ବେଶ୍ୟା ଠାରୁ ଶିଖନ୍ତୁ ( କୋଟିପତି ) କିପରି ହେବେ ଶିକ୍ଷା କରନ୍ତୁ, ଯାହାଦ୍ୱାରା ଆପଣ ହୋଇଯିବେ ଧନୀ, ଆପଣଙ୍କର ଧନର ଅଭାବ ରହିବ ନାହିଁ – Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବୁ ବ୍ୟକ୍ତି ଜନ୍ମ ରୁ ଧନୀ ନଥାନ୍ତି l ଯଦି ଜଣେ ବ୍ୟକ୍ତି ନିଜର କର୍ତବ୍ୟ ନିୟମ ନିଷ୍ଠା ପାଳନ କରୁନଥାଏ ତାହାଲେ ସେ ଧନୀ ହୋଇଥିଲେ ମଧ୍ୟ ଧନ ସଂଚୟ କରି ପାରନ୍ତି ନାହିଁ l ତେଣୁ ମନୁଷ୍ୟ କୁ କେତେ ଗୁଡିଏ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି ଆମର ଶାସ୍ତ୍ର ରେ l ଯାହାକୁ ସମସ୍ତ ବ୍ୟକ୍ତି ମାନେ ପାଳନ କରିବା ଉଚିତ ଏବଂ ଏହାକୁ ମଧ୍ୟ ସମସ୍ତେ ଅନୁସରଣ କରୁଛନ୍ତି l

ଏହା ସହିତ ଅନେକ ମହାପୁରୁଷ, ଗୁରୁ ମାନେ ନିଜର ଜ୍ଞାନ ତଥା ଅଭିଜ୍ଞତା ଆଧାରରେ ମଣିଷ ମାନଙ୍କୁ ଅନେକ ନିୟମ ତଥା ଗୁରୁ ର ଶରଣ ନେବା ପାଇଁ କହିଛନ୍ତି l

ଆପଣ ମାନେ ଜାଣିଥିବେ ଯେ ଭଗବାନ ଶୁକ୍ରlଚlର୍ଯ୍ୟ ଯିଏ କି ହେଉଛନ୍ତି ଅସୁର ମାନଙ୍କର ଗୁରୁ l ସେ ମାନବ ଜଗତର ମଙ୍ଗଳ ପାଇଁ ଅନେକ ଗୁଡିଏ ପରାମର୍ଶ ଦେଇଛନ୍ତି ଯାହାକୁ ସମସ୍ତ ମାନବ ପାଳନ କରିବା ଉଚିତ l ତାଙ୍କର ଅନେକ ବାଣୀ ମଧ୍ୟରୁ ମାନବ କୁ ଧନୀ କରିବାର ଏକ ଉପାୟ ହେଉଛି ବେଶ୍ୟା କୁ ଗୁରୁ ବନେଇ ତାଙ୍କ ଠାରୁ କିଛି ଗୁଣକୁ ନିଜର ଶରୀରରେ ସମାହିତ କରିବା ଉଚିତ l ଯାହାକୁ ଅନୁସରଣ କଲେ ଆପଣଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ l ଏହାକୁ ଜାଣିବା ଆଗରୁ ଆମେ ଆପଣଙ୍କୁ କିଛି କହିବୁ ଯାହାକୁ ଆପଣ କେବେବି କରିବା ଅନୁଚିତ l

1-ସ୍ତ୍ରୀ ଅର୍ଥାତ ନିଜର ସ୍ୱାମୀକୁ କେବେବି ଏକୁଟିଆ ରହିବା କୁ ଦିୟନ୍ତୁ ନାହିଁ l କାରଣ ସ୍ତ୍ରୀ ହେଉଛି ଘରର ଲକ୍ଷ୍ମୀ ହେବା ସହିତ ଘରର ମାନ ସମ୍ମାନ ହୋଇଥlଏ l ସାଧାରଣତଃ ସ୍ତ୍ରୀ ମାନଙ୍କୁ କେବେବି ରହିବା କୁ ଦିୟନ୍ତୁ ନାହିଁ ଯଦି ରହିବାକୁ ଦେଉ ଥାନ୍ତି ତେବେ ସତର୍କ ହୋଇ ଯାଆନ୍ତୁ l କାରଣ ମହିଳା ମାନେ କିଛି ଏମିତି କାମ କରନ୍ତି ଯାହାଦ୍ୱାରା ନିଜର ମାନ ସମ୍ମାନ ସବୁକିଛି ଚାଲିଯାଏ ଆମର ସମାଜରେ l

2-ଟଙ୍କା କେବେବି ଅନ୍ୟ ପାର୍ଶ୍ଵ ରେ ରଖନ୍ତୁ ନାହିଁ କାରଣ ଏଥିରେ ଏମିତି ନକାରାତ୍ମକ ଉର୍ଜା ଥାଏ ଯାହାଦ୍ୱାରା ପଛରେ ଅନେକ ସମସ୍ୟା ସୃଷ୍ଟି ହୋଇଯାଏ l ଯଦି କେବେ ନିଜର ବନ୍ଧୁ ବାନ୍ଧବ ରର ଧନ ଧାର ରେ ଦେଉଥାନ୍ତି କାରଣ ସେଠାରେ ସମ୍ପର୍କ ଭାଙ୍ଗି ଯାଏ l ଯାହାକୁ ବି ଟଙ୍କା ଦେଉଛନ୍ତି ତେବେ ସେ ପରେ ଟଙ୍କା ଦେଇ ପାରିବ ନା ନାହିଁ ଏହାକୁ ଧ୍ୟାନ ଦେବା ଉଚିତ l

3-ବହି କାହାକୁ ଭୁଲରେ ବି ନିଜର ବହି ଦିୟନ୍ତୁ ନାହିଁ କାରଣ ଆପଣ ନିଜେ ଯେମିତି ନିଜର ବହିର ଯତ୍ନ ନେଉଛନ୍ତି ଅନ୍ୟ କେବେବି ନେବେ ନାହିଁ l ଆପଣକୁ ଯେବେ ବି ବହି ମିଳିବ ତାହା ଛିଣ୍ଡି ଯାଇ ଥିବ l

ବେଶ୍ୟାକୁ ଏଥି ପାଇଁ ନିଜର ଗୁରୁ ବନାନ୍ତୁ ଯେ ବେଶ୍ୟା କେବେ ଣି ଅନ୍ୟର ଅଧୀନରେ ରହେ ନାହିଁ ବରଂ ଅନ୍ୟକୁ ନିଜର ଗୁଲାମ ବନାଏ l  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।