ଦେଖନ୍ତୁ EXCLUSIVE :ଭିଡିଓ- ଦୁର୍ଗାମାତା ଭସାଣି ବେଳେ ଭାସିଗଲେ 8 ଜଣ ଆଉ ତା ପରେ ଯାହା ହେଲା ଦେଖନ୍ତୁ ଏହି video

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। କଥାରେ ଅଛି, ‘ଜଳ ହିଁ ଜୀବନ ‘ ଜଳ ବିନା ମଣିଷ ବଂଚିବା କଷ୍ଟ କର ହୋଇ ପଡିଥାଏ ଓ ସେହି ଜଳ ପାଇଁ ମଧ୍ୟ ବେଳେ ବେଳେ ମଣିଷକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡିଥାଏ।

ସବୁବେଳେ ସାବଧାନର ସହ କାର୍ଯ୍ୟ କରିବା ଉଚିତ ଅଟେ। ନିଜର ଅସାବଧାନତା ଗୁଣ ଯୋଗୁ ଏଭଳି କିଛି ଘଟଣା ଘଟି ଥାଏ। ଯାହାକି ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ରେ ଆମେ ଦେଖିବାକୁ ପାଇ ଥାଉ। ଯାହାକି ଶୁଣିବା ମାତ୍ରେ ବହୁତ ଦୁଃଖ ଲାଗି ଥାଏ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳୁଛି ଯାହା କୁ ଦେଖିଲେ ଆପଣ ଙ୍କ ଆଖିରେ ପାଣି ଆସିଯିବ | ତେବେ ଆପଣ ମାନେ ଜାଣିଥିବେ କି ଦୁର୍ଗା ପୂଜା ଗଲା ପରେ ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ରେ ଭସାଣି ମଧ୍ୟ ହୋଇଥାଏ |

ଆଉ ଏହି ଭସାଣି ରେ ଅନେକ ଭିଡ଼ ହେବା ସହିତ କେତେକ ସ୍ଥାନ ରେ ଏହି ଭସାଣି ରେ ବହୁତ ଗଣ୍ଡଗୋଳ ମଧ୍ୟ ହୋଇଥାଏ |ଆଉ ଏହି ମାରପିଟ ଯୋଗୁଁ ଅନେକ ଙ୍କର ପ୍ରାଣ ମଧ୍ୟ ଯାଉ ଥିବାର ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଭସାଣୀ ସମୟ ରେ 8 ଜଣ ଙ୍କ ର ମୃତ୍ୟୁ ହୋଇ ଥିବା ବେଳେ 30ରୁ ଉର୍ଦ୍ଧ୍ବ ଭାସି ଯାଇଥିବା ସୂଚନା ରହିଛି।

ଘଟଣା ଅନୁସାରେ, କୋଲକାତା ରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ବହୁତ ବଡ ଅଘଟଣ ଘଟିଛି। ଜଲପାଇଗୁଡିର ମାଲ୍ ନଦୀ ରେ ମୂର୍ତ୍ତି ବିସର୍ଜନ ବେଳେ 8 ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ 30ରୁ ଉର୍ଦ୍ଧ୍ବ ଭାସି ଯାଇଛନ୍ତି। ତେବେ ହଠାତ୍ ବନ୍ଯା ଜଳ ମାଡି ଆସିବାରୁ ଅଘଟଣ ଘଟିଛି, 11 ଜଣକୁ ମେଡିକାଲ ରେ ଭର୍ତ୍ତି କରା

ଯାଇଛି। ତେବେ ମାଲ୍ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଶହ ଶହ ଲୋକ ଏକାଠି ହୋଇ ଥିଲେ ଏବଂ ହଠାତ୍ ବନ୍ଯା ଜଳ ମାଡି ଆସିବାରୁ ଲୋକ ମାନେ ଭାସି ଯାଇ ଥିଲେ ଏବଂ ଏପର୍ୟ୍ଯନ୍ତ 8 ଜଣ ଙ୍କ ର ମୃତ ଦେହ ଉଦ୍ଧାର କରା ଯାଇଛି । ମୋଟ 50 ଜଣଙ୍କୁ ଉଦ୍ଧାର କରା ଯାଇଛି। ଏନଡିଆରଏଫ୍, ଏସଡିଆରଏଫ୍, ପୋଲିସ,ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ଯ ଜାରି ରହିଛି । ତେବେ ଏପରି ଏକ ହୃଦୟ ଥରା ଘଟଣା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।