ବଣଭୋଜି କରିବାକୁ ଯାଇ ଜଙ୍ଗଲ ଭିତରେ ପ୍ରେମି ଯୁଗଳ କରୁଥିଲେ ଖେଳ ! ସ୍ଥାନୀୟ ଲୋକ ପହଂଚି ତାଙ୍କୁ ଶିଖାଇଲେ ଏହି ପାଠ । ଦେଖନ୍ତୁ ତାପରେ କଣ ହେଲା

ପ୍ରେମ କରିବା ଭୁଲ ନୁହେଁ, କିନ୍ତୁ ସର୍ବସାଧାରଣ ରେ ଏପରି କାର୍ଯ୍ୟ କରି ପ୍ରେମ କୁ ବଦନାମ କରିବା ହିଁ ପାପ।କିନ୍ତୁ ଏହାକୁ ବୁଝୁ ନାହାନ୍ତି ଆଜିର ଏହି ପ୍ରେମି ଯୁଗଳ।ନିଜର କାମନା ବାସନା ଏବଂ ପରସ୍ପର ପ୍ରତି ଥିବା ଆକର୍ଷଣ କୁ ସେମାନେ ପୂରଣ କରିବା ପାଇଁ କୌଣସି ବି ସ୍ଥାନ କୁ ଛାଡ଼ୁ ନାହାନ୍ତି।

ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ଦେଖିବାକୁ ମିଳୁଛି ଅନେକ ତାରତମ୍ୟ।ଆଜିର ଏହି ପ୍ରେମି ଯୁଗଳ ପ୍ରେମ କୁ ବିଚ ବଜାର ରେ ନିଲାମ କରି ସାରିଲେଣି।ଆଜିର ସମାଜ ରେ ହେଉ ଥିବା ଅପରାଧ ରେ ଅପରାଧି ମାନଙ୍କର ଯେତିକି ଭୁଲ ,ପ୍ରେମି ଯୁଗଳ ମାନଙ୍କର ମଧ୍ୟ ସେତିକି ଭୁଲ।କାରଣ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରି ସାରିଲେଣି।

Tags

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।

ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି।

ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏମିତି କିଛି ଘଟଣା ର ଭିଡ଼ିଓ ଭାଇରାଲ ହୋଇଛି।ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଜଙ୍ଗଲ ରେ ଏକ ବୁଦା ଭିତରେ ଏକ ପ୍ରେମି ଯୁଗଳ ବସି ରୋମାନ୍ସ କରୁ ଥିଲେ।ଏହି ସମୟରେ କିଛି ଯୁବକ ଚୁପଚାପ ଆସି ସେମାନଙ୍କ ର ଭିଡ଼ିଓ କଏଦ କଲେ ଏବଂ ତାଙ୍କ ପାଖକୁ ଯାଇ ସେମାନଙ୍କୁ ଗାଳି ଗୁଲଜ ସହିତ ଧମକ ଚମକ ଦେଲେ।

ସେମାନଙ୍କ ଭିଡ଼ିଓ ଭାଇରାଲ କରିବାର ବ୍ଲକମେଲିଂ ମଧ୍ୟ କଲେ।ସେହି ଯୁବକ ଯୁବତୀ ହାତ ଧରି ଯେତେ କାକୁତି ମିନତୀ ହେଲେ ମଧ୍ୟ ସେମାନେ ଶୁଣିଲେ ନାହିଁ।ସେମାନେ ଯୁବକକୁ ତା ବାପାଙ୍କୁ ଫୋନ କରିବା ପାଇଁ କହିଥିଲେ।ସେହି ପ୍ରେମି ଯୁଗଳ ସହିତ ଆଉ ଜଣେ ଯୁବତୀ ମଧ୍ୟ ଆସିଥିଲେ ଯାହାଙ୍କ ବୟସ ୧୫ ବର୍ଷ।

ତାକୁ ମଧ୍ୟ ସେମାନେ ଗାଳି ଗୁଲଜ କରିଥିଲେ।ସେମାନେ କହିଥିଲେ କି ଏତେ ଅଳ୍ପ ବୟସରୁ କାହିଁକି ନିଜ ଜୀବନକୁ ନଷ୍ଟ କରୁଛି।ତାପରେ ସେହି ଲୋକମାନେ ସେମାନଙ୍କୁ କହିଥିଲେ କି ଏପରି ନିଛାଟିଆ ଜାଗାରେ ଏପରି ଖରାପ କାମ କରି ପ୍ରେମକୁ ବଦନାମ କରିବା ଉଚିତ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।