ବାସ୍ତୁଶାସ୍ତ୍ର ଅନୁସାରେ ଏହି ୮ ଟି ନୀତି ମାନିଲେ ଗରିବ ବି ଧନଶାଳୀ ହୋଇଯିବ

ମାନବ ଜୀବନ ର ସଫଳତା ପାଇଁ ଆଚାର୍ଯ୍ୟ ଚାନକ୍ୟ ନୀତି ପ୍ରଦାନ କରି ଥିଲେ। ଏହି ନୀତି କୁ ଯେଉଁ ମାନେ ପାଳନ କରନ୍ତି ତାଙ୍କ ଜୀବନ ରେ ସଫଳତା ନିଶ୍ଚୟ ପାଇ ଥାଆନ୍ତି । ଧର୍ମ , ନ୍ୟାୟ , ନୀତି, ନିୟମ ଇତ୍ୟାଦି ରେ ଅନେକ ତଥ୍ୟ ଦେଇଥିଲେ ଆଚାର୍ଯ୍ୟ ଚାନାକ୍ୟ । ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି 8 ଟି ନୀତି ବିଷୟ ରେ କହିବାକୁ ଯାଉଛୁ ଯାହାକୁ ମାନିବା ଦ୍ଵାରା ଗରିବ ମଧ୍ୟ ଧନଶାଳୀ ହୋଇଯିବ ।

ଘରେ ନକାର୍ତ୍ମକ୍ ଶକ୍ତି ସମସ୍ତେ ସବୁବେଳେ ଦୁର କରି ଥାନ୍ତି କାରଣ ଏହି ନକରାତ୍ମକ ଶକ୍ତି ପ୍ରଭାବ ରେ ଘରେ ଅନେକ କିଛି ସମସ୍ୟା ସୃଷ୍ଟି ହୋଇ ଥାଏ।

ନକାରାତ୍ମକ ଶକ୍ତି ଦ୍ଵାରା ଘରେ ଅନେକ ଦୋଷ ଦଶା ସୃଷ୍ଟି ହୋଇ ଥାଏ ଯେମିତିକି ଘରେ ନିଜ ନିଜ ଭିତରେ ଝଗଡା ହୋଇ ଥାଏ ଏବଂ ଘରେ ଦୁଃଖ ମଧ୍ୟ ଦେଖା ଦେଇଥାଏ । ତେବେ ଆମେ ଆପଣ ଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି 8 ଟି ନୀତି କହିବାକୁ ଯାଉଛୁ ଯାହା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୁର ହୋଇ ଥାଏ ।ତେବେ ଆସନ୍ତୁ ଜାଣିବା –

1- ଆପଣ ନିଜ ଘରେ ଟଙ୍କା , ପଇସା , ସୁନା କିମ୍ବା କିଛି ଅନ୍ୟନ୍ ମୂଲ୍ୟବାନ ଧାତୁ ରଖିଥିବେ ତେବେ ସେଠାରେ ତିନି ଟି ତମ୍ବା ର କଳସ ରଖି ଦିଅନ୍ତୁ । ଏହା ସହିତ ଦୀପାବଳି , ଦଶହରା , ହୋଲି ଆଦି ରେ ଏହି ତାମ୍ବ୍ର କଳସ କୁ ପୂଜା କରିବା ଆବଶ୍ୟକ । ଏହି ପରି ପୂଜା କରିବା ଦ୍ୱାରା ଅଧିକ ଶୁଭ ଓ ଅଧିକ ଫଳଦୟକ ହୋଇ ଥାଏ ।

2- ଘରେ କିମ୍ବା ପୂଜା ଘରେ ପୂଜା ସମୟ ରେ କିମ୍ବା ଶୁଭ କାର୍ଯ୍ୟ ସମୟ ରେ ଶ୍ରୀ ସୂଚକ ସ୍ଥାପିତ କରାଯିବ ଉଚିତ୍ । ଡ୍ରଇଂ ରୁମରେ ସ୍ଫଟିକ ବଲ୍ କୁ ଏହି ପରି ସ୍ଥାନ ରେ କିମ୍ବା ଏମିତି ଭାବରେ ରଖିବା ଉଚିତ୍ ଯେମିତି କି ଆପଣ ଙ୍କ ଆଖି ସାମ୍ନା ରେ ରହିବ । ଏହା ସହିତ ଏହି ସ୍ଫଟିକ ବଲ କୁ ଆପଣ ନିଜ କର୍ମସ୍ଥଳି ମଧ୍ୟ ରଖି ପାରିବେ । ଏହା କରିବା ଦ୍ଵାରା ମନ ରେ ପ୍ରଫୁଲତା ଆସିବା ସହିତ ମନ ରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ । ଏହା ସହିତ ଏହା ଛାତ୍ର ଛାତ୍ରୀ ଙ୍କ ପାଠ ପଢା ରେ ଏକାଗ୍ରତା ଆଣି ଥାଏ । ତେଣୁ ଏହାକୁ ଆପଣ ଛାତ୍ର ଛାତ୍ରୀ ଙ୍କ ଷ୍ଟଦୀ ଟେବୁଲ୍ ରେ ରଖି ପାରିବେ।

3- ଘରେ ଦୁଇ ପ୍ରକାର ଦେବୀ ଦେବତା ଙ୍କ ମୂର୍ତ୍ତି କିମ୍ବା ଫଟୋ କୁ ସାମ୍ନା ସମ୍ନୀ ରଖିବା ଉଚିତ୍ ନୁହେଁ । ଏହାକୁ ରଖିବା ଦ୍ଵାରା ଏହା ଅନେକ ପ୍ରକାର ନକାରାତ୍ମକ ଭାବନା କୁ ଜନ୍ମ ଦେଇ ଥାଏ । ଫଳରେ ବିପଦ ମାଡ଼ି ଆସିଥାଏ । ସମୃଦ୍ଧି ପାଇଁ ଘର ର ଦକ୍ଷିଣ ଦିଗରେ ଘୋଡ଼ା ର ଫୋଟୋ ଲଗାଇବା ଶୁଭ ହୋଇ ଥାଏ ।

4- ଘରେ ସ୍ଫଟିକ ଶିବଲିଙ୍ଗ ର ସ୍ଥାପନା କରିବା ଉଚିତ୍ । ଏବଂ ନିୟମିତ ଭାବେ ପୂଜା କରିବା ଉଚିତ୍ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଘରର ନକାରାତ୍ମକ ଶକ୍ତି କୁ ଦୁର କରି ଥାଏ । ଏବଂ ସ୍ଫଟିକ ଶିବ ଲିଙ୍ଗ କୁ ସମୃଢିକାର ମଧ୍ୟ କୁହା ଯାଏ ।

5- ଘର ର ଝାଡୁ କୁ ଏମିତି ଜାଗା ରେ ରଖିବା ଉଚିତ୍ ଯେମିତି କାହାରି ନଜର ପଡ଼ିବ ନାହିଁ । ଝାଡୁ କୁ କେବେବି ଓଲଟା ରଖିବା ଉଚିତ୍ ନୁହେଁ । ଏହାକୁ ବାସ୍ତୁ ଶାସ୍ତ୍ରରେ ଅନେକ ମହତ୍ୱ ଦିଆ ଯାଇ ଥାଏ ।

6- ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ତ୍ୟାଗ କରିବା ବାସ୍ତୁ ଶାସ୍ତ୍ର ର ବିଧି ରହିଛି । ଡେରି ରେ ଉଠିବା ଦ୍ଵାରା ବାସ୍ତୁ ଶାସ୍ତ୍ରରେ ଦୋଷ ଲାଗିଥାଏ । ଘରର ଲୋକ ରୋଗଗ୍ରସ୍ତ ହୋଇ ଥାଆନ୍ତି ।

7- ଘର ର ମୁଖ୍ୟ ଦ୍ଵାର ରେ ଓଁ ଷଷ୍ଠୀ ର ଆକୃତି ଲଗାଇବା ଉଚିତ୍। ବାସ୍ତୁ ବିଜ୍ଞାନ ରେ ଏହାକୁ ଶୁଭ ମନାଯାଇ ଥାଏ । ଏହା କରିବା ଦ୍ଵାରା ଘରକୁ କୌଣସି ପ୍ରକାର ର ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ । ଏଠାରେ ନିୟମିତ ଧୂପ ଦୀପ ଜଳାଇ ବା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ହୋଇ ଥାଏ ।

8- ଘର ର ଦକ୍ଷିଣ ଓ ପଶ୍ଚିମ ଦିଗ କୁ ନରତ୍ଵ ରଖନ୍ତୁ । ଏହା ଦ୍ବାରା ଭାଗ୍ୟ ବଳଶାଳୀ ହୋଇ ଥାଏ । ଏହି ଦିଗ ରେ ଆଲମାରୀ ଓ ଭାରି ପଦାର୍ଥ ରଖିବା ଶୁଭ ସୂଚକ ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।