ବାଳ ଝଡ଼ିବା କୁ ନେଇ ଚିନ୍ତା କରୁଛନ୍ତି କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି

ବର୍ତମାନ ସମସ୍ତଙ୍କ ଠାରେ ବାଳ ଝଡ଼ିବାର ସମସ୍ୟା ଦେଖାଯାଉଛି । ବାଳ ଝଡି ଝଡି ମୁଣ୍ଡରେ ଗୋଟିଏ ବି ବାଳ ରହୁନାହିଁ ଅତି ଅଳ୍ପ ବୟସରୁ ବାଳ ଝଡ଼ିବା ଆରମ୍ଭ ହୋଇ ଯାଇଛି । ଯାହା ଯୋଗୁ ଅତି ଅଳ୍ପ ବୟସ ରେ ମୁଣ୍ଡ ଗଞ୍ଜl ହୋଇ ଯାଉଛି । ଯାହା ଯୋଗୁଁ ସମସ୍ତେ ବହୁତ ଚିନ୍ତାରେ ରହୁଛନ୍ତି । ସେ ଝିଅ ହେଉ ଅଥବା ପୁଅ ହେଉ ସମସ୍ତଙ୍କ ଠାରେ ଏହି ପରି ସମସ୍ୟା ଦେଖା ଯାଉଛି ।

ଏମିତି ବହୁତ ଜଣ ଅଛନ୍ତି ଯେଉଁ ମାନେ ବହୁତ ଡାକ୍ତର ଦେଖାଉଛନ୍ତି କିନ୍ତୁ କିଛି ଲାଭ ହେଉ ନାହିଁ ବରଂ ହାନି ହେଉଛି । କାରଣ ଡାକ୍ତର ମାନେ ବହୁତ ପ୍ରକରର ରାସାୟନିକ ପଦାର୍ଥ ଲଗେଇବା ପାଈଁ କହୁଛନ୍ତି ।

ଯାହାକୁ ଲଗେଇବା ଦ୍ୱାରା ବାଳ ଅଧିକ ଖରାପ ହୋଇ ଯାଉଛି । ଆହୁରି ମଧ୍ୟ ବର୍ତମାନ ଦେଖା ଯାଉଛି ଅନେକ ଲୋକ ଯେଉଁ ମାନଙ୍କର ବୟସ କମ ଥିଲେ ମଧ୍ୟ ବାଳ ଧଳା ହୋଇ ଯାଉଛି । ଯାହା ଯୋଗୁଁ ସେମାନେ ଅନେକଙ୍କ ଦ୍ୱାରା ପରିହାସ ହେବାକୁ ପଡୁଛି । ସେମାନେ ମଧ୍ୟ ଡାକ୍ତର ଦେଖାଉଛନ୍ତି କିନ୍ତୁ ଯାହାର କିଛି ଉପକାର ହେଉ ନାହିଁ । ସେମାନେ ପରେ ନିଜର ବ୍ୟକ୍ତିତ୍ୱ କୁ ଠିକ ରଖିବା ପାଈଁ ବାଳ କଳା କରୁଛନ୍ତି ବିଭିନ୍ନ ରାସାୟନିକ ପଦାର୍ଥ ଲଗେଇ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ଯାହାର ଉପଯୋଗ କଲାମାତ୍ରେ ଆପଣଙ୍କୁ ପୂର୍ବ ସମସ୍ୟା ଗୁଡିକ ଦୂର ହୋଇଯିବ । ଏହି ଘରୋଇ ଉପଚାର ରେ ଯାହା ସବୁ ଆବଶ୍ୟକ ଅଛି ସେ ସବୁ ଆପଣଙ୍କୁ ଅତି ସହଜରେ ଘରେ ମିଳିଯିବ । ଦେଖିବେ ଆପଣ ଏହି ଘରୋଇ ଉପଚାର କୁ ଥରେ ଉପଯୋଗ କଲେ ଆପଣଙ୍କ ସମସ୍ତ କେଶ ଜନିତ ସମସ୍ୟା ଦୂର ହୋଇଯିବ । ତେବେ ଚାଲନ୍ତୁ ଜାଣିବା ସେହି ଉପଚାର ଘରୋଇ ଉପଚାର କେମିତି ତିଆରି କରିବେ ।

ପ୍ରଥମେ ଏକ କପରେ ଫୁଲ ସୋରିଷର ତେଲ ନିୟନ୍ତୁ । ଯାହାକୁ ଭଲ ଭାବରେ ଗରମ କରନ୍ତୁ ଏକ ସଫା ପାତ୍ରରେ । ଆପଣମାନେ ଜାଣିଥିବେ ଶୋରିଷତେଲ ବାଳ ପାଈଁ କେତେ ଉପଯୋଗୀ ଯାହାକୁ ବହୁତ ଵର୍ଷ ପୂର୍ବରୁ ବ୍ୟବହାର କରl ଯାଉଛି । ଗରମ ହେବା ପରେ ଦୁଇ ଚାମଚ କଳା ଜିରା ତାକୁ ସେହି ତେଲ ସହିତ ଫୁଟାନ୍ତୁ, ଏହା ଭଲ ଵାହବେ ଭାଜିଗଲା ପରେ ଦୁଇ ଚାମଚ ମେଥି ନିୟନ୍ତୁ ଏହାକୁ ମଧ୍ୟ୍ୟ ଭାଜନ୍ତୁ ।

ଭାଜିଗଲା ପରେ ଦେଥିରେ ଦୁଇଚାମଚ ମେହେନ୍ଦି ଗୁଣ୍ଡ ମିଶାଇ ଦିୟନ୍ତୁ । ଏହି ଜାଗାରେ ବାଡ଼ିରେ ହେଉଥିବା ମେହେନ୍ଦିପାତ୍ରକୁ ଉପଯୋଗ କରିପାରିବେ ।ଏହି ସବୁ ଭଲଭାବରେ ଗରମ ହୋଇଗଲା ପରେ ତାକୁ ଗୋଟିଏ ଘଣ୍ଟା ଥଣ୍ଡାକରିବା ପାଈଁ ଛାଡିଦିୟନ୍ତୁ ପରେ ଏହାକୁ ଛାଣି ବ୍ୟବହାର କରନ୍ତୁ ।

ଏହି ତେଲକୁ ଆପଣ ତିନି ମାସ ପର୍ଯ୍ୟନ୍ତ କାଚ ପତ୍ରରେ ରଖି ପାରିବେ । ତାପରେ ଏହାକୁ ଯେମିତି ଆପଣ ତେଲ ଲାଗନ୍ତି ସେମିତି ବ୍ୟବହାର କରିବେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।