ବାଛନ୍ତୁ ନିଜ ଜନ୍ମ ଗ୍ରହଣ କରିଥିବା ବର୍ଷ ଆଉ ଜାଣନ୍ତୁ ନିଜ ବିଷୟ ରେ କିଛି ଅଜଣା କଥା

କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।।ତେବେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ମସିହା ହିସାବରେ ଆପଣ ଙ୍କ ର କଣ ସବୁ ଭଲ ଗୁଣ ରହିଛି ଏହି ବିଷୟ ରେ ଜାଣିବା।

ତେବେ ଯଦି ଆପଣ ୧୯୯୦ ମସିହା ରୁ ୨୦୦୦ ମଧ୍ୟରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ନିଜ ର ଜୀବନ ବିଷୟ ରେ କିଛି ଅଜଣା କଥା ଜାଣିବା ପାଇଁ ଏହି ଲେଖା ଟିକୁ ସମ୍ପୂର୍ଣ ପଢନ୍ତୁ।

୧୯୯୦- ଏହି ବର୍ଷ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନେ ନିଜ ଭାବନା ଉପରେ କଣ୍ଟ୍ରୋଲ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଥାଆନ୍ତି । ନିଜର ଭାବନା କୁ ନେଇ ସବୁବେଳେ ଆପଣ ସାବଧାନ ରହି ଥାଆନ୍ତି ।

୧୯୯୧- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି । ଆପଣ କାହା ସହିତ ମିଶିବା ପାଇଁ ବହୁତ୍ ସମୟ ନେଇ ଥାନ୍ତି।

୧୯୯୨- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ବହୁତ୍ ପ୍ରଭାବ ଶାଳୀ ବ୍ୟକ୍ତି ଅଟନ୍ତି । ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରି ଥାଆନ୍ତି । ଆପଣ ନିଜ ଉପରେ ନିଜ ଜ୍ଞାନ ଉପରେ ବିଶ୍ୱାସ ରଖି ଥାଆନ୍ତି।

୧୯୯୩- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି । ଆପଣ ନିଜ ଭୁଲ୍ କୁ କେବେ ଲୁଚାଇ ରଖନ୍ତି ନାହିଁ । ନିଜ ଭୁଲ୍ ପାଇଁ ସବୁବେଳେ କ୍ଷମା କରି ଥାଆନ୍ତି ।

୧୯୯୪- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଫ୍ରେଣ୍ଡଲି ନେଚର୍ ର ହୋଇ ଥାଆନ୍ତି। ଆପଣ ସବୁବେଳେ ଅନ୍ୟ ମାନଙ୍କ ର ମନ କଥା ବହୁତ୍ ଭଲ ଭାବରେ ବୁଝି ପାରନ୍ତି ।

୧୯୯୫- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ମାନଙ୍କ କଳ୍ପନା ଶକ୍ତି ବହୁତ୍ ଅଧିକ ହୋଇଥାଏ। ନିଜର ଗୁଣ ପାଇଁ ଆପଣ ସବୁବେଳେ ଭିଡ଼ ଭିତରେ ବାରି ହୋଇ ଯାଆନ୍ତି ଓ ଲୋକ ମାନେ ଆପଣ ଙ୍କୁ ଖୁବ୍ ପସନ୍ଦ କରନ୍ତି ।

୧୯୯୬- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଜ କାର୍ଯ୍ୟ ପ୍ରତି ସମର୍ପିତ ହୋଇ ଥାଆନ୍ତି । ଆପଣ ବହୁତ୍ ପରିଶ୍ରମୀ ହୋଇ ଥାଆନ୍ତି ଓ ସେଥିପାଇଁ ଆପଣ ସବୁବେଳେ ସଫଳତା ପ୍ରାପ୍ତି କରି ଥାଆନ୍ତି ।

୧୯୯୭- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଜ ଜୀବନ ସାଥି ପ୍ରତି ସମର୍ପିତ ଥାଆନ୍ତି । ତେବେ ଆପଣ ନିଜ ଜୀବନ ସାଥି କୁ ଖୁବ୍ ପସନ୍ଦ କରି ଥାଆନ୍ତି ଓ ତାଙ୍କ ପାଇଁ ସବୁକିଛି କରି ଥାଆନ୍ତି ।

୧୯୯୮- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ସବୁ କାର୍ଯ୍ୟ ବହୁତ୍ ଆତ୍ମବିଶ୍ଵାସ ସହିତ କରି ଥାଆନ୍ତି ଓ କଠିନ ପରିଶ୍ରମୀ ହୋଇ ଥାଆନ୍ତି। ଏହା ସହିତ ଆପଣ ଖୁବ୍ ଭାବୁକ ବା ରଚନାତ୍ମକ ସ୍ଵଭାବ ର ହୋଇ ଥାଆନ୍ତି।

୧୯୯୯- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି । ଆପଣ ସାଧା ଓ ସରଳ ହୋଇ ଥାଆନ୍ତି ।

୨୦୦୦- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କୁ ନିଜେ ଲାଇଫ ରେ ସ୍ଵତନ୍ତ୍ରତା ଖୁବ୍ ପସନ୍ଦ ହୋଇ ଥାଏ ତେଣୁ ଆପଣ ସର୍ବଦା କଠିନ ପରିଶ୍ରମ କରି ଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।