ପୁଣି ସୁନl ଏବଂ ରୁପା ଦର ରେ ହେଲା ବଡ ପରିବର୍ତ୍ତନ । ବାପ ରେ ଏତେ ଶସ୍ତା ହେଲା, ଜାଣନ୍ତୁ ବର୍ତ୍ତମାନ ବଜାରରେ କେତେ ରହିଛି ଦାମ…..
ଜାଣିଥିବେ ଯେ ସୁନl ଦର କ୍ରମାଗତ ରୂପେ କମିବାରେ ଲାଗିଥିଲା କିନ୍ତୁ ବର୍ତ୍ତମାନ ସୁନା ଦର ଏବଂ ରୁପା ଦର କ୍ରମାଗତ ରୂପେ କମି ବାରେ ଲାଗିଛି l ତେଣୁ ଚାଲନ୍ତୁ ଜାଣିବା ନଭେମ୍ବରରେ ସୁନା ର ଦର କେତେ ଅଛି ଆଉ କେତେ ବଢିଛି l ଜାଣିଥିବେ ଯେ ଅଗଷ୍ଟ ମାସ ସୁନା କିଂମ୍ବ ରୁପା ଦର ସବୁଠୁ ଅଧିକ ବଢିଥିଲା, ଏହି ସମୟରେ ସୁନାର ଦର 51 ହଜାର ପର୍ଯ୍ୟନ୍ତ ବଢ଼ି ଯାଇଥିଲା l କିନ୍ତୁ ଧୀରେ ଧୀରେ ଏହି ସୁନା ଏବଂ ରୁପା ଦର କମିବାର ଲାଗିଛି l
ରାଜଧାନୀ ଭୁବନେଶ୍ୱର ରେ ଗୋଲଡ ଜୁଏଲାରୀ ରେ ଆଜି ସୁନାର ଦର ଦଶ ଗ୍ରାମ କୁ ଦୁଇ ହଜାର କମି ଯାଇଛି l
ବର୍ତମାନ ସୁନାର ଦର 48, 220 ଅଛି 24କ୍ୟାରେଟ ସୁନାର ଦର ଏହି ଭଳି ଅଛି l ତେଣୁ ଗ୍ରାମ କୁ ପ୍ରାୟ 200 ଟଙ୍କା ପର୍ଯ୍ୟନ୍ତ ସୁନା ଦର କମି ଯାଇଛି l ଏହା ସହିତ ମଧ୍ୟ 22 କ୍ୟାରେଟ ସୁନାର ଦର ମଧ୍ୟ କମି ଯାଇଛି l ଏହି ସୁନାର ଦର ମଧ୍ୟ 47,250 ପର୍ଯ୍ୟନ୍ତ କମି ଯାଇଛି l ଏହା ସହିତ ମଧ୍ୟ ରୂପlର ଦର କମି ଯାଇଛି l
ଜଣା ଯାଇଛି ଯେ ଆମେରିକା ର ଡଲାର ର ପରିମାଣ ସନ୍ତୁଳିତ ହେଲା ପରେ ସୁନାର ଦର ମଧ୍ୟ ବହୁତ କମି ଯିବ l ଜଣl ଯାଉଛି ଯେ ଆମ ଦେଶରେ ସବୁଠୁ କମ ଟଙ୍କାର ଅର୍ଥାତ ସୁନାର ଦର କମି ଯିବ l ଏହି ସୁନାର ଦର ମଧ୍ୟ ମୁମ୍ବାଇ ରେ ଏହାର ଦର ବହୁତ କମି ଯାଇଛି, ଏଠାରେ ମଧ୍ୟ ସୁନାର ଦର ଗ୍ରାମ ପିଛା ପ୍ରାୟ 500 ଟଙ୍କା କମି ଯାଇଛି 24 କ୍ୟାରେଟ ସୁନାର l ଏହି ପରି ସୁନାର ଦର ମଧ୍ୟ ଆଗକୁ କମିବ ବୋଲି ଅନୁମାନ କରାଯାଇଛି l
ଜାଣିଥିବେ ଯେ ସବୁଠୁ ଅଧିକ ସୁନା ଦର ଅଗଷ୍ଟ ରେ ବଢ଼ି ଯାଇଥିବାରୁ l ଲୋକେ ସୁନl କିଣିବl ପାଇଁ ସକ୍ଷମ ହୋଇ ପାରୁ ନଥିଲେ l ଲୋକେ ନିଜର ଝିଅ ର ବିବାହ ତଥା ଘରକୁ ସୁନା ଆଣି ପାରୁନଥିଲେ l ଆମ ଦେଶରେ ସୁନା କୁ ପ୍ରାୟ ଗହଣl ରୂପେ ବ୍ୟବହlର କରନ୍ତି l କିନ୍ତୁ ସୁନା ଦର ଏହିଭଳି ଅମୁଲ୍ୟ ରୂପେ ବଢ଼ିବାରୁ ସାଧାରଣ ପରିବାର ଲୋକ ମାନେ ସୁନା କିଣି ପାରୁ ନଥିଲେ l
ସୁନା ଦର ଯୋଗୁଁ ଆମ ଦେଶରେ ସୁନାର କିଣା ବିକ୍ରି କମି ଯାଇଛି l ଆଶା କରା ଯାଇଛି ଆଗକୁ ଏଭଳି ସୁନା ଦର ବଢିବ ନାହିଁ l ସୁନା ସହିତ ରୁପାର ଦର ରେ kg 2000 ପର୍ଯ୍ୟନ୍ତ ଦର କମି ଯାଇଛି l ଗୋଟିଏ ସପ୍ତାହ ରେ 250 ଟଙ୍କା ଦର କମିଛି l ବୋଲି ସୂଚନା ଆସିଛି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।