ଭାରତର ସବୁଠାରୁ ସାହାସୀ ଓ ସୁନ୍ଦରୀ ଆଇ. ପି. ଏସ ମହିଳା ଯେଉଁମାନେ ନାରୀ ଜାତି ପାଇଁ ଆଦର୍ଶ ଅଟନ୍ତି

ପ୍ରାଚୀନ କାଳ ରେ ଝିଅ ମାନଙ୍କୁ କେହି ଏତେ ଭଲ ପାଉ ନଥିଲ।ଧୀରେ ଧୀରେ ସମୟ ବଦଳିବା ସହ ସମସ୍ତେ ନାରୀ ଜାତି କୁ ସମ୍ମାନ କରୁଛନ୍ତି ଓ ଭଲ ମଧ୍ୟ ପାଉଛନ୍ତି। ତେବେ ଆପଣ ମାନେ ତ ଜାଣି ଥିବେ ଯେ ଘର ର ଝିଅମାନେ ଘର ର ଲକ୍ଷ୍ମୀ ସହ ସମାନ ହୋଇ ଥାଆନ୍ତି ।ଘରେ ଝିଅ ଟିଏ ଜନ୍ମ୍ ହେଲେ କିମ୍ବା ଝିଅ ଟିଏ ବିବାହ କରି ଘରକୁ ଆସିଲେ ଘରକୁ ଲକ୍ଷ୍ମୀ ଆସିଛି ବୋଲି କୁହାଯାଏ।

ତେବେ ସମୟ ବଦଳିବା ସହିତ ଲୋକ ମାନଙ୍କ ର ମାନସିକତା ମଧ୍ୟ ବଦଳି ସାରିଛି । ଆଉ ଆଜି କାଲି ର ନାରୀ ମାନେ ମଧ୍ୟ କୌଣସି କ୍ଷେତ୍ର ରେ କମ୍ ନୁହନ୍ତି ।

ଆଗରୁ ଲୋକ ମାନଙ୍କ ଚିନ୍ତା ଧାରା ଥିଲା ଯେ ଝିଅ କୁ ପଢାଇଏଲେ ଟଙ୍କା ନଷ୍ଟ ହୋଇଥାଏ , କାରଣ ଦିନେ ନା ଦିନେ ସେ ଅନ୍ୟ ହାତ ଧରି ଆଉ କାହାକୁ ଘରକୁ ଚାଲି ଯାଇ ଥାଏ । କିନ୍ତୁ ଲୋକ ମାନଙ୍କ ମାନସିକତା ବଦଳି ଯାଇଛି । ବର୍ତ୍ତମାନ ସବୁ କ୍ଷେତ୍ର ରେ ନାରୀ ର ଶିକ୍ଷ୍ୟା କୁ ପ୍ରାଧାନ୍ୟ ଦିଆ ଯାଉଚି । ବିମାନ ଚଳାଇ ବା ପାଖରୁ ଆରମ୍ଭ କରି ଚନ୍ଦ୍ର ରେ ପାଦ ଦେବା ଜାଏ ନାରୀ ଜାତି ଆଜି କୌଣସି କ୍ଷେତ୍ର ରେ ମଧ୍ୟ ପଛରେ ନାହିଁ ।

ତେବେ ଆଜି ଆମେ ସେହି ପରି କିଛି ଉଦାହରଣ ଦେଖିବା ଯେଉଁ ମାନେ ନିଜର ର କଠିନ ପରିଶ୍ରମ ବଳ ରେ ନା କେବଳ ନିଜ ବାପା ମା ଙ୍କୁ ଏହା ସହିତ ଦେଶ ର ଲୋକ ମାନଙ୍କୁ ଓ ଦେଶ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି ଓ ପାଲଟି ଯାଇଛନ୍ତି ଏକ ଉଦାହରଣ ।ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଂକ ବିଷୟ ରେ ଯେଉଁ ମାନେ ନା ରୂପ ରେ କାହା ଠାରୁ କମ୍ ଅଟନ୍ତି ନା ଗୁଣ ରେ ।

୧. ମେରିନ ଯୋଶେଫ :-

ମେରିନା ଜୋସେଫ କେରଳ ର ଜଣେ ଝିଅ ଅଟନ୍ତି ଯିଏ କେବଳ ୨୫ ବର୍ଷ ବୟସରେ ଭାରତ ର ସବୁଠାରୁ କଠିନ ପରୀକ୍ଷା ୟୁପିଏସି ପରୀକ୍ଷା ରେ ର୍ୟାଙ୍କ ହାସିଲ କରିଥିଲେ । କେବଳ ଏତିକି ନୁହେଁ ମେରିନ୍ନା ସବୁଠାରୁ କମ ବୟସ ଆଇ. ପି. ଏସ ମହିଳା ଥିଲେ ।

ସେ କେବଳ ଗୋଟେ ଥରରେ ହିଁ ୟୂପିଏସି କ୍ଲିଆର୍ କରି ଆଇ ପି ଏସ ହୋଇ ଥିଲେ । ତେବେ ତାଙ୍କ କାର୍ଯ୍ୟ ଦ୍ଵାରା କେରଲ ର ଲୋକ ମାନେ ବହୁତ ଖୁସିଥିଲେ । ତାଙ୍କ ର ନାମ ନେଲେ ବର୍ତମାନ ମଧ୍ୟ କେରଳ ଆତଙ୍କବାଦୀ ଓ ଅପରାଧୀ ମାନେ ଡରି ଉଠନ୍ତୁ ।କିନ୍ତୁ ସାଧାରଣ ଜନତା ବହୁତ୍ ଖୁସି ହୁଅନ୍ତି ।

୨. ସଞ୍ଜୁକ୍ତା ପରାସର :-

ଆସାମ ର ପ୍ରଥମ ମହିଳା ଆଇପିଏସ୍ ଭାବେ ନିଜ ନାମ କୁ ଇତିହାସ ରେ ଲେଖି ଥିଲେ ସଂଯୁକ୍ତା ପରାଶର । ସଂଯୁକ୍ତା ନିଜ ଜନ୍ମଭୂମି ରେ ପ୍ରଥମ ଆଇପିଏସ୍ ଅଫିସର୍ ଭାବେ ନା କେବଳ ସେ ନିଜ ବାପା ମା ଙ୍କୁ ବରଂ ତାଙ୍କର ଜନ୍ମ ଭୂମି କୁ ଗର୍ବିତ କରି ଦେଇଥିଲେ । ନିଜର କଠୋର ପରିଶ୍ରମ ବଳ ରେ ସେ ଆସାମ ର ପ୍ରଥମ ଆଇପିଏସ୍ ହୋଇ ପାରି ଥିଲେ । ସଂଯୁକ୍ତା ସମସ୍ତ ନାରୀ ମାନଙ୍କ ପାଇଁ ଆଦର୍ଶ ତଥା ଗୌରବ ଅଟନ୍ତି ।

୩. ଡକ୍ଟର ରୋଷନ ଜେକପ :-

ରୋଷେନ ଜେକପ୍ ମଧ୍ୟ ଜଣେ ବହୁତ୍ ସାହସୀ ମହିଳା ଅଟନ୍ତି । ତେବେ ଆପଣଙ୍କୁ ଜଣାଇ ଦେଉଚୁ ଯେ ସେ ଏକମାତ୍ର ଏମିତି ମହିଳା ଯିଏ ବୁଲନ୍ଦ ଭଳି ଭୟବିତ ଜାଗାରେ ଡିଏମ ପୋସ୍ଟରେ କାର୍ଯ୍ୟରତ ଅଛନ୍ତି । ନିଜର କାର୍ଯ୍ୟ କାଳ ସମୟ ରେ ସେ ଏମିତି କିଛି କାମ କରି ଯାଇଛନ୍ତି ଯାହା ଅନ୍ୟ କେଉଁ ଆଇପିଏସ୍ ଅଫିସର କରି ପାରି ନାହାଁନ୍ତି । ତେବେ ତାଙ୍କର ନାମ ଶୁଣିଲେ ଅପରାଧୀ ମାନେ ଭୟ ରେ କମ୍ପି ଉଠନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।