ବାହାଘର ପରେ ସ୍ୱାମୀ ସବ୍ୟ ଙ୍କ ସହ ସାରା ରାଜସ୍ଥାନ ବୁଲିଲେ ଓଡ଼ିଆ ଅଭିନେତ୍ରୀ Archita sahoo ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…

ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ କାଲି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅଲିଉଡ ର ଚର୍ଚ୍ଚିତ ଯୋଡ଼ି ଶବ୍ୟ ଅର୍ଚ୍ଚିତା । ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇ ସାରିବା ପରେ ଆଜି ରାଜସ୍ଥାନ ର ବିଭିନ୍ନ ସ୍ଥାନ ରେ ବୁଲୁ ଅଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ଆଉ ବର୍ତ୍ତମାନ ତାଙ୍କର ଫଟୋ ସବୁ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ବିବାହ ପରେ ସବ୍ୟ ଓ ଅର୍ଚ୍ଚିତା ବର୍ତ୍ତମାନ ରାଜସ୍ଥାନ ର ନୂଆ ନୂଆ ସ୍ଥାନ ବୁଲୁ ଅଛନ୍ତି ।

ଏହା ସହିତ ଆଜି ସେମାନେ ଓଡ଼ିଶା ଫେରିବାର ଲୋକ ମାନଙ୍କୁ ସୂଚନା ଦେଇଛନ୍ତି । କହିଛନ୍ତି ଯେ ସେ ଓଡ଼ିଶା ଫେରୁ ଅଛନ୍ତି । ଆଉ ଦୁଇ ତିନି ଦିନ ରେ ପରେ ଭୁବନେଶ୍ୱର ରେ ଗ୍ରାଣ୍ଡ ରିସେପ୍ସନ ହେବାକୁ ଯାଉଛି ସବ୍ୟ ଓ ଅର୍ଚ୍ଚିତା ଙ୍କ ର । ତେବେ ଆପଣ ମାନେ ଜାଣି ଥିବେ କାଲି ରାଜସ୍ଥାନ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ସବ୍ୟ ଅର୍ଚ୍ଚିତା । ସେ ହେଉଛନ୍ତି ଅଲିଉଡ ର ସବୁଠୁ ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା । ସେମାନେ ବହୁତ୍ ଘାତ ପ୍ରତଘାତ , ଆଲୋଚନା ଓ ସମାଲୋଚନା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା । କାହିଁକି ନା ସବ୍ୟ ଦ୍ଵିତୀୟ ଥର ପାଇଁ ଅର୍ଚ୍ଚିତା କୁ ବିବାହ କରିଥିଲେ ।

ପ୍ରଥମେ ସବ୍ୟ ସୀମା ଙ୍କୁ ବିବାହ କରିଥିଲେ ଆଉ ସୀମା ଙ୍କ ସହିତ ମତାନ୍ତର ହେବାରୁ ସବ୍ୟ ଓ ସୀମା ଙ୍କ ର ଛାଡ଼ପତ୍ର ହୋଇଥିଲା । ପରେ ସବ୍ୟ ଓ ଅର୍ଚ୍ଚିତା ଙ୍କ ମନ ମିଶିଥିଲା ଓ ଦୁଇ ପରିବାର ଙ୍କ ମନ ମିଶିଥିଲା ଆଉ ଏହା ପରେ ସବ୍ୟ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଗତକାଲି ରାଜସ୍ଥାନ ରେ ସୁଦୂର ଓଡ଼ିଶା ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଆଉ ସବ୍ୟ ଓ ଅର୍ଚ୍ଚିତା ପ୍ରତି ମିନିଟ୍ ରେ ସୋସିଆଲ ମିଡ଼ିଆ ରେ ସେମାନଙ୍କ ଫଟୋ ସେୟାର କରୁଛନ୍ତି ଓ କହିଛନ୍ତି ଯେ ସେମାନେ ଏବେ ଯେମିତି ଖୁସି ରେ ରହିଛନ୍ତି ଆଗକୁ ମଧ୍ୟ ସେମିତି ଖୁସି ରେ ରହିବେ ସାତ ଜନ୍ମ ପାଇଁ।

ଆଉ ଚଳଚ୍ଚିତ୍ର ଜଗତ ରେ ନିଜ କ୍ୟାରିୟର ଆଗକୁ ବଢ଼ାଇବା ଓ ଚଳଚ୍ଚିତ୍ର ଜଗତ ରୁ ପଛକୁ ଫେରିବେ ନାହିଁ କାହିଁକି ନା ଚଳଚ୍ଚିତ୍ର ଜଗତ ହିଁ ତାଙ୍କୁ ପରିଚୟ ଦେଇଚି । ତେବେ ଏମାନେ ନିଜ ବିବାହ ବିଷୟ ରେ ପୂର୍ବ ସୂଚନା କିଛି ଦେଇ ନଥିଲେ ଓ ହଠାତ୍ ହଳଦୀ ରସମ୍ ର ଫୋଟୋ ପରେ ବାହାଘର ଫଟୋ ସେୟାର କରିଥିଲେ। ତେବେ ଗତକାଲି ରାତି ୯ ଟା ରେ ସବ୍ୟସାଚୀ ଅର୍ଚ୍ଚିତା ସାହୁ ଙ୍କୁ ବିବାହ କରିଥିବାର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ସରପ୍ରାଇଯି ଥିଲା ଓ ସେମାନେ ଏହା ଦେଖି ଖୁବ୍ ଚକିତ ହୋଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।