ବଢ଼ିଲା ଝିଅକୁ ଉଠେଇନେଲେ ଦୁର୍ବୃତ୍ତ, ପୋଲିସ୍ କହୁଛି ୨୪ ଘଣ୍ଟା ଅପେକ୍ଷା କର

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିଲେ ଅର୍ଚନା ନାଗ ଙ୍କ ବିଷୟରେ ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ | ଧନି ଓ ପ୍ରଭାବ ଶାଳୀ ଲୋକ ମାନଙ୍କୁ ନିଜ ପାଖକୁ ଆକୃଷ୍ଟ କରିବା ପାଇଁ ପୁରା ପୁରି ଭାବରେ ଲାଗି ପଡିଥିଲେ ଅର୍ଚନା | ତେବେ ଖାଲି ସେ ଏକ ନୁହଁ ତା ତାଙ୍କ ସହିତ ସେ ତାଙ୍କର ସାଙ୍ଗ ଓ ସହକର୍ମୀ ମାନଙ୍କୁ ମଧ୍ୟ ତାଙ୍କର ଏହି କାମ ରେ ନିୟୋଜିତ କରୁଥିଲେ ବୋଲି କୁହାଯାଇଛି | ଆଉ ବର୍ତ୍ତମାନ ଥାନା ରେ ଇଡି ଜେରା କରିବା ପରେ ସମସ୍ତ ଘଟଣା ବାର୍ତ୍ତମାନ ଜଣା ପଡିଥିବା କଥା କୁହାଯାଉଛି |

ଆଉ ଯେଉଁଠି ଜଣା ପଡିଛି କି ଅର୍ଚନା ଙ୍କର ସହକର୍ମୀ ଝୁନାଙ୍କର କୁଆଡେ ହିରୋଇନ ହେବା ପାଇଁ ବହୁତ ଇଛାଥିଲା, ଆଉ ଯେଉଁଠି ପାଇଁ ସେ ଏମିତି କିଛି କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ହନିଟ୍ରାପ ରେ ଫୋସାଇ କୋଟି କୋଟି ଟଙ୍କା ର ମାଲିକାଣି ହେଉଥିଲେ ସୁନ୍ଦରୀ ଅର୍ଚନା | ଆଉ ଯାହା କୁହାଯାଉଛି କି ଅର୍ଚନା ଯାହା କରି ପାରୁନଥିଲେ ସେହି ସ୍ଥାନରେ ଝୁନାକୁ ସେ ପଠାଉଥିଲେ | ବିଶେଷ କରିକି ବ୍ଲାକ ମେଲିଂ ଭଳି କାମରେ ଅର୍ଚନା ନିୟୋଜିତ କରିଥିଲେ ଝୁନା ଙ୍କୁ | ଆଉ ଯାହା ଜଣା ପଡିଛି କି ଝୁନା ଙ୍କର ହିରୋଇନ ହେବାକୁ ଇଚ୍ଛା ଥିବାରୁ ସେ ସମସ୍ତଙ୍କର କଥା ରେ ରାଜି ହେଇ ଯାଉଥିଲେ ବୋଲି କହିଛନ୍ତି ଅର୍ଚନା |

ଆଉ ଯେଉଁଠି ଜଣା ପଡିଛି କି ଅର୍ଚନା କହିଥିଲେ କୁଆଡେ ଝୁନା ହିରୋଇନ କରିଦେବେ ମାତ୍ର 3 କୋଟି ଟଙ୍କା ପାଇବା ପରେ ଆଉ ନିଜର ଓକିଲ ର ମିଛ ପରିଚୟ ମଧ୍ୟ ଦେଉଥିଲେ | ଆଉ ଯେଉଁଥିପାଇଁ ଅକ୍ଷୟ ପରିଜା ପାଖକୁ ସେ ଯାଇଥିଲେ ଟଙ୍କା ପାଇଁ | ଆଉ ଯେତେବେଳେ ଅକ୍ଷୟ ପରିଜା ଝୁନାଙ୍କ ନାଁ ରେ ସେପ୍ଟେମ୍ବର 29 ରେ ଅଭିଯୋଗ କରିଲେ ସେତେବେଳେ ଝୁନା ନଭେମ୍ବର 2 ରେ ଅର୍ଚନା, ତାଙ୍କର ସ୍ୱାମୀ ଜଗବନ୍ଧୁ ଓ ଖଗା ନାଁ ରେ ଅଭଯୋଗ କରିଥିଲେ |

ଆଉ ପୋଲିସ ଘଟଣାର ତଦନ୍ତ କରିବା ପରେ ନଭେମ୍ବର 6 ରେ ଅର୍ଚନା ଙ୍କୁ ଓ ତାହାର 15 ଦିନ ପରେ ଜଗବନ୍ଧୁ ଙ୍କୁ ଗିରଫ କରିଥିଲା | ଆଉ ଏବେ ଖଗା କୁ ଗିରଫ କରିବା ପରେ ଇଡି ବର୍ତ୍ତମାନ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଉଛି |ତାହା ସହିତ ଝୁନା ଙ୍କର ହିରୋଇନ ହେବା ପାଇଁ କଣ ସବୁ କରିଥିଲେ ଓ ଅର୍ଚନା ଙ୍କ ସହିତ କଣ ସବୁ ସମ୍ପର୍କ ସମସ୍ତ ଘଟଣା ର ପରଦା ଫାସ ହେଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |