ବୟସ ମାତ୍ର 18 ବର୍ଷ କିନ୍ତୁ ଏହି ମାରାତ୍ମକ ରୋଗ କାରଣରୁ ସେ ଦେଖାଯାଉଛନ୍ତି 80 ବର୍ଷୀୟ ମହିଳା ପରି ! ରୋଗର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….
ଆଧୁନିକ ସମାଜରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି। ରୋଗ ଗୁଡିକ ଏତେ ମାରାତ୍ମକ ହେଉଛି ଯେ ତାହାର ଚିକିତ୍ସା କରିବା କଷ୍ଟକର ବ୍ୟାପାର ହୋଇପଡୁଛି। ତେବେ ରୋଗ ଗୁଡିକ ଅନେକ କାରଣରୁ ହୋଇଥାଏ। ଆଧୁନିକ ସମାଜରେ ରୋଗ ଗୁଡିକ ଏତେ ମାରାତ୍ମକ ଯେ ଲୋକଙ୍କୁ ଅନେକ ପ୍ରକାର କ୍ଷତି ସହିବାକୁ ପଡିଥାଏ। ତେବେ ଆଜିର ଏହି ସୋସିଆଲ ମିଡ଼ିଆ ସମଜରେ ଏହିପରି କିଛି ଘଟଣା ଘଟେ ଯାହା କି ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ମଣିଷ ଜୀବନରେ କାହାର କେଉଁ ପରିସ୍ଥିତିରେ କଣ ଘଟିବ ତାହା କେହି କହି ପାରିବେ ନାହିଁ।
ଆଜିର ସୋସିଆଲ ମିଡିଆ ଯୁଗରେ ଏହିପରି ଅନେକ ପ୍ରକାର ଘଟଣା ଘଟୁଛି ଯାହାକି ମୁହୁର୍ତ୍ତକ ମଧ୍ୟରେ ଖବରଟି ଭାଇରଲ ହୋଇଯାଏ ଏବଂ ଆପଣଙ୍କ ନିକଟରେ ପହଂଛି ଥାଏ। ତେବେ ଏହିପରି କିଛି ଘଟଣା ବିଷୟରେ କହିବୁ ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଏବଂ ଦୁଃଖ ଲାଗିବ ନିଶ୍ଚିତ।
ତେବେ ଏହିପରି ଏକ ଘଟଣା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ଯେ ଗୋଟିଏ ୧୮ ବର୍ଷର ଝିଅ ୮୦ ବର୍ଷର ଝିଅର ବୟସ ହୋଇଯାଇଛି। ଏହି ଦୁଃଖଭରା କାହାଣୀ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି। ତେବେ ଝିଅଟି ୟମନ୍ ରେ ରହେ ଏବଂ ନାଁ ତାଙ୍କର ସେଦା ଅହମଦ ବଦହଲି। ବୟସ ମାତ୍ର ୧୮ ବର୍ଷ କିନ୍ତୁ ସେ ୮୦ ବର୍ଷର ବୃଦ୍ଧା ଭଳିଆ ଦେଖାଯାଉଛନ୍ତି।
ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ଏତେ କମ ବୃଦ୍ଧା ହେବା କଥାଟା କିନ୍ତୁ ପ୍ରକୃତ କଥା ହେଉଛି, ୨ ବର୍ଷ ପୂର୍ବେ ସେଦା ୟମନ ଦେଶ ରେ ଗୃହ ଯୁଦ୍ଧର ଶିକାର ହୋଇଥିଲା। ତେବେ ସେହି ଯୁଦ୍ଧ ସାଧାରଣ ଲୋକଙ୍କ ଜୀବନକୁ ବହୁ ପ୍ରଭାବ ପକେଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ସମସ୍ୟା ଦୂର ହେଉନାହିଁ ଯାହା ଫଳରେ ସେଠାରେ ଥିବା ସୌଦା ଭଳି ସାଧାରଣ ଜନତାଙ୍କୁ ଫଳ ଭୋଗିବାକୁ ପଢୁଛି।
ଏହି ଯୁଦ୍ଧର ପ୍ରଭାବ ସେଦା ଉପରେ ଏତେ ମାତ୍ରରେ ପଡିଥିଲା ଯେ, ଅଳ୍ପ ବୟସରେ ବୃଦ୍ଧ ଭଳିଆ ଦେଖା ଯାଉଥିଲା। ଏହି ଯୁଦ୍ଧରେ ଖାଦ୍ୟରେ ବହୁ ମାତ୍ରାରେ ଅଭାବ ଦେଖାଦେଇଥିଲା। ଯାହା ଫଳରେ ସେଦା ଖାଇବାକୁ ପାଇନଥିଲା ତେଣୁ ଏହି ପରି ରୋଗରେ ଆକ୍ରାନ୍ତ ହୋଇଯାଇଥିଲେ। ତାଙ୍କର ପରିବାର ବହୁତ ଗରିବ ଥିଲା ସେଥିପାଇଁ ସେଦା ଖାଇବାକୁ ପାଉନଥିଲା।
ଚମଡା ଗୁଡିକ ଶୁଖିଯାଇଥିଲା କେବଳ ହାଡ ଗୁଡିକ ଦେଖାଯାଉଥିଲା। ତେବେ ଡାକ୍ତରଙ୍କ କହିବା ଆନୁସାରେ ସେଦା ପାଦେ ଚାଲିବା ପାଇଁ ସକ୍ଷମ ନୁହନ୍ତି। ଏହି ଘଟଣାଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି ଏବଂ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଆମ ସମସ୍ତଙ୍କର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ସେଦା ଭଲ ହୋଇଯାଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।