ଦେଖନ୍ତୁ ଭିଡ଼ିଓ – ବାହାଘରର ପ୍ରଥମ ଦିନରେ ସବ୍ୟସାଚୀ କାହିଁକି ଶପଥ କରିବାକୁ କହିଲେ ଅର୍ଚ୍ଚିତା ଙ୍କୁ କାରଣ ଜାଣିଲେ ପାଦ ତଳୁ ମାଟି ଖସିଯିବ…
ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ କାଲି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅଲିଉଡ ର ଚର୍ଚ୍ଚିତ ଯୋଡ଼ି ଶବ୍ୟ ଅର୍ଚ୍ଚିତା । ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏମାନେ ନିଜ ବିବାହ ବିଷୟ ରେ ପୂର୍ବ ସୂଚନା କିଛି ଦେଇ ନଥିଲେ ଓ ହଠାତ୍ ହଳଦୀ ରସମ୍ ର ଫୋଟୋ ପରେ ବାହାଘର ଫଟୋ ସେୟାର କରିଥିଲେ।
ତେବେ ସେମାନେ ବହୁତ୍ ଘାତ ପ୍ରତଘାତ , ଆଲୋଚନା ଓ ସମାଲୋଚନା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା । କାହିଁକି ନା ସବ୍ୟ ଦ୍ଵିତୀୟ ଥର ପାଇଁ ଅର୍ଚ୍ଚିତା କୁ ବିବାହ କରିଥିଲେ ।
ତେବେ ସେମାନେ ଓଡିଶା ବାହାରେ ରାଜସ୍ଥାନ ରେ ସୁଦୂର ଓଡ଼ିଶା ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆଉ ସବ୍ୟ ଓ ଅର୍ଚ୍ଚିତା ପ୍ରତି ମିନିଟ୍ ରେ ସୋସିଆଲ ମିଡ଼ିଆ ରେ ସେମାନଙ୍କ ଫଟୋ ସେୟାର କରୁଛନ୍ତି ଓ କହିଛନ୍ତି ଯେ ସେମାନେ ଏବେ ଯେମିତି ଖୁସି ରେ ରହିଛନ୍ତି ଆଗକୁ ମଧ୍ୟ ସେମିତି ଖୁସି ରେ ରହିବେ ସାତ ଜନ୍ମ ପାଇଁ। ତେବେ ସେମାନେ ଦୁଇ ପରିବାର ଙ୍କ ଉପସ୍ଥିତି ରେ ଏକ ରୟାଲ ୱେଡିଂ କରିଛନ୍ତି। ତେବେ ବିବାହ ପରେ ଅର୍ଚ୍ଚିତା ଓ ସବ୍ୟସାଚୀ ରାଜସ୍ଥାନ ର ବିଭିନ୍ନ ସ୍ଥାନ ବୁଲିଥୁଲେ । ବର୍ତ୍ତମାନ ସେ ଓଡ଼ିଶା ଫେରି ଆସିଛନ୍ତି ।
ପ୍ରଥମ ଥର ପାଇଁ ବିବାହ ପରେ ଅର୍ଚ୍ଚିତା ଓ ସବ୍ୟସାଚୀ ମିଡ଼ିଆ ସାମ୍ନା କୁ ଆସିଛନ୍ତି ଓ ନିଜ ପ୍ରେମ ସମ୍ପର୍କ ରେ କହିଛନ୍ତି । ଅର୍ଚ୍ଚିତା ଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ତାଙ୍କ ଭଲ ପାଇବା କେବେ ଠାରୁ ଆରମ୍ଭ ଓ କେମିତି ? ସେ ଏହାର ଉତ୍ତର ରେ କହିଥିଲେ ଯେ ତାଙ୍କର ସବ୍ୟସାଚୀ ଙ୍କ ସହିତ କେତେବେଳେ ପ୍ରେମ ହୋଇଛି ସେ ଏହା ନିଜେ ବି ଜାଣି ନାହାନ୍ତି । କେତେବେଳେ ତାଙ୍କ ମନରେ ସବ୍ୟ ପାଇଁ ଭାବନା ଆସିଥିଲା ସେ ଏହା ନିଜେ ଜାଣି ନାହାନ୍ତି।
ଆଉ ଏହା ପରେ ଯେତେବେଳେ ତାଙ୍କୁ ପ୍ରପୋଜ୍ କରିବା କଥା ପଚରା ଯାଇଥିଲା ତେବେ ସେତେବେଳେ ସେ ଚୁପ୍ ଥିଲେ ଓ ସବ୍ୟ ଅର୍ଚ୍ଚିତା ଙ୍କୁ ଇଙ୍ଗିତ କରିଥିଲେ ଓ ଅର୍ଚ୍ଚିତା ପ୍ରଥମେ ପ୍ରାପୋଜ କରିଥିଲେ ବୋଲି ସେ ସୂଚନା ଦେଇଥିଲେ। ତେବେ ଉଭୟ ବିବାହ ପରେ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି । ବିବାହ ପରେ ଉଭୟ ପୁଣି ଥରେ ନିଜ ଫିଲ୍ମ୍ କ୍ୟାରିୟର କୁ ଫେରି ଆସିବେ ଓ ବିବାହ ପୂର୍ବରୁ ଯେମିତି ଅଭିନୟ କରୁଥିଲେ ସେମିତି ନିଜ ଅଭିନୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।