ଭଗବାନ ବିଷ୍ଣୁ କେଉଁଠି ବାସ କରନ୍ତି ? ଏଭଳି ପ୍ରଶ୍ନର ଉତ୍ତର ଦେବାରେ 75 % ଲୋକ ହେଲେ ଫେଲ୍ , ଆପଣ କହିପାରିବେ ଯଦି କମେଣ୍ଟ କରନ୍ତୁ ?
ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ ।
ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି , ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା ।
ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ। ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।
1–ଲିପଟିକ୍ସକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର–ସୁର୍ଖି
2–ଦୁନିଆର ସବୁଠୁ ଅଧିକ ଘୁଷୁରି ପାଳନ କରୁଥିବା ଦେଶ କିଏ ?
ଉତ୍ତର–ଚୀନ
3–କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଦାଢି ଉଟିଥାଏ ?
ଉତ୍ତର–ଇଥିଓପିଆ
4–ବିଶ୍ୱର କେଉଁ ଦେଶରେ ଦୁଇ ମୁଣ଼୍ଡିଆ କଇଁଚ ଅଧିକ ଦେଖାଯାଆନ୍ତି ?
ଉତ୍ତର–ଆମେରିକା
5–ଭଗବାନ ବିଷ୍ନୁ କେଉଁଠାରେ ବାସ କରନ୍ତି ?
ଉତ୍ତର–ବୈକୁଣ୍ଟରେ
6–ଅଶୋକ ଚକ୍ରରେ କେତୋଟି ଅର ରହିଛି ?
ଉତ୍ତର–24 ଟି
7–ଗୋଟିଏ ଟେଷ୍ଟ କ୍ରିକେଟରେ ଏପ ପାଳିରେ 10 ଟି ୱିକେଟ ନେଇଥିବା ବାରତୀୟ ବୋଲର ଜଣକ କିଏ ?
ଉତ୍ତର–ଅନିଲ କୁମ୍ବଲେ
8–ମାଉଣ୍ଟ ଏଭେରେଷ୍ଟ ଶିଖରରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉତ୍ତର–ବଚେନ୍ଦ୍ରିପାଲ
9–କେଉଁଠାରେ ବିସ୍ୱର ସବୁଠୁ ବଡ କୋଠାଘର ରହିଛି ?
ଉତ୍ତର–ବୁର୍ଜ ଖଲିପା
10–ଭାରତର କେଉଁ ଜାଗାରେ ଭାଷମାନ ପୋଷ୍ଟ ଅଫିସ ରହିଛି ?
ଉତ୍ତର–ଶ୍ରୀ ନଗର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।