( ବେଲ ଗଛ ) – ଗୃହରେ କେଉଁଠି ଲଗାଇଲେ ଧନର ବର୍ଷା ହୋଇଥାଏ ଜାଣନ୍ତୁ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ ବେଲ ଗଛ କୁ ଶିବ ଓ ଶକ୍ତି ର ପ୍ରତି ରୂପ ବୋଲି ଆମେ ଜାଣିଛୁ । ଶାସ୍ତ୍ର ରେ ଅଛି ଯେ ବେଲ ଗଛ କୁ ମାତା ଲକ୍ଷ୍ମୀ କୁ ସୃଷ୍ଟି କରି ଛନ୍ତି କୁହାଯାଏ । ବେଲ ଗଛ ର ତ୍ରିଶାଖା ପତ୍ର ଅନୁସାରେ ସେଥିରେ ତ୍ରିଦେବ ରହି ଥାନ୍ତି । ବ୍ରହ୍ମ ବିଷ୍ଣୁ ମହେଶ୍ୱର ଦେବତା ନିବାସ କରି ଥାନ୍ତି ବେଲ ଗଛ ରେ । ବେଲ ଗଛ ରେ ପ୍ରତି ଦିନ ସ୍ନାନ ସାରି ପାଣି ଦେଲେ ମାତା ଲକ୍ଷ୍ମୀ ବିଷ୍ଣୁ ମହାଦେବ ଆଦି ଙ୍କର ଅଶେଷ ଆଶୀର୍ବାଦ ମିଳିଥାଏ ।

ବେଲ ଗଛ ମୂଳରେ ପାଣି ଢ଼ାଳିଲେ ସମସ୍ତ ପ୍ରକାର ଅଶୁଭ ଶକ୍ତି ନାଶ ହୋଇ ଥାଏ । ସମସ୍ତ ଦଶା ଆଦି ଦୂର ହୋଇ ଥାଏ ।

ବେଲ ଗଛ କୁ ପ୍ରତି ଦିନ ପୂଜା କଲେ ସମସ୍ତ ଦେବତା ଓ ଦେବୀ ମାନଙ୍କର ପ୍ରିୟ ବାସୀ ହୋଇ ଥାନ୍ତି । ମହାଦେବ ଶିବ ଙ୍କୁ ବେଲ ପତ୍ର ରେ ଚନ୍ଦନ ଲଗାଇ ଅର୍ପଣ କଲେ ଦେବତା ମାନଙ୍କ ପାଖରୁ ଦିବ୍ୟ ଶକ୍ତି ମିଳି ଥାଏ । ସୋମବାର ଓ ଚତୁର୍ଦଶୀ ଦିନ ବେଲ ଗଛ ମୂଳରେ ଦୀପ ଧୂପ ଆଦି ଜଳାଇ ପୂଜା ଅର୍ଚନା କଲେ ପ୍ରଭୁ ଶିବ ଙ୍କର ଆଶିଷ ମିଳିଥାଏ । ଆୟୁଷ୍ମାନ ହୋଇ ଥାନ୍ତି ।

ଭଗବାନ ଙ୍କର ଦୟାରୁ ସମସ୍ତ ଅସୁବିଧା ର ସୁବିଧା ପଥ ମିଳିଥାଏ । ସମସ୍ତ ସମସ୍ୟା ରୁ ସମାଧାନ ମିଳି ଥାଏ । ବେଲ ଗଛ ମୂଳ ରେ ଦେବୀ ଆରାଧନା କଲେ ସମସ୍ତ ସାଧନା ପୂର୍ଣ୍ଣ ହୋଇ ଥାଏ । ମନସ୍କାମନା ଆଦି ଦେବତା ପୂର୍ଣ୍ଣ କରି ଥାନ୍ତି । ଆମ ଘର ଚାରି ପାଖରେ ଅନେକ ପ୍ରକାର ଗଛ ଆଦି ରହି ଥାଏ ।

ଏହି ଗଛ ମାନଙ୍କର ଛାଇ ଆମ ଗୃହ ର ଉପରେ ପଡି ଥାଏ । ଆମ ଗୃହ ର ଉପରେ ଗଛ ର ଛାଇ ପଡିଲେ ସମସ୍ତ ପ୍ରକାର ଆନନ୍ଦ ଅନୁଭବ ହୋଇ ଥାଏ । ଶୀତଳ ପବନ ଆଦି ବହି ପରିବେଶ ର ସନ୍ତୁଳନ ରକ୍ଷା କରି ଥାଏ ।

କିନ୍ତୁ ଯଦି ଆମର ଘର ଚାରି ପାଖରେ ବେଲ ଗଛ ରହି ଥାଏ ବା ଯଦି ଲଗାଇ ଥାନ୍ତି ତେବେ ତେବେ ବେଲ ଗଛ ର ଛାଇ ଗୃହ ଉପରେ ପଡିଲେ ଗୃହ ର ବାସ୍ତୁ ଦୋଷ ନଷ୍ଟ ହୋଇ ଯିବା ସହିତ ଗୃହ ରେ କୌଣସି ପ୍ରକାର ଅଶୁଭ ଶକ୍ତି ର ନଜର ପଡି ନ ଥାଏ ।

ତେଣୁ ବେଲଗଛକୁ ସବୁ ଦିଗରେ ଲଗାଇଲେ ଭଲ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।