ବେଶୀ ଧାତୁ ନଷ୍ଟ କରୁଛନ୍ତି କି ? ତେବେ ଏହି ୮ଟି ବଡ ଭୟଙ୍କର ରୋଗରେ ପୀଡିତ ହୋଇପାରନ୍ତି, ନିଶ୍ଚୟ ଦେଖନ୍ତୁ

ଆଜି କାଲି ର କେତେକ ଯୁବକ କେତେ ବହି ପଡି , ଖରାପ୍ ଫିଲ୍ମ୍ ଦେଖି ଓ ନକାରାତ୍ମକ ଭିଡିଓ ଦେଖି ସ୍ବପ୍ନ ଅବସ୍ଥା ବା ଜାଗ୍ରତ ଅବସ୍ଥା ରେ ସପ୍ତାହ ରେ କେତେ ଥର ବୀର୍ଯ୍ୟ ନଷ୍ଟ କରି ଦେଇ ଥାଆନ୍ତି । ତେବେ ଏକ ପୁସ୍ତକ ରେ ଏହାର ପ୍ରଭାବ ଓ ଏହାର ସମାଧାନ ବିଷୟ ରେ ଲେଖା ଥିଲା ଯାହା କୁ ଅନ୍ୟ ମାନଙ୍କୁ ମଧ୍ୟ ଜଣାଇବା ଲେଖା ଥିଲା ।ତେବେ ଆସନ୍ତୁ ଜାଣିବା।

ତେବେ ଶରୀର ଓ ମନ କୁ ଖରାପ୍ ଅଭ୍ୟାସ ରେ ପକାଇବା ଦ୍ଵାରା ବାରମ୍ବାର ବିର୍ଯ୍ୟଶୟ ଖାଲି ହୋଇ ଥାଏ । ସେହି ଖାଲି ଶକ୍ତି କୁ ଭରିବା ପାଇଁ ଶରୀର ର ଅଧିକ ଶକ୍ତି କ୍ଷୟ ହେବାର ଲାଗେ ।

ଯାହା ଦ୍ଵାରା ଶରୀର କୁ କାନ୍ତିବାନ ବନାଉ ଥିବା ଅର୍ଯ୍ୟ ଶକ୍ତି ହିନ କରାଇ ଥାଏ । ଯାହା ଦ୍ଵାରା ବ୍ୟକ୍ତି ଶକ୍ତି ହିନ , ଆର୍ଯ୍ୟ ଶକ୍ତି ହିନ ହୋଇ ଥାଏ । ଏଥିରୁ ବ୍ୟକ୍ତି ର ଧାତୁ ଶକ୍ତି ପତଳା ହେବା କୁ ଲାଗି ଥାଏ । ଆଗରୁ ସାବଧାନ ନହେଲେ ଏମିତି ଅବସ୍ଥା ହୋଇ ଥାଏ ଯେ ଅଣ୍ଡକୋଷ ଧାତୁ ଶକ୍ତି ବାନାଇବା ରେ ଅସର୍ମର୍ଥ ହୋଇ ଥାଏ । ଆଉ ଯଦି ଧାତୁ ଶକ୍ତି ସୃଷ୍ଟି ହୁଏ ଏହା ପାଣି ସଦୃଶ୍ୟ ହୋଇ ଥାଏ ଓ ଏହାର ସନ୍ତାନ ଉତ୍ପତ୍ତି କରିବାରେ ସକ୍ଷମ ନଥାଏ ।

ସେ ବଞ୍ଚି ଥାଉ ଥାଉ ମୃତ୍ୟୁକ ପ୍ରାୟ ହୋଇ ଥାଏ । ତାର ଶରୀର ରେ କୌଣସି ଶକ୍ତି ନଥାଏ । ଏହା ପାଇଁ କୌଣସି ଔଷଧ କାମ କରେ ନାହିଁ ସେହି ବ୍ୟକ୍ତି ବଞ୍ଚି ଥାଉ ଥାଉ ନର୍କ ର ଯନ୍ତ୍ରଣା ଭୋଗ କରି ଥାଏ। ସେ ଶାରିରୀକ କ୍ଷେତ୍ର ରେ କିମ୍ବା ମାନସିକ କ୍ଷେତ୍ର ରେ ହେଉ । ସେଥି ପାଇଁ ସାସ୍ତ୍ରକାର ମାନେ ଲେଖିଛନ୍ତି “ଆୟୋସେଜବଲମ୍ ବୀର୍ଯ୍ୟ ପ୍ରଜ୍ଞା ସିଶ୍ଚ ମହାଦୟଶ ପୁଣ୍ୟମ ପ୍ରିତିମତ୍ୟେଂଚ ହନ୍ୟତେବ୍ରହ୍ମଚର୍ଯ୍ୟା ” । ତେବେ ବୀର୍ଯ୍ୟ ଶକ୍ତି ନଷ୍ଟ କରିବା ଦ୍ୱାରା ୮ ଟି ମହାନ୍ ଜିନିଷ ହରାଇବା ପାଇଁ ପଡ଼ିଥାଏ ।

୧- ଆୟୁ , ଆଗ ଅପେକ୍ଷା ଆୟୁ ଏବେ ଲୋକ ମାନଙ୍କ ର କ୍ଷୀଣ ହେବାକୁ ଲାଗୁଚି ।

୨- ତେଜ – ଶରୀର ର ତେଜ ଗ୍ଲେଶ ନଷ୍ଟ ହୋଇ ଯାଇ ଥାଏ ।

୩- ବଳ , ବୀର୍ଯ୍ୟ ଶକ୍ତି ନଷ୍ଟ କରିବା ଦ୍ୱାରା ଶରୀର ର ଆତ୍ମ ବଳ , ଶରୀର ବଳ ନଷ୍ଟ ହୋଇ ଯାଇ ଥାଏ ।

୪- ବୁଦ୍ଧି , ଯିଏ ଖରାପ୍ କାର୍ଯ୍ୟ , ଖରାପ୍ ଚିନ୍ତା ଧାରା ରେ ରହି ଥାଏ ତାର ବୁଦ୍ଧି ନଷ୍ଟ ହୋଇ ଯାଇ ଥାଏ। ସେ ସଠିକ୍ ନିର୍ଣ୍ଣୟ ନେଇ ପାରେ ନାହିଁ ।

୫- ଲକ୍ଷ୍ମୀ , ଶରୀର ଓ ଘର ସଫା ସୁତୁରା ରହିବା ସହିତ ଯଦି ମନ ସଫା ସୁତୁରା ରହିଥାଏ ତେବେ ସେହି ଘରେ ଲକ୍ଷ୍ମୀ ବାସ କରି ଥାଆନ୍ତି ।

୬- କୀର୍ତ୍ତି , ଖରାପ୍ କାର୍ଯ୍ୟ ରେ ଲିପ୍ତ ରହୁଥିବା ଲୋକ , ଖରାପ୍ ଚିନ୍ତା ଧାରା ରଖୁଥିବା ଲୋକ କେବେ ଏହି ସମାଜ ରେ ନିଜର କୀର୍ତ୍ତି ସ୍ଥାପନ କରି ପାରନ୍ତି ନାହିଁ।

୭- ଯଶ , ଖରାପ୍ ସାଙ୍ଗ , ଖରାପ୍ କାର୍ଯ୍ୟ ରେ ଲିପ୍ତ ଥିବା ଲୋକ ର ଯଶ କୁଆଡ଼େ ଚାଲି ଯାଇ ଥାଏ ।

୮- ପୁଣ୍ୟ – ଜୀବନ ରେ ଯେତେ ପୁଣ୍ୟ ଥାଏ ସେହି ପୁଣ୍ୟ ନଷ୍ଟ ହେବା ପାଇଁ ଲାଗି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।