ହେ ଭଗବାନ ! ବାପା ୮୦ ହଜାର କୋଟିର ମାଲିକ ଏବଂ ପୁଅ ମାତ୍ର ୩୦ ଲକ୍ଷ ଟଙ୍କା ପାଇଁ ଖେଳୁଛନ୍ତି IPL ଜାଣନ୍ତୁ ଏହି ଖେଳାଳି ଜଣଙ୍କ କିଏ ?
ଆପଣ ମାନେ ତ ନିଶ୍ଚିତ IPL ମ୍ୟାଚ୍ ଦେଖୁଥିବେ । ଆଉ ଏହି ଆଇପିଏଲ ମ୍ୟାଚ୍ ର ଖେଳାଳି ମାନଙ୍କୁ ଭଲ ଭାବରେ ଜାଣି ଥିବେ। ଅଲଗା ଅଲଗା ଟିମ୍ ର ଅଲଗା ଅଲଗା ଖେଳାଳି ଆପଣ ମାନଙ୍କ ର ପସନ୍ଦ ଥିବେ। ତେବେ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଖେଳାଳି ବିଷୟ ରେ କହିବାକୁ ଯାଉଛୁ ଯିଏ କି ନିଜ ବାପା ଙ୍କ ର ୮୦ ହଜାର କୋଟି ଟଙ୍କାର ସମ୍ପତି କୁ ଛାଡ଼ି ଆଇପିଏଲ ଖେଳୁଛନ୍ତି।
ନିଜର ଆଲିସାନ ଦୁନିଆ କୁ ଛାଡି ଖେଳ ଜଗତ ରେ ସାମିଲ ହୋଇଛନ୍ତି । ତେବେ କିଏ ସେ ଖେଳାଳି ଆଉ ସେ କାହିଁକି ଏମିତି କରିଛନ୍ତି ଆସନ୍ତୁ ଜାଣିବା ।
ତେବେ ଯଦି ଆମେ ଖେଳ ଜଗତ ବିଷୟ ରେ କହିବା ତେବେ କୁହାଯାଏ ଯଦି ଖେଳ ଜଗତ କୁ ଥରେ ଆପଣ ପାଦ ରଖିଦେଲେ ତେବେ ଆପଣ ଙ୍କ ଲାଇଫ ସେଟ୍ ହୋଇଯିବ ।କିନ୍ତୁ କେତେକ ଖେଳାଳି ଏହାକୁ ନିଜର ସୌକ ପାଇଁ ଖେଳନ୍ତି ତ ଆଉ କେତେ ଜଣ ଏହାକୁ ନିଜ କ୍ୟାରିୟର ପାଇଁ ଖେଳି ଥାଆନ୍ତି। ପ୍ରତିବର୍ଷ ଏହି ଆଇପିଏଲ ରୁ କୋଟି କୋଟି ଟଙ୍କା ରୋଜଗାର କରି ଥାଆନ୍ତି ଖେଳାଳି ମାନେ ।
ତେବେ ଆଇପିଏଲ ଖେଳାଳି ମାନଙ୍କ ମଧ୍ୟ ରେ ଜଣେ ଏମିତି ଖେଳାଳି ଅଛନ୍ତି ଯାହାଙ୍କ ବାପା ଙ୍କ ର ସମ୍ପତି ପ୍ରାୟ ୮୦ ହଜାର କୋଟି ହେବ କିନ୍ତୁ ସେ ମାତ୍ର ୩୦ ଲକ୍ଷ ଟଙ୍କା ପାଇଁ ଆଇପିଏଲ ଖେଳୁଛନ୍ତି ।ତେବେ ଆମେ ଆଉ କାହା ବିଷୟରେ କହୁ ନାହିଁ ଆମେ କହୁଚୁ ଆରୀୟନ୍ ବିର୍ଲା ଙ୍କ ବିଷୟ ରେ ଯେ କେବଳ ନିଜର ସୌକ ପାଇଁ ଓ ନିଜର କ୍ରିକେଟ ପ୍ରତି ଥିବା ଦୁର୍ବଳତା ପାଇଁ କ୍ରିକେଟ ଖେଳୁଛନ୍ତି ।
ତେବେ ଯଦି ତାଙ୍କ ବିଷୟ ରେ କହିବା ତେବେ ସେ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ର ଚେୟାର ମ୍ୟାନ ମଙ୍ଗଳ ଙ୍କ ର ଏକ ମାତ୍ର ପୁଅ ଅଟନ୍ତି ।ପୂର୍ବ ବର୍ଷ ରାଜସ୍ଥାନ ରୟାଲ ଆରୀୟନ ବିର୍ଲା ଙ୍କୁ ୩୦ ଲକ୍ଷ ଟଙ୍କା ଦେଇ ସାମିଲ କରିଥିଲା ଯାହା କି ଆରିୟନ୍ ବିର୍ଲା ଙ୍କ ସାମ୍ନା ରେ ଖୁବ୍ କମ୍ ଏମାଉଣ୍ଟ ଅଟେ ।କିନ୍ତୁ ସେ ନିଜ ଦକ୍ଷତା ଅନୁସାରେ ପଇସା ରୋଜଗାର କରିବାକୁ ପସନ୍ଦ କରନ୍ତି ।
ତେବେ ଯଦି ତାଙ୍କ ବାପା ଙ୍କ ସମ୍ପତି ବିଷୟ ରେ କହିବା ତେବେ ତାଙ୍କର ବର୍ତ୍ତମାନ ର ସମ୍ପତି ପ୍ରାୟ ୮୦ ହଜାର କୋଟି ଟଙ୍କା ହେବ। ଆଉ ବର୍ତ୍ତମାନ ତାଙ୍କ କମ୍ପାନୀ କେବଳ ଭାରତ ରେ ନୁହେଁ ଅନ୍ୟ ଦେଶ ମାନଙ୍କ ରେ ମଧ୍ୟ ନାମ କମାଇ ସାରିଛି । ତେବେ କିଛି ସୂତ୍ର ରୁ ଜଣାପଡେ ଯେ ସେ କେବଳ କ୍ରିକେଟ ରେ ନୁହଁ ନିଜ ବାପା ଙ୍କୁ ବ୍ୟବସାୟ ରେ ମଧ୍ୟ ସାହାର୍ଯ୍ୟ କରି ଥାଆନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।