ଭଣଜା ଆଉ ମାଉସୀ ରାତିରେ ଆଖୁ କିଆରୀ କୁ ଯାଇ କରୁଥିଲେ ଏମିତି କାମ…ଠିକ ସେତିକି ବେଳେ……

ଆପଣ ଅନେକ ସମୟରେ ଶୁଣିଥିବେ କିପରି ଭାବରେ ଯୁବକ ଯୁବତୀ ମାନେ କେଉଁ ପରିସ୍ଥିତି ରେ ପ୍ରେମ କରି ବସନ୍ତି ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ପ୍ରେମ ଏମିତି ଏକ ଜିନିଷ ତାହା କେତେବେଳେ କାହା ସହ ଘଟିଥାଏ କହିବା ସମ୍ଭବ ନୁହେଁ। ଦୁନିଆର କୌଣସି ସମ୍ପର୍କ, ବନ୍ଧନ, ପ୍ରତିବନ୍ଧକ , ବୟସ, ସୁନ୍ଦରତା ଏବଂ ଉଚ୍ଚତା ଆଦି କୁ ପ୍ରେମ ମାନି ନଥାଏ।

ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।

ଆଉ ଏହା ଏମିତି ଏକ ଜିନିଷ ଯେଉଁଠି କି କିଛି ବି ପରିସ୍ଥିତିରେ ଜଣେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇ ଥାଆନ୍ତି। ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ।

ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାଏ ମଣିଷ।ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।

ଅଧିକତର ଭାବେ ଦେଖିବାକୁ ମିଳୁଛି ଯେ ଆଜିକାଲି ର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କାରଣ ଉଚିତ୍ ସମ୍ପର୍କକୁ ସମସ୍ତେ ବୁଝି ପାରୁ ନାହାଁନ୍ତି।

ସେହିଭଳି ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହୁଛୁ ସେଥିରେ ମାଉସୀ ଏବଂ ଭଣଜା ଦୁଇଜଣ ପ୍ରେମରେ ପଡ଼ିବା ପରେ ଶେଷରେ ସେମାନଙ୍କ ସନ୍ଦେହ ଜଣଙ୍କ ଭାବରେ ମୃତ୍ୟୁ ଘଟିଛି। ଦିନେ ସନ୍ଧ୍ୟାରେ ଏମାନେ ଦୁଇଜଣ ଗାଆଁ ର ଆଖୁ ଖେତକୁ ଯାଇଥିବା ବେଳେ ସକାଳେ ସେମାନଙ୍କ ମୃତ ଶରୀର ଗାଆଁ ଖେତରୁ ଉଦ୍ଧାର କରାଯାଇଛି।

ଏହାକୁ ନେଇ ସେହି ଅଞ୍ଚଳରେ ଚହଳ ସୃଷ୍ଟି ହୋଇଥିଲା। ସମସ୍ତେ ଏହାର କାରଣ ଜାଣିବା ପାଇଁ ଚାହୁଁଥିଲେ କିନ୍ତୁ ଜଣା ପଡି ନଥିଲା।ପରେ ଉତ୍ତରପ୍ରଦେଶ ର ସମ୍ବଲ ଅଞ୍ଚଳର ଥାନା ପୋଲିସ ଘଟଣା ସ୍ଥଳରେ ଖବର ପାଇ ପହଞ୍ଚି ଥିଲେ ଏବଂ ଡି ସି ପି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଏହି ଘଟଣାରେ ମାଉସୀ ଏବଂ ଭଣଜା ଙ୍କ ପ୍ରେମ ସମ୍ପର୍କ ରେ ଏଭଳି ଶେଷ ପରିଣତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।