ବାପ ରେ ଏତେ ସମ୍ପତ୍ତି ର ମାଲିକ ମିଥୁନ ଚକ୍ରବର୍ତ୍ତୀ । ଜାଣନ୍ତୁ କେତେ ସମ୍ପତ୍ତି ଏବଂ ତାଙ୍କ ପରିବାର ବିଷୟରେ……

ଆଜି ଆମେ ଜାଣିବା ମିଥୁନ ଚକ୍ରବର୍ତ୍ତୀ ଙ୍କ ବିଷୟରେ ତାଙ୍କ ଘର ଗାଡି ପରିବାର ଓ ଅନନ୍ୟ ବିଷୟରେ ଯେମିତି କି ଜୀବନ ର କିଛି ଅଜଣା କଥା ବିଷୟ ରେ ଓ ତାଙ୍କର ମୋଟ ସମ୍ପତି ଯେତେ ଆଜି ଆମେ ଏହି ଲେଖା ମାଧ୍ୟମ ରେ ଜାଣିବା ।ମିଥୁନ ଚକ୍ରବର୍ତ୍ତୀ ଙ୍କ ର ଜନ୍ମ ହୋଇଥିଲା ପଶ୍ଚିମବଙ୍ଗ ର କୋଲକାତା ସହରରେ । ତାଙ୍କର ଛୋଟ ବେଳୁ ହିଁ ଏହି ଅଭିନୟ ରେ ବହୁତ୍ ରୁଚି ଥିଲା ଓ ସେ ବହୁତ୍ ଭଲ ପାଠ ମଧ୍ୟ ପଢି ଥିଲେ।

ସେ ବିଏସି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି କେମେଷ୍ଟ୍ରୀ ଅନର୍ଷ ରେ । ଆଉ ସେ 26 ବର୍ଷ ବୟସରେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।

ତାଙ୍କର ପ୍ରଥମ ଫିଲ୍ମ୍ ଥିଲା ନିଗ୍ରା । ଆଉ ସେହି ଫିଲ୍ମ୍ ପାଇଁ ସେ ବେଷ୍ଟ ଆକ୍ତର ର ସମ୍ମାନ ମଧ୍ୟ ପାଇଥିଲେ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ 8 ଭାଷା ରେ ଫିଲ୍ମ୍ କରନ୍ତି। ଆପଣ ତାଙ୍କର ଓଡ଼ିଆ ଫିଲ୍ମ୍ ମଧ୍ୟ ଦେଖି ଥିବେ । ଏହି ସହିତ ସେ ବେଙ୍ଗଲୀ ଫିଲ୍ମ୍ , ତାମିଲ ଫିଲ୍ମ୍ , କାନାଡା ଫିଲ୍ମ୍ , ଭୋଜପୁରୀ ଫିଲ୍ମ୍ , ପଞ୍ଜାବୀ ଫିଲ୍ମ୍ , ବେଙ୍ଗଲୀ ଫିଲ୍ମ୍ ଆଦି ମଧ୍ୟ କରନ୍ତି ।

ସେ ନିଜ ଜୀବନ କାଳ ମଧ୍ୟ ରେ 350 ରୁ ଅଧିକ ଫିଲ୍ମ୍ କରିଛନ୍ତି ଓ ଅଭିନୟ ଜଗତ ରେ ମିଥୁନ ଚକ୍ରବର୍ତ୍ତୀ ଙ୍କୁ ସମସ୍ତେ ସମ୍ମାନ କରନ୍ତି । ସେ ଗୀତ ମଧ୍ୟ ଗାଈ ଥାନ୍ତି , ସେ ଜଣେ ରାଇଟର ମଧ୍ୟ । ସେ ଜଣେ ରାଜନେତା ମଧ୍ୟ ଅଟନ୍ତି । ସେ ରାଜ୍ୟ ସଭା ପାଇଁ ଏମ୍ପି ଭାବେ ଇଲେକ୍ସନ ଲଢି ଥିଲେ ଓ ଜିତି ଥିଲେ ମଧ୍ୟ ।

ତାଙ୍କ ସ୍ତ୍ରୀ ର ନାମ ହେଲା ୟୋଗିତା ବାଲିଭ୍ ଓ ତାଙ୍କର ଚାରି ଜଣ ସନ୍ତାନ ଅଟନ୍ତି । ତିନି ଟି ପୁଅ ଓ ଜଣେ ଝିଅ ଅଛନ୍ତି । ଓ ବହୁତ୍ ମିଡ଼ିଆ ରିପୋ୍ଟ ଅନୁସାରେ ସେ ୟୋଗୀତା ବାଳିଭ୍ ଙ୍କୁ ବାହା ହେବା ପୂର୍ବରୁ ଶ୍ରୀଦେବୀ ଙ୍କୁ ସେ ବିବାହ କରି ଥିଲେ । ତାଙ୍କର ଅଭିନୟ ପାଇଁ ସେ ହଜାର ହଜାର ପୁରସ୍କାର ପାଇଛନ୍ତି ।

ବର୍ତ୍ତମାନ ଚାଲନ୍ତୁ ତାଙ୍କ ସମ୍ପତି ବିଷୟ ରେ ଚର୍ଚା କରିବା । ମିଥୁନ ଚକ୍ରବର୍ତ୍ତୀ ଙ୍କ ର ତାଙ୍କ ଜନ୍ମ ସ୍ଥାନ କୋଲକାତା ରେ ଏକ ଘର ଅଛି ଏହା ସହିତ ତାଙ୍କ ର ମୁମ୍ବାଇ ସହର ରେ ଏକ ଆଳିସାନ୍ ଘର ଅଛି । ଆଉ ଏହା ସହିତ ତାଙ୍କ ର ବହୁତ୍ ଗୁଡ଼ିଏ ଲକ୍ଜାରି କାର ଅଛି ।

ଯାହାର ମୂଲ୍ୟ ପ୍ରାୟ ଚାରି ରୁ ପାଞ୍ଚ କୋଟି ଟଙ୍କା ହୋଇ ପାରେ । ମିଥୁନ ଚକ୍ରବର୍ତ୍ତୀ ଗୋଟିଏ ହିନ୍ଦୀ ଫିଲ୍ମ କରିବା ପାଇଁ ଚାରି ରୁ ପାଞ୍ଚ କୋଟି ନେଇ ଥାଆନ୍ତି । ଏହା ସହିତ ଆପଣ ଦେଖି ଥିବେ ସେ ବହୁତ୍ ଗୁଡ଼ିଏ ବ୍ରାଣ୍ଡ ର ପ୍ରମୋଷାନ କରନ୍ତି ଓ ଗୋଟିଏ ବ୍ରାଣ୍ଡ ର ପ୍ରମୋଶନ ପାଇଁ ସେ 2 କୋଟି ଟଙ୍କା ନେଇ ଥାଆନ୍ତି ।

ଆଉ ମିଥୁନ ଚକ୍ରବର୍ତ୍ତୀ ଙ୍କୁ ଆପଣ ବହୁତ୍ ଗୁଡ଼ିଏ ଟେଲିଭିଜନ ସୋ ରେ ମଧ୍ୟ ଦେଖି ଥିବେ ଆଉ ସେଥିରୁ ତାଙ୍କର ବହୁତ୍ ଗୁଡ଼ିଏ ଇନିକମ ହୋଇଥାଏ । ଏହା ସହିତ ସେ ଜଣେ ବହୁତ୍ ବଡ଼ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି । ତାଙ୍କର ବହୁତ୍ ଗୁଡ଼ିଏ ହୋଟେଲ୍, ରେଷ୍ଟୁରାଣ୍ଟ ଲଜ୍ ଆଦି ରହି ଅଛି । ଆଉ ମିଥୁନ ଚକ୍ରବର୍ତ୍ତୀ ଙ୍କ ର ମୋଟ ସମ୍ପତି ପ୍ରାୟ ପାଖା ପାଖି 260 କୋଟି ଟଙ୍କା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।