Bastu Tips – ମହିଳା ମାନେ ଭୁଲରେ ଏହି ଦିନ ଲଗାନ୍ତୁ ନାହିଁ ତେଲ ନଚେତ ସ୍ୱାମୀଙ୍କ ଆୟୁଷ ହାନି ହୋଇପାରେ

ଆମ ଓଡିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବୋହୂ ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଅଶାନ୍ତି ସେହି ଘରର ବୋହୂ ଉପରେ ନିର୍ଭର କରିଥାଏ ।ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବୋହୂ ହିଁ କେବେ କେବେ ଘରର ସର୍ବନାଶର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅକୁ ଲକ୍ଷ୍ମୀ ବୋଲି ମାନାଯାଏ । ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷ୍ମୀ ବୋଲି ସମ୍ବୋଧନ କରାଯାଏ ।ବୋହୂକୁ ଘରର ଗହଣା ବୋଲି କୁହାଯାଏ ।ଘରକୁ ମନ୍ଦିର କରି ତୋଳିବାରେ ବୋହୂର ଭୂମିକା ରହିଥାଏ ।

ଘରର ବୋହୂଟି ତାର ଶେଷ ଆୟୁଷ ଥିବା ପର୍ଯ୍ୟନ୍ତ ପରିବାରର ସୁଖସମୃଦ୍ଧି ପାଇଁ ଚିନ୍ତା କରିଥାଏ ।ଶାଶୁ ଶଶୁରଙ୍କୁ ଏବଂ ସ୍ୱାମୀଙ୍କୁ ଦେବତା ମଣିଥାଏ । ଘରକୁ ସୁନ୍ଦର କରି ଗଢିତେୋଳିବାରେ ଲାଗିପଡିଥାଏ ।ଘରର ନୀତି ନିୟମ ମାନି ଚାଲିଥାଏ ।ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନିଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ନ ହୋଇଇଥାଏ ।ଖାଲି ଏତିକି ନୁହେଁ ବଂର ଜଣେ ବିବାହିତା ନାରୀ ବା ମହିଳା ଙ୍କର ନିତିଦିନିଆ ଛୋଟ କାର୍ଯ୍ୟରେ ମଧ୍ୟ ତାର ପରିବାରର ସୁଖ ଶାନ୍ତି ଓ ଧନ ସମ୍ପତ୍ତି ର ଭାବ ଅଭବ ନିର୍ଭର କରିଥାଏ ।ସେ ତାର ପରିବାରର ତଚୁଃପାର୍ଶ୍ୱକୁ ନେଇ ଖାପଖୁଆଇ ଚଳିଥାଏ ।ସେ ଘରର ଶାସୁ ଶସୁର ,ସ୍ୱାମୀ ,ପିଲାଙ୍କୁ ନେଇ ଗୋଟିଏ ଧାରାରେ ଚାଲିଥାଏ ।

ଏପରିକି ଗୋଟେ ଝିଅଟେ ବାହା ହେଇ ଆସିଲା ପରେ ସେ ତାର ବାପ ଘର ଭୁଲି ଶାଶୁଘରର ସମସ୍ତ ଦାୟିତ୍ୱ ଭାର ଗ୍ରହଣ କରିଥାଏ ।ସେ ତା ସ୍ୱାମୀ ର ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରେ ।ଘରର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ ।ତେବେ ଆସନ୍ତୁ ଜାଣିବା ସେହି ମହିଳାଙ୍କ ବିଷୟରେ ଯାହାଦ୍ୱାରା ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ ।

ତେବେ ଆମେମାନେ ନିଜ ଶରୀରକୁ ସୁନ୍ଦର ଏବଂ ଚିକ୍କଣ ରଖିବା ପାଇଁ ପ୍ରତିଦିନ ତେଲ ଲଗାଇ ଥାଆନ୍ତି । କିନ୍ତୁ ପୁରାଣଶାସ୍ତ୍ରରେ କୁହାଯାଇଛି ଯେ ଆମେମାନେ ପ୍ରତିଦିନ ତେଲ ଲଗାଇବା ଅନୁଚିତ୍ ।କେବଳ ସପ୍ତାହର ତିନିଦିନ ବା ତିନିଟି ବାରରେ ତେଲ ଲଗାଇବା ଉଚିତ୍ ।

ଏହାଦ୍ୱାରା ଘରର ମଙ୍ଗଳ ହୋଇଥାଏ ଏବଂ ଘରକୁ ଧନର ଆଗମନ ହୋଇଥାଏ ।ମହିଳା ମାନେ ଗାଧୋଇବା ପୂର୍ବରୁ ତେଲ ଲଗାଇ ଥାଆନ୍ତି ।ମାତ୍ର ତାହା ଅନିୁଚିତ୍ ।ଏହା ଅଶୁଭ କାର୍ଯ୍ୟର ସୂଚନା ଦେଇଥାଏ ।ତେବେ ଆସନ୍ତୁ ଜାଣିବା କେଉଁଦିନ ତେଲ ଲଗାଇବା ଉଚିତ୍ ଏବଂ କେଉଁଦିନ ଉଚିତ୍ ନୁହଁ –

1-ଆମର ଶାସ୍ତ୍ର ଅନୁସାରେ ମଙ୍ଗଳବାର, ଶନିବାର, ଗୁରୁବାର,ଶୁକ୍ରବାର ଦିନ ତେଲ ଲଗାଇବା ଉଚିତ୍ ହୋଇନ ଥାଏ । ଏହାଦ୍ୱାରା ସ୍ୱାମୀଙ୍କ ଆୟୁଷ କମିଯାଏ ।ଏହିଦିନ ମାନଙ୍କରେ ଘରେ ଅଶାନ୍ତି ଦେଖାଯାଏ ।

2-ଶନିବାର ଦିନ ମହିଳାମାନେ ମୁଣ୍ଡରେ ତେଲ ଲଗେଇଲେ ଘରକୁ ଶନିର ଆଗମନ ହୋଇଥାଏ ।ଯାହାଫଳରେ ଘରେ କଳିଖଗଡା ଲାଗିରହିଥାଏ ଏବଂ ଘରେ ଅଶାନ୍ତି ସୃଷ୍ଟି ହୁଏ ।

3-ସେହିପରି ମଙ୍ଗଳବାର ଦିନ ତେଲ ଲଗାଇଲେ ଧନ ହାନି ଓ ମାନ ହାନି ହେବା ସହିତ ସ୍ୱାମୀଙ୍କର ଆୟୁଷ ମଧ୍ୟ କମିଯାଏ । ଘରର ଅସୁବିଧା ହୋଇଥାଏ ।ତେଣୁ ଏହି ଦିନରେ ତେଲ ଲଗାଇବା ଅନୁଚିତ୍ ।

4-ଗୁରୁବାର ଦିନ ମହିଳାମାନେ ତେଲ ଲଗେଇଲେ ଘରୁ ଲକ୍ଷ୍ମୀ ଛାଡି ଯାଆନ୍ତି । ଘରେ ଦାରିଦ୍ରତା ଦେଖାଯାଏ ।ମାତା ଲକ୍ଷ୍ମୀ କୋପ କରିଥାଆନ୍ତି ।
5-ଶୁକ୍ରବାର ଦିନ ଲଗେଇଲେ ଘରକୁ ଦୁର୍ଭାଗ୍ୟ ଆସିଥାଏ । ସୁଖଶାନ୍ତି ନଷ୍ଟ ହୋଇଥାଏ ।ଘରେ କଳହ ଦେଖାଯାଏ ।ଧନ ହା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।