ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ଭାଇ ବାହାଘରରେ ଓଡ଼ିଆ ହିରୋଇନ ଭୂମିକା କଲେ ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ଲୋକ ଙ୍କ ଭିଡ଼…..

ଓଲିଉଡ଼, ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ । ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତ୍ରୀ ଙ୍କ ର ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି । ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଭୂମିକା ଦାସ। ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ। ତାଙ୍କୁ ପ୍ରକୃତି ସୁନ୍ଦରୀ ବୋଲି ମଧ୍ୟ କୁହାଯାଏ।

ଓଲିଉଡର ଚୁଲବୁଲି ନାୟିକା ଭୂମିକା ଙ୍କୁ କିଏ ବା ନଜାଣେ। ସେ ଜଣେ ଶିଶୁ କଳାକାର ଭାବେ ଓଲିଉଡ ରେ ପ୍ରଵେଶ କରି ଥିଲେ। ‘ରୁମକୁ ଝୁମାନା’ ପରି ଏକ ସୁନ୍ଦର ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ଖୁବ ପ୍ରିୟ ହୋଇ ପାରି ଥିଲେ।ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।

ତେବେ ଶିଶୁ କଳାକାର ରୁ ସିଧା ନାୟିକା ଭାବେ ତାଙ୍କୁ ଦେଖିବା ପାଇଁ ମିଳି ଥିଲା ‘ତୁ ମୋ ଲଭ ଷ୍ଟୋରି’ ଫିଲ୍ମରେ।ସେଥିରେ ମଧ୍ୟ ସେ ତାଙ୍କ ଚମତ୍କାର ଅଭିନୟ ର ଛାପ ଛାଡ଼ି ଥିଲେ।ଏହା ପରେ ସେ ଆଉ ଅଟକି ନାହାଁନ୍ତି।ଗୋଟିଏ ପରେ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଓଡ଼ିଶାବାସୀ ଙ୍କୁ ଏବଂ ଖୁବ ଅଳ୍ପ ସମୟ ମଧ୍ୟରେ ସେ ବନି ଯାଇଛନ୍ତି ସମସ୍ତଙ୍କ ଅତି ପ୍ରିୟ ନାୟିକା।

ତେବେ ସେ ବହୁତ୍ କମ୍ ବୟସ ରୁ ବହୁତ୍ ଅଧିକ ସଫଳତା ହାସଲ କରିଛନ୍ତି। ନିକଟ ରେ ଏହି ଅଭିନେତ୍ରୀ ଙ୍କ ଭାଇ ବାହାଘର ଗଲା। ନିଜ ଭାଇ ବାହାଘର ରେ ଖୁବ୍ ମାଜମସ୍ତି କରିଥିବାର ନଜର ଆସିଛନ୍ତି ଭୂମିକା ଦାସ। ସେ ନିଜ ଭାଇ ବାହାଘର ରେ ହିନ୍ଦୀ ଗୀତ ରେ ଦ୍ୟାନ୍ସ କରିଛନ୍ତି ଯାହାର ଭିଡିଓ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି। ତେବେ ଏହି ଗୀତ ରେ ଭୂମିକା ଖୁବ୍ ଚମତ୍କାର ନୃତ୍ୟ କରିଛନ୍ତି ।

ତାଙ୍କ ଫ୍ୟାନ ମାନେ ତାଙ୍କର ଏହି ଦ୍ୟାଂସ ଭିଡିଓ କୁ ଖୁବ୍ ପସନ୍ଦ କରୁଛନ୍ତି । ତେବେ ସେ ଏହି ଗୀତ ରେ ଖୁବ୍ ଝୁମି ଥିବାର ନଜର ଆସିଛନ୍ତି । ସେ ଏକ ଲେହେଙ୍ଗା ରେ ଏକ କ୍ଲାସିକାଲ ଗୀତ ରେ ଦ୍ୟାଂସ କରିଛନ୍ତି ଯାହା ତାଙ୍କ ଫ୍ୟାନ ମାନଙ୍କ ମନରେ ତାଙ୍କ ପାଇଁ ଆହୁରି ପ୍ରଶଂସା ଭରି ଦେଇଛି। ତେବେ ଆପଣ ଙ୍କୁ ତାଙ୍କ ଦ୍ୟାଂସା ଭିଡିଓ କିପରି ଲାଗିଲା କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।