ବାପ ରେ ଭୟଙ୍କର ଶସ୍ତା ହେଲା ସୁନା ଏବଂ ରୁପା ଦର । ଜାଣନ୍ତୁ ବଜାରରେ କେତେ ରହିଛି ନୂଆ ଦାମ…..

ଆପଣ ମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ତେବେ ଜାଣି ରଖନ୍ତୁ ସୁନା ର ନୂତନ ଦର। କାଲି ଅପେକ୍ଷା ସୁନା ର ଦର ଆଜି ସାମାନ୍ୟ ବଢ଼ି ଅଛି ତେବେ କେବଳ ସୁନା ର ଦର ନୁହେଁ ରୂପା ର ଦର ମଧ୍ୟ ବୃଦ୍ଧି ପାଇଛି ।ଏବେ ଏବେ ନୂଆ ଦର ଆସିଚି ।

ତେବେ ଗତ କାଲି ଅପେକ୍ଷା ଭାରତୀୟ ବଜାର ରେ ସୁନା ର ଦର ଦଶ ଗ୍ରାମ ପ୍ରତି ୨୨ କ୍ୟରେଟ କୁ ୨୫ ହଜାର ୨୬୦ ଟଙ୍କା ପହଞ୍ଚି ଥିବା ବେଳେ ୨୪ କ୍ୟରେଟ ସୁନା ର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ୨୬୦ ଟଙ୍କା ପହଞ୍ଚି ଥିବାର ଜଣା ପଡିଛି ।

ସେହି ପରି ଓଡ଼ିଶା ର ରାଜଧାନୀ ଭୁବନେଶ୍ବର ରେ ୨୨ କ୍ୟରେଟ ସୁନା ର ଦାମ୍ ଦଶ ଗ୍ରାମ ପ୍ରତି ରହିଛି ୪୭ ହଜାର ୬୧୦ ଟଙ୍କା ଏବଂ ୨୪ କ୍ୟରେଟ ସୁନା ର ଦାମ୍ ଦଶ ଗ୍ରାମ ପ୍ରତି ରହିଛି ୫୧ ହଜାର ୯୩୦ ଟଙ୍କା । ଦେଶ ର ପ୍ରମୁଖ ସହର ମାନଙ୍କ ରେ ମଧ୍ୟ ସୁନା ଦର ରେ କିଛି ପରିବର୍ତ୍ତନ ଆସିଛି । ମୁମ୍ବାଇ ରେ ୨୨ କ୍ୟରେଟ ଓ ୨୪ କ୍ୟରେଟ ସୁନା ର ମୂଲ୍ୟ ୫୦ ହଜାର ୨୬୦ ଟଙ୍କା ଏବଂ ୫୧ ହଜାର ୨୬୦ ଟଙ୍କା ଥିବା ନେଇ ରେକର୍ଡ କରାଯାଇ ଅଛି ।

ସେହି ପରି ନୂଆ ଦିଲ୍ଲୀ ରେ ଏହି ଦର ଯଥାକ୍ରମେ ୨୨ କ୍ୟରେଟ କୁ ୪୯ ହଜାର ୬୫୦ ଟଙ୍କା ଥିବା ବେଳେ ୨୪ କ୍ୟରେଟ ସୁନା ର ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୪ ହଜାର ୧୬୦ ଟଙ୍କା । ଦକ୍ଷିଣ ଭାରତ ର ପ୍ରମୁଖ ସହର ଚେନ୍ନାଇ ରେ ୨୨ କ୍ୟରେଟ ସୁନା ର ମୂଲ୍ୟ ୪୮ ହଜାର ୧୦୦ ଟଙ୍କା ଥିବା ବେଳେ ୨୪ କ୍ୟରେଟ ସୁନା ର ମୂଲ୍ୟ ରହିଛି ୫୨ ହଜାର ୪୬୦ ଟଙ୍କା ।

ପୂର୍ବ ଭାରତ ପ୍ରମୁଖ ସହର କୋଲକାତା ରେ ଯଥା କ୍ରମେ ଏହି ମୂଲ୍ୟ ୨୨ କ୍ୟରେଟ ସୁନା ର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯ ହଜାର ୯୮୦ ଟଙ୍କା ଥିବା ବେଳେ ୨୪ କ୍ୟରେଟ ସୁନା ର ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୨ ହଜାର ୬୮୦ ଟଙ୍କା । ଅନ୍ୟ ପଟେ ରୂପା ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇ ଅଛି । ରୂପା ର ମୂଲ୍ୟ କିଲୋ ପ୍ରତି ୧୬୦୦ ଟଙ୍କା ବୃଦ୍ଧି ପାଇଛି ।

ଯାହା ଦ୍ଵାରା ରୂପା କିଲୋ ପ୍ରତି ମୂଲ୍ୟ ବଢ଼ି ଆଜି ରୂପା ର ମୂଲ୍ୟ ରହିଛି ୬୨ ହଜାର ୮୦୦ ଟଙ୍କା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।