୧୦୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ଡାଇବେଟିସ,କୋଲେଷ୍ଟ୍ରୋଲ,ପେଟ ରୋଗ,Joint Pain,ରକ୍ତର ଅଭାବ ଏବଂ ହୃଦୟ ଜନିତ ରୋଗ
ଆପଣ ମାନେ ଜାଣିଥିବେ କି ସ୍ୱାସ୍ଥ୍ୟ ହିଁ ଆମ ସମସ୍ତଙ୍କର ଅମୂଲ୍ୟ ସମ୍ପଦ ଅଟେ ଆଉ ଆମ ସମସ୍ତ ଙ୍କର ଦାୟିତ୍ୱ ହେଉଛି କେମିତି ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା ଆଉ ନିଜକୁ ବିଭିନ୍ନ ପ୍ରକାରର ରୋଗ ଠାରୁ ରକ୍ଷା କରିବା । ତେବେ କୁହାଯାଉଛି କି ଆଜି କାଲି ଆମର ଖାଦ୍ୟ ପେୟ ର ଅସମନତା ଓ ବିଭିନ୍ନ ପ୍ରକାରର ଆମର ଭୁଲ କାର୍ଯ୍ୟକ୍ରମ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ମଧ୍ୟ ଦେଖା ଯାଇଥାଏ ।
ତେବେ କୁହାଯାଉଛି କି ଡାଇବେଟିସ ଓ କଲେଷ୍ଟେରଲ ସହିତ ପେଟ ରୋଗ, ଜୋଏଣ୍ଟ ପେନ,ରକ୍ତ ଅଭାବ ଓ ହୃଦ ରୋଗ ଭଳି ବିଭିନ୍ନ ପ୍ରକାରର ସମସ୍ୟା ମାନ ଆମ ଶରୀରରେଲାଗିକି ରହିଥାଏ । ଆଉ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇ ଆମେ ମେଡ଼ିସିନ ର ସେବନ ମଧ୍ୟ କରିଥାଉ କିନ୍ତୁ ତାହା ଆଣ ଶରୀର ପାଇ ସବୁବେଳେ ଠିକ ହୋଇ ନ ଥାଏ ।
ତେବେ ଆଜି ଆମେ 4 ଟି ଘରୋଇ ଉପକରଣ କୁ ବ୍ୟବହାର କରିକି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ଯାହା ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ଠାରୁ ମୁକ୍ତ କରେଇବ ବୋଲି କୁହାଯାଉଛି । ତାହେଲେ ସେହି ସହଜ ଘରୋଇ ଉପଚାର ବିଷୟରେ ଜାଣିବା ।
ଆବଶ୍ୟକୀୟ ଉପକରଣ -ଗିଲୟୀ, ଡାଲଚିନି, ହଳଦୀ, ଗୋଲ ମରିଚ
ପ୍ରସ୍ତୁତି ପ୍ରଣାଳୀ –
ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ପାଇ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଗିଲୟୀ ।ତେବେ ଆମେ ମାନେ ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେବା ଆଉ ସେହି ପାଣି କୁ ଗରମ କରିବା ଆଉ ଫୁଟାଇବା ଆଉ ସେଥିରେ ଆମେ ମାନେ ଗିଲୟୀ ର ତିନି ଚାରି ଖଣ୍ଡ ଅଂଶ ସେଥିରେ ପକାଇବା ।
ଯଦି ତାହା ନ ମିଳିବ ତାହେଲେ ଗିଲୟୀ ପାଉଡ଼ର କୁ ମଧ୍ୟ ବ୍ୟବହାର କରି ପାରିବା । ତାହା ପରେ ଆମେ ମାନେ ସେଥିରେ ଡାଲଚିନି ପାଉଡ଼ର ଅଧ ଚାମଚ ଓ ହଳଦୀ ଗୁଣ୍ଡ ଅଳ୍ପ ପରିମାଣରେ ମିଶାଇବା ଓ ତାହା ପରେ 2 ଟି ଗୋଲ ମରିଚ ର ଗୁଣ୍ଡ କରିକି ମିଶାଇବା ସେହି ପାଣି ରେ ଆଉ ତାହାକୁ 10 ମିନିଟ ଫୁଟାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା ।
ବ୍ୟବହାର –
ପ୍ରସ୍ତୁତ କରିଥିବା ଏହି ଉପଚାର କୁ ଆମେ ମାନେ ଖାଇ ସାରିବାର 1-2 ଘଣ୍ଟା ପରେ ସେହି ପାଣି କୁ ସେବନ କରି ପାରିବା । ଆଉ ତାହା କୁ ପ୍ରତେକ ଦିନ ମଧ୍ୟ ବ୍ୟବହାର କରିଲେ ସେଥିରୁ ମୁକ୍ତି ପାଇପାରିବା ।ତେବେ ଏହା ଥିଲା ଡାଇବେଟିସ ଓ କଲେଷ୍ଟେରଲ ସହିତ ପେଟ ରୋଗ, ଜୋଏଣ୍ଟ ପେନ,ରକ୍ତ ଅଭାବ ଓ ହୃଦ ରୋଗ ଭଳି ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇବାର ସହଜ ଉପଚାର ।