃହତମ ଯାଦୁ ଘର କେଉଁଠି ଅବସ୍ଥିତ ? ଏହା ଅତ୍ୟନ୍ତ ସହଜ ପ୍ରଶ୍ନ l ସମସ୍ତେ କହି ପାରିବେ, l
ଉତ୍ତର. କୋଲକାତା l
5:-ବାରଣାସୀ କେଉଁ ନଦୀ କୂଳ ରେ ଅବସ୍ଥିତ ?
ଉତ୍ତର. ଗଙ୍ଗା ନଦୀ l
6:-ଭାରତ ର କେଉଁ ରାଜ୍ୟର ରେ ଅଧିକ ମାତ୍ର ରେ ନାରୀ ବାସ ବାସl କରନ୍ତି ? ଏହି ସରଳ ପ୍ରଶ୍ନ ର ଉତ୍ତର ଯିଏ କହିବ ସିଏ ଲଡ଼ୁ ପାଇବ l
ଉତ୍ତର. କେରଳ l
7:-ଭାରତ ର ବୃହତମ ମରୁଭୂମି ର ନାମ କଣ ? ଏହି ପ୍ରଶ୍ନ ଟି ଅତି ସରଳ ଏହା ର ଉତ୍ତର ଯିଏ କହିବ ସିଏ ନିଶ୍ଚୟ ଚତୁର ହୋଇ ଥିବା l
ଉତ୍ତର. ଥର ମରୁଭୂମି l ଏହା ରାଜସ୍ଥାନ ରେ ଅବସ୍ଥିତ l
8:-ଭାରତ ର ବୃହତମ ମସଜିଦ ର ନାମ କଣ ?
ଉତ୍ତର. ଜୁମା ମସଜିଦ l ଏହି ଦିଲ୍ଲୀ ରେ ଅବସ୍ଥିତ l
9:-ଭାରତ ର ଉଚ୍ଚ ତମ ସ୍ତମ୍ଭ ର ନାମ କଣ ?
ଉତ୍ତର. କୁତବମିନାର l ଏହା ଦିଲ୍ଲୀ ରେ ଅବସ୍ଥିତ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।