life style – ବାଛନ୍ତୁ କୌଣସି ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କୁ କାହା Messageର ଅପେକ୍ଷା ଅଛି Sure success
କୌଣସି ବ୍ୟକ୍ତି ପସନ୍ଦ ତାର ସ୍ଵଭାବ ଓ ଲକ୍ଷଣ ର ଆଇନା ସଦୃଶ୍ୟ ହୋଇ ଥାଏ ତାକୁ କଣ ପସନ୍ଦ କଣ ପସନ୍ଦ ନୁହଁ ର । ସେଥିରୁ ତାର ସ୍ଵଭାବ ର ବହୁତ୍ କିଛି ଜାଣିବା ପାଇଁ ମିଳିଥାଏ ।ଆମେ ଆମ ନିଜ ବିଷୟ ରେ ଯେତେ ଜାଣିଲେ ବି ଆମର ସବୁବେଳେ ନିଜ ବିଷୟ ରେ ଜାଣିବା ଇଛା ଅଧିକ ରହି ଥାଏ।ତେବେ ଆଜି ଆମେ ଏକ ନମ୍ୱର୍ ଗେମ୍ ଦ୍ଵାରା ଆପଣ ନିଜ ଜୀବନ ରେ କାହାକୁ ଅଧିକ ଅପେକ୍ଷା କରିଛନ୍ତି ସେହି ବିଷୟ ରେ କିଛି ଜାଣିବା । ଏଥିପାଇଁ ଆମେ ଆପଣ ଙ୍କୁ ୧-୧୦ ଯାଏଁ ଟି ନମ୍ୱର୍ ଦେଖାଇବା ଯେଉଁ ଭିତରୁ ଆପଣ ଙ୍କୁ ଗୋଟିଏ ଚୟନ କରିବାରେ ଅଛି । ଏଥିପାଇଁ ଆପଣ 5 ସେକେଣ୍ଡ ସମୟ ନିଅନ୍ତୁ ଏହା ।
୧- ଯଦି ଆପଣ ନମ୍ବର ୧ ବାଛି ଅଛନ୍ତି ତେବେ ଆପଣ ନିଜ ଜୀବନ ରେ ଆପଣଙ୍କ ପ୍ରେମିକା କିମ୍ବା ପ୍ରେମିକା ର ମେସେଜ କୁ ଖୁବ୍ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି।
୨- ଯଦି ଆପଣ ନମ୍ବର ୨ ବାଛି ଅଛନ୍ତି ତେବେ ଆପଣ ନିଜ ଜୀବନ ରେ ଯେଉଁ ବ୍ୟକ୍ତି କୁ ଅଧିକ ଭଲ ପାଆନ୍ତି ଓ କେବେବି ନିଜ ଜୀବନ ରୁ ତାଙ୍କୁ ଦୂରେଇ ଦେବାକୁ ଚାହାନ୍ତି ନାହିଁ ତାଙ୍କ ମେସେଜ କୁ ଅପେକ୍ଷା କରିଛନ୍ତି।
୩- ଯଦି ଆପଣ ନମ୍ବର ୩ ବାଛି ଅଛନ୍ତି ତେବେ ଆପଣ ନିଜର ଅତିପ୍ରିୟ ବନ୍ଧୁ ର ମେସେଜ କୁ ଅପେକ୍ଷା କରିଛନ୍ତି ।
୪- ଯଦି ଆପଣ ନମ୍ବର ୪ ବାଛି ଅଛନ୍ତି ତେବେ ଆପଣ ମନେ ମନେ ଭଲ ପାଉଥିବା ବ୍ୟକ୍ତି ର ମେସେଜ କୁ ଅପେକ୍ଷା କରିଛନ୍ତି।
୫- ଯଦି ଆପଣ ନମ୍ବର ୫ ବାଛି ଅଛନ୍ତି ତେବେ ଆପଣ ନିଜ ପରିବାର ଲୋକ ଓ ଭାଇ ଭଉଣୀ ଙ୍କ ମେସେଜ କୁ ଅପେକ୍ଷା କରିଛନ୍ତି ।
୬- ଯଦି ଆପଣ ନମ୍ବର ୬ ବାଛି ଅଛନ୍ତି ତେବେ ଆପଣ ନିଜ ବୟ ଫ୍ରେଣ୍ଡ୍ କି ଗାର୍ଲ୍ ଫ୍ରେଣ୍ଡ୍ ର ମେସେଜ କୁ ଅପେକ୍ଷା କରିଛନ୍ତି।
୭- ଯଦି ଆପଣ ନମ୍ବର ୭ ବାଛି ଅଛନ୍ତି ତେବେ ଆପଣ ନିଜ ଜୀବନ ସାଥି ର ମେସେଜ କୁ ଅପେକ୍ଷା କରିଛନ୍ତି ।
୮- ଯଦି ଆପଣ ନମ୍ବର ୮ ବାଛି ଅଛନ୍ତି ତେବେ ଆପଣ ନିଜ ଜୀବନ ର ସବୁଠୁ ପ୍ରିୟ ବ୍ୟକ୍ତି ର ମେସେଜ କୁ ଅପେକ୍ଷା କରିଛନ୍ତି ।
୯- ଯଦି ଆପଣ ନମ୍ବର ୯ ବାଛି ଅଛନ୍ତି ତେବେ ଆପଣ କାମ କରୁଥିବା ସଂସ୍ଥା ର କର୍ମଚାରୀ ମେସେଜ କୁ ଅପେକ୍ଷା କରିଛନ୍ତି।
୧୦- ଯଦି ଆପଣ ନମ୍ବର ୧୦ ନମ୍ୱର୍ ବାଛି ଅଛନ୍ତି ତେବେ ଆପଣ ନିଜ ପରିବାର ଲୋକ ଓ ବାପା ମା ଙ୍କ ମେସେଜ କୁ ଅପେକ୍ଷା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।