ବଡ଼ ଖବର ! ହସ୍ପିଟାଲରେ ଭର୍ତ୍ତି ହେଲେ ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା…..ଦେଖନ୍ତୁ ପୁରା ଘଟଣା

ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠାରୁ କିଛି ଅଧିକ ମାତ୍ରାରେ ଭାଇରାଲ ବା ଚର୍ଚ୍ଚାର ବିଷୟ ପାଲଟିଛି କହିଲେ ତାହା ହେଉଛି ବଲିଉଡ, ଓଲିଉଡ,ଟଲିଉଡ, ଜଲିଉଡ ର ଅଭିନେତା ଅଭିନେତ୍ରୀ ମାନେ । ଏହି ସିନେମା ଜଗତର କଳାକାର ମାନେ ସବୁବେଳେ ନିଜର ଫୋଟ, ଆଲବମ୍, ପୋଷାକ,ନିଜର ଅଭିନୟ, ପ୍ରେମ ତଥା ନିଜର ବୈବାହିକ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନେ ଆମେ ଯେଉଁ ବିଷୟରେ କହିବାକୁ ଯାୁଛୁ ତାହା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କଥା ।

ଆମେ ସମାଜ ରେ ଥିବା ବରିଷ୍ଠ କଳାକାର ତଥା ଉଚ୍ଚ ପଦବୀ ରେ ଥିବା ଲୋକମାନଙ୍କ ଠାରୁ କେବଳ ଅଭିନୟ କିମ୍ବା ତାଙ୍କର କାର୍ଯ୍ୟ ଦେଖି ମଜା କରିବାକୁ ନୁହେଁ ବରଂ ସେମାନ ଙ୍କର ଅଭିନୟ ଓ ବିଭିନ୍ନ କାର୍ଯ୍ୟ ଦ୍ବାରା ବହୁତ କିଛି ଜାଣିବା ପାଇଁ ।ସାଧାରଣ ଭାବରେ କହିବାକୁ ଗଲେ ଆମେ ଗୋଟିଏ ଜିନିଷ କୁ ଶୁଣିଲେ ଯେତେ ଶୀଘ୍ର କାର୍ଯ୍ୟକାରୀ କରିଥାଉ ତା ଠାରୁ ବହୁତ ଶୀଘ୍ର ତାକୁ ଦେଖିଲେ ଆମର ମନେ ରହିଥାଏ ଏବଂ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଥାଉ ।

ଏହାଛଡା ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଅଭିନୟ ଦୁନିଆଁ ଠାରୁ ଟିକେ ଦୁରେଇ ଯାଇ ଲୋକମାନ ଙ୍କୁ ବହୁତ ଭଲ ଭଲ କଥା କହିଥାନ୍ତି।ଏବଂ କେବେ କେବେ ଅଭାବ ରେ ଥିବା ଲୋକମାନ ଙ୍କ ପାଇଁ କିଛି ଏପରି କରିଥାନ୍ତି ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗେ ।

ଅଭିନେତ୍ରୀ ରାନୀ ପଣ୍ଡା ଅନେକ ସମୟରେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ଚେହେରା ହୋଇ ରହି ଆସିଛନ୍ତି ।ସେ ତାଙ୍କର ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚିତ ଚେହେରା ହୋଇ ଲୋକ ଲୋଚନକୁ ଆସିଥାନ୍ତି। ଜଣେ ବିବାଦୀୟ ଅଭିନେତ୍ରୀ ଭାବରେ ବେଶ୍ ସେ ପରିଚିତି ଅଟନ୍ତି। ଯାତ୍ରା ପ୍ୟାଣ୍ଡେଲ ରେ ନଗ୍ନତା କୁ ପ୍ରଶୟ ଦେଇ ନଗ୍ନ ଭାବରେ ନୃତ୍ୟ ପରିବେଷଣ କରି ସେ ଏକ ବିବାଦୀୟ ଚେହେରା ହୋଇ ପଡ଼ିଥିଲେ।


ଆଉ ସେହି ଦିନ ଠାରୁ ସେ ସୋସିଆଲ ମିଡିଆ ରେ ବେଶ୍ ଜଣାଶୁଣା ତଥା ଚର୍ଚିତ ଚେହେରା ଭାବରେ ପରିଚିତ ହୋଇ ଆସୁଛନ୍ତି। ଏବେ ସେ ସମାଜସେବା ରେ ମନୋନିବେଶ କରି ଅନେକ ଜନହିତକର କାମ ମଧ୍ୟ କରୁଛନ୍ତି।

ତେବେ ନିଜର ବୟାନ ପାଇଁ ବାରମ୍ଵାର ଚର୍ଚ୍ଚାକୁ ଆସୁଥିବା ଏହି ଅଭିନେତ୍ରୀ ପୁଣି ଏକ ଭିଡିଓ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ଯାହା ହେଉଛି ବର୍ତ୍ତମାନ ବଡ ଦୁଃଖର ଖବର ଯେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।

ତେବେ ରାନୀପଣ୍ଡାଙ୍କର ଆଙ୍ଗୁଠିର ଅଗ୍ରଭାଗ କଟି ଯାଇ ବହୁତ ରକ୍ତ ବହିଯିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେଣୁ ସଂଶ୍ଳିଷ୍ଟ କରି କୁହାଯାଉଛି ଯେ ରାନୀପଣ୍ଡା ଏବେ ଅସୁସ୍ଥ ଅଛନ୍ତି ଏବଂ ଫ୍ୟାନପେଜ୍ ରେ ମଧ୍ୟ ସେୟାର ହୋଇଛି ରାନୀପଣ୍ଡାଙ୍କ ଆରୋଗ୍ୟ କାମନା କରିବାକୁ । ତେଣୁ ଆମେ ମଧ୍ୟ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛୁ ସେ ଶିଘ୍ର ଭଲ ହୋଇ ପୁଣି ଥରେ ପୂର୍ବାବସ୍ଥାକୁ ଫେରି ଆସନ୍ତୁ ।