ଦେଖନ୍ତୁ ଭିଡିଓ – ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରେମଲୀଳା ର ଭିଡିଓ ହେଲା ଭାଇରାଲ । କେମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ସେୟାରେ ହେବାରେ ଲାଗିଛ…..
ବଦଳୁଛି ଦୁନିଆ ଆଉ ବଦଳୁଛି ଲୋକଙ୍କ ହାବ ଭାବ। ସମୟ ଏବଂ ପରିସ୍ଥିତି ର ସୁଅ ରେ ଯଦିଓ ମଣିଷ ବଦଳି ଯିବାର ଅନେକ ନଜିର ରହିଛି ତଥାପି ମଣିଷ ନିଜର ସଂସ୍କାର ଏବଂ ତାର ମାନବିକତା କୁ ଭୁଲି ଭୁଲ୍ ରାସ୍ତାରେ ପାଦ ଦେଇ ଶେଷରେ ସମାଜ ଆଖିରେ ଅପଦସ୍ଥ ହେବା ଟା ଆଦୌ ସ୍ପୃହନୀୟ ନୁହେଁ। କିନ୍ତୁ ମଣିଷ ସାମାନ୍ୟ ସୁଖ ଶାନ୍ତି ଏବଂ ଭୋଗ ବିଳାସ କୁ ଉପଭୋଗ କରିବା ପାଇଁ ବେଳେବେଳେ ଏମିତି ଭୁଲ୍ କରି ବସେ ଯାହା ର ପରିଶୋଧ କରିବା ପ୍ରାୟତଃ ସମ୍ଭବ ପର ହୁଏ ନାହିଁ ।
ଦୁନିଆ ଆଗରେ ସେ ବହୁତ୍ ଛୋଟ ହୋଇଯାଏ ଆଉ ସେତେବେଳକୁ ଭାବିବା ବେଳକୁ ଆଉ କିଛି ନଥାଏ।କୁହାଯାଏ ନାରୀ ଯେମିତି ସଫଳ ପୁରୁଷର ରହସ୍ୟ ହୋଇଥାଏ ସେହିଭଳି ବଦନାମି ର କାରଣ ମଧ୍ୟ ହୋଇଥାଏ।
ତାକୁ ଯେମିତି ବ୍ୟବହାର ପ୍ରଦର୍ଶନ କରିବେ ଏବଂ ଯେଉଁ ଭାବରେ ଆପଣ ବିଚାର କରିବେ ଆପଣଙ୍କୁ ସେହି ଅନୁସାରେ ଫଳ ମଧ୍ୟ ମିଳିବ।ତେବେ ଆମ ସମାଜରେ ନାରୀ ନିର୍ଯାତନା, ଦୁଷ୍କର୍ମ, ଅପ ବ୍ୟବହାର ଭଳି ଅନେକ ନିନ୍ଦନୀୟ ଘଟଣା ପ୍ରାୟତଃ ଘଟିବାର ଲାଗିଚି ସବୁଦିନ। ଯାହା ବାସ୍ତବରେ ଏକ ଚିନ୍ତାଜନକ ଏବଂ ସମ୍ବଦନଶୀଳ ଘଟଣା ଅଟେ।ଝିଅ ମାନଙ୍କ ର ଇଜ୍ଜତ୍ ନେବା ସହ ଅତି ନୃଶଂସ ଭାବେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଉଛି ନର ରୂପୀ ରାକ୍ଷସ ମାନଙ୍କ ଦ୍ଵାରା।
ଏପରି ଅନେକ ଝିଅ ଏବଂ ମହିଳା ମାନେ ଅଛନ୍ତି ଯେଉଁମାନେ କି ତାଙ୍କ ସହ ହେଉଥିବା ଖରାପ କାମ ପାଇଁ ସେମାନେ ଉଚିତ୍ ଦଣ୍ଡ ଦେବା ସହ ସେମାନଙ୍କୁ ମଧ୍ୟ ବେଜିତ୍ କରିଥାଆନ୍ତି।ଦୁନିଆର ଲୋକଲଜ୍ୟା କୁ ନଡରି ସେମାନେ ନିଜ ସହ ଘଟିଥିବା ଅନ୍ୟାୟ ର ଉଚିତ୍ ଜବାବ୍ ଦେଇଥାନ୍ତି।କିଛି ସେହିଭଳି ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ।
ଏହି ନିକଟରେ ପାକିସ୍ଥାନ ର ରାଜଧାନୀ ଇସଲାମାବାଦ ର ଘଟିଥିବା ଏକ ଘଟଣାରେ ଜଣେ ମହିଳା ଙ୍କ ପ୍ରତି ବ୍ୟାଙ୍କ ଅଧିକାରୀଙ୍କ ଅଭଦ୍ରାମୀ ପରେ ମହିଳା ଙ୍କ ଅଭିଯୋଗ ପରେ ପୋଲିସ୍ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଏକ ଘଟଣାରେ ଆଉ ଜଣେ ବ୍ୟାଙ୍କ କର୍ମଚାରୀ, ଜଣେ ମହିଳା ଙ୍କ ୨ ଲକ୍ଷ ଟଙ୍କା ର ଏକ ଲୋନ୍ କରାଇଦେବା ପାଇଁ କହି ସେହି ମହିଳା ଙ୍କୁ ତାଙ୍କ ସହ ଶୋଇବା ପାଇଁ କହିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା।
କାରଣ ଏହା ଶୁଣିବା ପରେ ଉକ୍ତ ମହିଳା ଜଣକ ବ୍ୟକ୍ତି ଜଣଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ବିଚ୍ ରାସ୍ତା ରେ ମାଡ ମାରି ଅପମାନ କରି ଏହି ଘଟଣାର ଭିଡିଓ କରିବା ସହ ସୋସିଆଲ ମିଡ଼ିଆ ରେ ଏହାକୁ ଭାଇରାଲ କରିବା ପରେ ଉକ୍ତ ବ୍ୟାଙ୍କ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ନିକଟସ୍ଥ ପୋଲିସ୍।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।