Jyotish Shastra – ବହୁତ କନ୍ଦେଇଲା ଭାଗ୍ୟ, କିନ୍ତୁ ଏବେ 2021 ରୁ 2035 ପର୍ଯ୍ୟନ୍ତ ଆକାଶ ଛୁଇଁବ ଏହି ୭ଟି ରାଶିର ଭାଗ୍ୟ

ଗ୍ରହର ସ୍ଥିତି ବଦଳିବା ଫଳରେ କିଛି ରାଶି ଉପରେ ପ୍ରଭାବ ପଡିବ ଓ ଭାଗ୍ୟ ମଧ୍ୟ ବହୁତ ପରିବର୍ତନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବେ କିଛି ରାଶିଙ୍କର ଭାଗ୍ୟ ବହୁତ ପରିବର୍ତନ ହେବ । ଏହି ରାଶିଙ୍କର ଏବେ ଶନିଦେବ ଶୁଭ କୃପା କରିବେ । ଆସୁଥିବା କିଛି ଦିନ ଭିତରେ ତାଙ୍କ ମାନଙ୍କ ଭାଗ୍ୟ ପୁରା ଖୋଲିଯିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କର କେଉଁ ଜିନିଷରେ ଭଲ ହେବ । ଆପଣଙ୍କର ଯେଉଁ ସବୁ କାର୍ଯ୍ୟ ବାକି ରହିଥିବ ସେହି ସବୁ କାର୍ଯ୍ୟ ଏବେ ପୂରଣ ହୋଇଯିବ । ଯେଉଁ ଲୋକମାନେ ଚାକିରି କରୁଛନ୍ତି ସେମାନେ ଏବେ ବହୁତ ବଡ ପଦବୀରେ ରହି ପାରନ୍ତି ।

ପାରିବାରିକ ଯେତକ ସମସ୍ୟା ରହିଥିବ ସବୁ ଦୂରେଇ ଯିବ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆପଣଙ୍କ ଦ୍ଵାରା ହୋଇଥିବା କାର୍ଯ୍ୟ ବହୁତ ସହଜରେ ବହୁତ ସୁବିଧାରେ ହୋଇଯିବ । ନିଜର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ ।

1.ତୁଳା:-

ଆପଣଙ୍କର ବହୁତ ସମୟ ଧରି ଅସୁବିଧା ଭୋଗ କରୁଥିଲେ । ସମାଜରେ ବହୁତ ମାନ ଓ ସଂମମାନ ମଧ୍ୟ ବହୁତ ବଢିବ । ଏହି ସମୟରେ ଆପଣଙ୍କର ଆତ୍ମ ବିଶ୍ଵାସ ବଢିବ । ଆପଣଙ୍କର ଆସୁଥିବା ସମୟ ବହୁତ ଶୁଭ ହେବ ।

2.କନ୍ୟା:-

ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ କମ ସମୟରେ ବହୁତ ଲାଭ ମିଳିବ । ଆପଣଙ୍କର କୌଣସି ଅସୁବିଧା ଦେଖା ଦେବ ନାହିଁ । କେବେବି ଏହିଦିନ ମାନଙ୍କରେ ଧନର ଅଭାବ ଦେଖା ଯିବ ନାହିଁ । ବ୍ୟବାସାୟରେ ଭଲ ଲାଭ ହେବ । କୌଣସି ଅସୁବିଧା ଦେଖାଯିବ ନାହିଁ ।

3.ମେଷ:-

ଆପଣଙ୍କର ଭାଗ୍ୟ ବହୁତ ସାଥ ଦେବ । ବିଭାହୀତ ଜୀବନରେ ମଧ୍ୟ ବହୁତ ଖୁସିରେ ରହିବେ । କିଛି ଦିନ ଭିତରେ ଆପଣ ନିଜ ଘରକୁ ଏକ ନୂଆ ଯାନ ବାହାନ ଆଣି ପାରନ୍ତି । ଆର୍ଥିକ ସମସ୍ୟା ଦୂରେଇ ଯିବ। ଏହି ଦିନ ମାନଙ୍କରେ ନିଜର ମାତା ଓ ପିତାଙ୍କର ସହଯୋଗ ମିଳିବ ।

4.ସିଂହ:-

ଏହି ରାଶିର ଲୋକ ମାନେ ପ୍ରେମ ଜୀବନରେ ବହୁତ ଭଲ ହେବ । ବ୍ୟବସାୟରେ ଆପଣଙ୍କର କିଛି ଅସୁବିଧା ଦେଖାଦେବ ହେଲେ ଧର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ ସେଥିରେ ସଫଳତା ହାସଲ କରିବେ ।

5.ବୃଷ:-

ଏହି ରାଶିର ଲୋକ ମାନଙ୍କୁ ସବୁ କାର୍ଯ୍ୟରେ ପୂର୍ଣ ହେବା ଫଳରେ ବହୁତ ଖୁସିରେ ରହିବେ । ନିଜର ଥିବା ସବୁ କାର୍ଯ୍ୟ ଏବେ ବହୁତ ଶୀଘ୍ର ପୂର୍ଣ ହୋଇଯିବ ।  ନିଜର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ ।

6.ଧନୁ:-

ଗ୍ରହର ପରିବର୍ତନ ହେତୁ ବହୁତ ଲାଭ ହେବ ଓ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ରହିବ ଯାହା ଫଳରେ ଧନ ବା ଆର୍ଥିକ ସମସ୍ୟା କେବେ ହେଲେ ଦେଖା ଦେବ ନାହି ।

7.ମକରରାଶି:-

ଯେଉଁ ମାନେ ଚାକିରି କରୁଛନ୍ତି ସେଥିରେ ପଦ ଉତୀର୍ଣ୍ଣ ହେବ । । ଏହା ସହିତ ଆପଣଙ୍କର ଥିବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।