ଦେଖନ୍ତୁ ଭିଡ଼ିଓ । ବାହାଘର ପରେ ପ୍ରଥମ ଥର ସ୍ୱାମୀ ଙ୍କ ସହ ପୁରୀ ବୁଲିବାକୁ ଗଲେ କବିତା ଅପା….

ଆପଣ ମାନେ ଜାଣି ଥିବେ କୁଆଁରୀ ବୋହୂ ଧାରାବାହିକ ର କବିତା ଅପା ନିକଟ ଅତୀତରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ କୋରିଓଗ୍ରାଫର ସାଗର କୁ ବିବାହ କରିଛନ୍ତି। କବିତା ଅପା ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କ ସିରିଏଲ ଇଣ୍ଡଷ୍ଟ୍ରି ର ଅନେକ ଅଭିନେତ୍ରୀ ଓ ଅଭିନେତା ମାନେ ଯୋଗ ଦେଇ ଥିଲେ । ତେବେ ବିବାହ ପରେ ନୂଆ ବର୍ଷ ରେ କବିତା ଅପା ନିଜ ସ୍ବାମୀ ଙ୍କ ସହିତ ପୁରୀ ବୁଲିବାକୁ ଯାଇଛନ୍ତି । ତେବେ ବିବାହ ପରେ କବିତା ଅପା ପୁଣି ଥରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ଧାରାବାହିକ ରେ ଅଭିନୟ କରିବା ପାଇଁ ଯାଉଛନ୍ତି।

ଯଦି ଆମେ ତାଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ତାଙ୍କ ର ଜବରଦସ୍ତ ଅଭିନୟ ପାଇଁ ସେ ଖୁବ୍ କମ୍ ଦିନ ରେ ଲୋକ ମାନଙ୍କ ମଧ୍ୟରେ ଖୁବ୍ ପରିଚିତ ହୋଇ ପାରି ଥିଲେ । ତାଙ୍କର ଅଭିନୟ ପାଇଁ ସେ ଆଜି ନିଜର ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି।ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଖୁବ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଲୋକ ମାନଙ୍କ ହୃଦୟ ରେ ଅଲଗା ପ୍ରକାର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ଖୁବ୍ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ତାଙ୍କ ଅଭିନୟ ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି।

ତେବେ କବିତା ଅପା ଙ୍କ ପ୍ରକୃତ ନାମ ହେଉଛି ସୋନାଲି ପ୍ରଜ୍ଞା ସାଗର ଯିଏ କି କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ର ଅଭିନୟ କରୁଛନ୍ତି । ତେବେ କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ଚରିତ୍ର ରେ ଅଭିନୟ କରିବା ପୂର୍ବରୁ ସେ ଆହୁରି ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି। ଏହା ସହିତ କିଛି ଓଡ଼ିଆ ଫିଲ୍ମ୍ ରେ ମଧ୍ୟ ସେ ନଜର ଆସିଛନ୍ତି।ତେବେ ସୋନାଲି ଗତ ନୂଆ ବର୍ଷ ପୂର୍ବରୁ କରନା କଟକଣା କୁ ଦୃଷ୍ଟି ରେ ରଖି ବିବାହ କରିଛନ୍ତି ।

ସେତେବେ ବାହାଘର ପରେ ସୋନାଲି ଯିଏକି ଆପଣ ମାନଂକ ର କୁଆଁରୀ ବୋହୂ ଧାରାବାହିକ ର ପ୍ରିୟ କବିତା ଅପା ଭାବେ ଅଭିନୟ କରୁଛନ୍ତି ସେ ଏବେ ତାଙ୍କ ଶାଶୁଘରେ ଅଛନ୍ତି ମାନେ କଟକ ରେ ଅଛନ୍ତି।କିଛି ମାସ ପୂର୍ବରୁ କବିତା ଅପା ବା ସୋନାଲି ଙ୍କ ର ନିର୍ବନ୍ଧ ଶେଷ ହୋଇ ଥିଲା। କିନ୍ତୁ କରନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଜାରି କରା ଯାଇ ଥିବା ରୁ ତାଙ୍କ ବିବାହ ହୋଇ ପାରି ନଥିଲା । କିନ୍ତୁ ଏବେ ସମ୍ପୂର୍ଣ ଗାଇଡ ଲାଇନ ଅନୁସାରେ ଦୁଇ ଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।