ଦେଖନ୍ତୁ ଭିଡ଼ିଓ । ବନ୍ଦ Room ଭିତରେ ନାନା ପାଟିକର ଙ୍କ ସହିତ ଏହି ପ୍ରସିଦ୍ଧ ଅଭିନେତ୍ରୀ କରୁଥିଲେ ରୋମାନ୍ସ, ଦେଖିଲା ପରେ ନିଜକୁ କଣ୍ଟ୍ରୋଲ କରିବା କଷ୍ଟ ହୋଇଯିବ…..

ନେପାଳ ର କାଠମାଣ୍ଡୁ ରେ ୧୬ ଅଗଷ୍ଟ ୧୯୭୦ ରେ ଜନ୍ମ ଗ୍ରହଣ କରିଥିବା ବଲିଉଡ୍ ର ଲୋକପ୍ରିୟ ଫିଲ୍ମ୍ ଅଭିନେତ୍ରୀ ମନୀଷା କୋଇରାଲା ଅନେକ ସଫଳତାର ରହସ୍ୟ କୁ ଭେଦ କରିଛନ୍ତି।ସେ ବଲିଉଡ୍ ରେ ପ୍ରାୟ ୫୦ ରୁ ଅଧିକ ଫିଲ୍ମ୍ ରେ ତାଙ୍କର ଅଭିନୟ ର ଯାଦୁ ଦେଖାଇଛନ୍ତି। ତାଙ୍କର ସୁନ୍ଦରତା ସାଙ୍ଗକୁ ମନ ଛୁଆଁ ଅଭିନୟ ବେଶ୍ ଦର୍ଶକ ମାନଙ୍କର ଆଦୃତି ହାସଲ କରିଛି। ଯେଉଁ କାରଣରୁ ବଲିଉଡ୍ ରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି।

ତେବେ ଏହି ଅଭିନେତ୍ରୀ ଜଣଙ୍କ ସୌଦାଗର ଫିଲ୍ମ୍ ମାଧ୍ୟମରେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି ମାରିଥିଲେ। ଏହାଥିଲା ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ୍।

ସେହି ସମୟରେ ସେ ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ତାଙ୍କର ସେହି ସମୟରେ ତାଙ୍କ ଠାରୁ ୨୦ ବର୍ଷ ବଡ଼ ଅଭିନେତା ନାନା ପାଟିକର ଙ୍କ ସହିତ ଏଫାୟାର ଚାଲିଥିଲା ବୋଲି ବେଶ୍ ଚର୍ଚ୍ଚା ହେଉଥିଲା।ସେହି ସମୟରେ ମନୀଷା ଏବଂ ନାନା ପାଟିକର୍ ଙ୍କ ରିଲେସନଶିପ ବହୁତ ଚର୍ଚ୍ଚାର ପରିସରକୁ ଆସିଥିଲା।

କିନ୍ତୁ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାର କାରଣ ହେଉଛି ମନୀଷା ଦିନେ ନାନା ପାଟିକର ଙ୍କୁ ଆୟେଶା ଜୁଲ୍ ଙ୍କ ସହିତ ଏକ ରୁମ୍ ଭିତରେ ଆପତ୍ତିଜନକ ଅବସ୍ଥା ରେ ଧରିଥିଲେ।ଏହାପରେ ସେ ପାଟିକର ଙ୍କ ସହିତ ସବୁ ସମ୍ପର୍କ କୁ ଛିନ୍ନ କରିଥିଲେ ଏବଂ ପାଟିକର ଙ୍କୁ ଭତ୍ସନା କରିବା ସହିତ ଅୟେଶା ଙ୍କ ଉପରେ ବି ବହୁତ୍ ବର୍ଷିଥିଲେ।

କୁହାଯାଏ କି ନାନା ପାଟିକର ଏବଂ ମନୀଷା ଦୁଇଜଣ ଏକ ଫିଲ୍ମ୍ ଜରିଆରେ ପରସ୍ପର ର ଅନ୍ତରଙ୍ଗ ହୋଇଥିଲେ ଏବଂ ପ୍ରେମରେ ପଡି ଯାଇଥିଲେ।ଏହାପରେ ସେମାନଙ୍କ ଭିତରେ ବିବାଦ ବଢ଼ି ଯାଇଥିଲା ଏବଂ ନାନା ଯେମିତି ବି ହେଉ ମନୀଷା ଙ୍କୁ ମନେଇ ନେଇଥିଲେ।ଏହାପରେ ମନୀଷା ନାନା ଙ୍କୁ କହିଥିଲେ ତାଙ୍କ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ଯଦି ସେ ତାଙ୍କ ସହ ରିଲେସନ ରେ ରହିବାକୁ ଚାହୁଁଛନ୍ତି।

ପ୍ରଥମତଃ ଆୟେଶା ଙ୍କ ସହିତ ନାନା ଙ୍କୁ ଦେଖିବା ପରେ ମନୀଷା ଙ୍କ ହୃଦୟ ଭାଙ୍ଗି ଯାଇଥିଲା। ତାପରେ ପୁଣି ନାନା ପାଟିକର ତାଙ୍କ ସ୍ତ୍ରୀ ଙ୍କୁ ଛାଡ଼ିବା କୁ ରାଜି ନଥିବାରୁ ଏହାକୁ ଦେଖି ମନୀଷା ନାନା ଙ୍କ ଉଦ୍ଦେଶ୍ୟ ବୁଝି ଯାଇଥିଲେ। ସମୟକ୍ରମେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ଜୀବନରୁ ନାନା ପାଟିକର ଙ୍କୁ ସବୁଦିନ ପାଇଁ ଅଲବିଦା କହି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।