ଦେଖନ୍ତୁ ollywood ଭିଡିଓ ! କାହିଁକି ଏତେ ଖୁସି ବର୍ଷା ଖୁସିର କାରଣ ଜାଣିଲେ ଆପଣ ବି ଠିକଣା ଖୋଜିବେ….
ତେବେ ଆମେ ସିନେମା ଦେଖିବା ପାଇଁ ଖୁବ ଭଲ ପାଇଥାଉ କାରଣ ଏହାର ଆମର ମନରଞ୍ଜନ କରାଇବା ସହିତ ଥିବା ଟେନ୍ସନ ମଧ୍ୟ କିଛି ସମୟ ପାଇଁ ଦୂରେଇ ଦେଇ ଥାଏ | ତେବେ କଳା ଜଗତ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ତାଙ୍କର ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ପ୍ରିୟର ପାତ୍ର ହୋଇ ପାରିଛନ୍ତି |
ଦର୍ଶକ ଙ୍କର ମଧ୍ୟ ନିଜ ନିଜର ଏକ ପ୍ରିୟ କଳାକାର ରହିଥାନ୍ତି ଯାହାଙ୍କର ଫିଲ୍ମ ହେଉ କି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଚମତ୍କାରୀ ଅଭିନେତ୍ରୀ ଙ୍କ ଭିଡ଼ିଓ ସମ୍ପର୍କ ରେ କହିବୁ ଯିଏ କି ସମସ୍ତ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି |
ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଓଡ଼ିଆ ସିନେମା ଜଗତ ର ଏକ ନମ୍ବର ୱାନ ଅଭିନେତ୍ରୀ ଭାବେ ପରିଚିତ | ସେ ବହୁ ବର୍ଷ ରୁ ଏହି ଫିଲ୍ମ ଜଗତ ରେ ପାଦ ଦେଇ ଥିଲେ ଆଉ ଅନେକ ଗୁଡିଏ ଫିଲ୍ମ ରେ କାମ କରି ନିଜ ଚୁଲବୁଲି ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି |
ସିନେମା ଜଗତ ରେ ଯେତେ ବି ବଡ଼ ବଡ଼ କଳାକାର ଅଛନ୍ତି ସେ ସମସ୍ତ ଙ୍କ ସହିତ ପ୍ରାୟ କାମ କରି ସାରିଛନ୍ତି ଆଉ ସଫଳତା ମଧ୍ୟ ହାସଲ କରି ପାରିଛନ୍ତି | 2001 ମସିହା ରେ ବର୍ଷା ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଥିଲେ | ଆଉ ତାହା ପରେ ଅନେକ ଓଡ଼ିଆ ଫ୍ଲିମ ରେ କାମ କରି ଦର୍ଶକ ମାନଙ୍କର ବର୍ଷା ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି |
ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବର୍ଷା ବେସ ଖୁସି ହୋଇ ତାଙ୍କ ପରିବାର କୁ ଏକ ରେସଟୁରାଣ୍ଟ କୁ ନେଇ ଟ୍ରିଟ ଦେଉଛନ୍ତି ଯାହାକି ବେସ ସୁନ୍ଦର ଦୃଶ୍ୟ ଅଟେ | ତେବେ କେଁଉ କାରଣ ପାଇଁ ଏତେ ବର୍ଷା ଖୁସି ଅଛନ୍ତି ତାହା ତ ସେ କହି ନାହାଁନ୍ତି କିନ୍ତୁ ଭିଡ଼ିଓ ରୁ ସ୍ପଷ୍ଟ ଜଣା ପଡ଼ିଛି କି ବର୍ଷା ଏବେ ବେସ ଖୁସି ମନରେ ଅଛନ୍ତି |
ଆଉ ଏହି ଖୁସି ପାଇଁ ସେ ତାଙ୍କ ମାଆ ଓ ଭଉଣୀ ଭିଣେଇ ଙ୍କୁ ଧରି ଏକ ବଡ଼ ରେସଟୁରାଣ୍ଟ କୁ ଯାଇଛନ୍ତି ଆଉ ଗୋଟିଏ ଟେବୁଲ ରେ ବସି ବେସ ଖୁସି ମନରେ ଖାଇବା ଖାଇଛନ୍ତି | ଯାହାର ଭିଡ଼ିଓ ବର୍ଷା ନିଜେ କରିଛନ୍ତି ଆଉ ନିଜ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଆଉ ଏହି ଭିଡ଼ିଓ କୁ ଦେଖି ତାଙ୍କର ଦର୍ଶକ ମଧ୍ୟ ବେସ ପସନ୍ଦ କରିଛନ୍ତି |