ବଗିଚା ରେ କାମ କରୁଥିବା ସମୟରେ ମାଳି କୁ ମାଟିରୁ ମିଳିଲା ଏମିତି ଜିନିଷ ଦେଖି ରାତାରାତି ହୋଇଗଲେ……
କେତେବେଳେ କାହାର ଭାଗ୍ୟ ଖୋଲି ଯିବ କାହାକୁ ଜଣା ନଥାଏ । ଆପଣ ମାନେ କେବେ ବିଶ୍ୱାସ କରି ପାରିବ ନାହିଁ ଯେ ଏକ ମାଳି ବଗିଚା ରେ କାମ କରୁଥିବା ବେଳେ ତାକୁ କଣ ମିଳିଲା । ବଗିଚା ର ମାଳି ହାତ କୁ ଏକ ଏମିତି ଜିନିଷ ମିଳିଲା ଯାହା ମାଳି ର ଭାଗ୍ୟ ସବୁଦିନ ପାଇଁ ବଦଳାଇ ଦେଲା । ତେବେ କଣ ସେହି ମାଳି କୁ ମିଳିଥିଲା ବଗିଚା ରୁ ଆସନ୍ତୁ ଜାଣିବା ।
ସବୁଦିନ ପରି ମାଳି ବଗିଚା କୁ କାମ କରିବା ପାଇଁ ଯାଇ ଥିଲା। ଏମିତି କି ସେହି ବଗିଚା ର ମାଲିକ ମଧ୍ୟ ଜାଣି ନଥିଲା ଯେ ସେହି ମାଳି ର ଭାଗ୍ୟ ସେହି ଦିନ ଖୋଲାଯିବ ବୋଲି ।
ପ୍ରତିଦିନ ପରି ସେ ବଗିଚା ରେ କାମ କରିବା ଆରମ୍ଭ କରିଥିଲେ ଓ ବଗିଚା ସଫା କରିବା ଆରମ୍ଭ କଲେ । ବଗିଚା ସଫା କରି ସେ ଏକ ପୁରୁଣା ଓସ୍ତ ଗଛ ପାଖକୁ ଯେତେବେଳେ ସଫା କରିବା ପାଇଁ ଗଲେ ଆଉ ସେହି ଗଛ ର ମୂଳ ରେ ଏକ ମୂଲ୍ୟବାନ ପଦାର୍ଥ ପାଇ ଥିଲେ । ସେ ବଗିଚା ସଫା କରୁଥିବା ସମୟ ରେ ଏକ ପ୍ରକାର ବ୍ଲାକ ଗୋଲ୍ଡ ପାଇଲେ ।
ପ୍ରକୃତ ରେ ସେହି ବ୍ଲାକ ଗୋଲ୍ଡ ଏକ ପ୍ରକାର ଫଙ୍ଗସ ଅଟେ । ଯେଉଁ ଫଙ୍ଗଶ ଟି ଏକ ବିରଳ ଜାତି ର ଫଙ୍ଗସ ଅଟେ । ତେବେ ସେହି ବ୍ଲାକ ଫଙ୍ଗସ ର ଭାରତୀୟ ମୁଦ୍ରା ଅନୁସାରେ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ଅଟେ । ଏହା ଏକ ପ୍ରକାର ବିରଳ ଜାତି ର ଫଙ୍ଗସ ଅଟେ ଯାହା କୁ ଫ୍ରାନ୍ସ , ଜର୍ମାନୀ , ଇଟାଲୀ ଆଉ ଅନ୍ୟ ବାହାର ଦେଶ ର ଲୋକ ମାନେ ଖାଦ୍ୟ ରୂପେ ଖାଇ ଥାଆନ୍ତି । ଏହା ବହୁତ୍ ମୂଲ୍ୟବାନ ସାମଗ୍ରୀ ଅଟେ ଯାହାକୁ ବ୍ଲାକ ଗୋଲ୍ଡ ମଧ୍ୟ କୁହା ଯାଏ ।
ତେବେ ଯେଉଁ ମାଳି କୁ ଏହି ମୂଲ୍ୟବାନ ପଦାର୍ଥ ମିଳିଛି ସେ ପ୍ରକୃତ ରେ ବ୍ରିଟେନ ର ବାସିନ୍ଦା ଅଟନ୍ତି । ସେ ନିଜ ମାଲିକ ର ବହୁତ୍ ବିଶ୍ଵସ୍ତ ଅଟନ୍ତି । ଯିଏକି ତାଙ୍କ ବଗିଚା ରେ ଦୀର୍ଘ ୬୦ ବର୍ଷ ରୁ କାମ କରି ଆସୁଛନ୍ତି । ସେ ମାଳି ର ନାମ ଷ୍ଟିଭ ଫ୍ଲେଚର୍ ଅଟେ । ତେବେ ଯେତେବେଳେ ସେ ଏହି ଫଙ୍ଗସ ଟିକୁ ପାଇଲେ ସେ ଭାବିଲେ ଯେ ସେ କିଛି ଅଦରକାରୀ ଜିନିଷ ପାଇଛନ୍ତି ।
କିନ୍ତୁ ଯେତେବେଳେ ସେ ଏହି ପଦାର୍ଥ ବିଷୟ ରେ ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇ ଗଲେ ଯେ ସେ ଏତେ ମୂଲ୍ୟବାନ ପଦାର୍ଥ ପାଇଛନ୍ତି । ଏହି ଫଙ୍ଗସ ଟିକୁ ପାଇ ସାରିବା ପରେ ସେ ଓ ଏହା ବିଷୟ ରେ ଜାଣି ସାରିବା ପରେ ତାଙ୍କ ଆନନ୍ଦ ର ସୀମା ରହିଲା ନାହିଁ । ଏହି ଫଙ୍ଗସ ବିଷୟ ରେ ସେହି ବଗିଚା ର ମାଲିକ ମାନେ ମଧ୍ୟ ଅଜ୍ଞାତ ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।