ବାଛନ୍ତୁ ଗୋଟିଏ ଦ୍ଵୀପ ଏବଂ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା
କୌଣସି ବ୍ୟକ୍ତି ପସନ୍ଦ ତାର ସ୍ଵଭାବ ଓ ଲକ୍ଷଣ ର ଆଇନା ସଦୃଶ୍ୟ ହୋଇ ଥାଏ ତାକୁ କଣ ପସନ୍ଦ କଣ ପସନ୍ଦ ନୁହଁ ର । ସେଥିରୁ ତାର ସ୍ଵଭାବ ର ବହୁତ୍ କିଛି ଜାଣିବା ପାଇଁ ମିଳିଥାଏ । ତେବେ ଆଜି ଆମେ ଏଠାରେ 5 ପ୍ରକାର ଅଲଗା ଅଲଗା ଦ୍ଵୀପ ଆପଣ ଙ୍କୁ ଦେଖାଇ ବୁ । ସେଥିରୁ ଆପଣ ଙ୍କୁ ଗୋଟିଏ ଚୟନ କରିବା ରେ ଅଛି ।
ଆପଣ ଙ୍କ ଚୟନ ରୁ ଆପଣ ଙ୍କ ଜୀବନ ସାଥୀ ବିଷୟ ରେ କିଛି ଅଧିକ ତଥ୍ୟ ବିଷୟ ରେ ଜାଣିବା । ତେବେ ଏହାକୁ ଚୟନ କରିବା ପାଇଁ ଆପଣ ଙ୍କୁ 5 ସେକେଣ୍ଡ ସମୟ ଦିଆ ଯିବ । ତେବେ ଆସନ୍ତୁ ଆରମ୍ଭ କରିବା ।
ଯଦି ଆପଣ ପ୍ରଥମ ଦ୍ଵୀପ ବାଛି ଅଛନ୍ତି ତେବେ ଆପଣ ଙ୍କ ଜୀବନ ସାଥି ବହୁତ୍ ବୁଝିବା ଶୁଝିବା ବ୍ୟକ୍ତି ଅଟନ୍ତି । ସେ ସବୁବେଳେ ଆପଣ ଙ୍କୁ ଆଗକୁ ବଢ଼ିବା ରେ ସାହାର୍ଯ୍ୟ କରି ଥାଆନ୍ତି । ଆପଣ ଙ୍କ ପାର୍ଟନର ଜଣେ ଏମିତି ବ୍ୟକ୍ତି ଅଟନ୍ତି ଯାହା ଙ୍କ ପାଖରେ ବସିବା ଦ୍ଵାରା ଶିକ୍ଷଣୀୟ ଜିନିଷ ଶିଖିବା ପାଇଁ ମିଳିବ । ଏତେ ବ୍ୟସ୍ତ ରହିଲେ ମଧ୍ୟ ସେ ଆପଣ ଙ୍କୁ ସମୟ ଦେବା ପାଇଁ ଭୁଲନ୍ତି ନାହିଁ ।
ଯଦି ଆପଣ ଦିତୀୟ ଦ୍ଵୀପ ଟି ବାଛି ଅଛନ୍ତି ତେବେ ଆପଣ ଙ୍କ ପାର୍ଟନର ବହୁତ୍ ଆକର୍ଷୀୟ ବ୍ୟକ୍ତିତ୍ୱ ର ଲୋକ । ଏହା ସହିତ ସେ ବହୁତ୍ ଲଭିଙ୍ଗ ଓ କେୟରୀଙ୍ଗ ମଧ୍ୟ ଅଟନ୍ତି । ଆପଣ ଙ୍କ ପାର୍ଟନର ଙ୍କ ଦିଲ୍ ସବୁବେଳେ ଆପଣ ଙ୍କ ପାଇଁ ଧଡକି ଥାଏ ।
ଯଦି ଆପଣ ତୃତୀୟ ଦ୍ଵୀପ ବାଛି ଅଛନ୍ତି ତେବେ ଆପଣ ଙ୍କ ପାର୍ଟନର ଜଣେ ବହୁତ୍ ଖୁସି ପ୍ରକୃତି ର ଲୋକ । କିନ୍ତୁ ଭଲ ପାଇବା କ୍ଷେତ୍ର ରେ ସେ ଟିକେ ଲାଜକୁଳୀ ସ୍ଵଭାବ ର ଅଟନ୍ତି । ତେବେ ସେ ଆପଣ ଙ୍କୁ ବହୁତ୍ ଭଲ ପାଇ ଥାଆନ୍ତି। ଆପଣଙ୍କ ମୁହଁ ରେ ଛୋଟ ହସ ଟିଏ ଦେଖିବା ପାଇଁ ସେ ବହୁତ୍ କିଛି କରି ଥାଆନ୍ତି ।
ଯଦି ଆପଣ ଚତୁର୍ଥ ଦ୍ଵୀପ ବାଛି ଅଛନ୍ତି ତେବେ ଆପଣ ଙ୍କ ଲାଇଫ ପାର୍ଟନର ବହୁତ୍ ରୋମାଣ୍ଟିକ ଅଟନ୍ତି । ଲାଇଫ ରେ ମଧ୍ୟ ସେ ବହୁତ୍ ରୋମାଞ୍ଚକ ବ୍ୟକ୍ତି ଅଟନ୍ତି । ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟ ରେ କାହାରି ସହିତ ଆଲୋଚନା କରନ୍ତି ନାହିଁ । କିନ୍ତୁ ଆପଣ ତାଙ୍କ ଜୀବନ ରେ ଏମିତି ଏକ ବ୍ୟକ୍ତି ବିଶେଷ ଅଟନ୍ତି ଯାହା ସହିତ ସେ ସବୁ କିଛି ସେୟାର କରି ଥାଆନ୍ତି । ଆପଣ ଦୁଇ ଜଣଙ୍କ ଜୀବନ ରେ ବହୁତ୍ ଭଲ ପାଇବା ରହିଛି ।
ଯଦି ଆପଣ ପଞ୍ଚମ ଦ୍ଵୀପ ବାଛି ଅଛନ୍ତି , ତେବେ ସେ ବହୁତ୍ ସଚ଼ା ଅଟନ୍ତି । ସମ୍ପର୍କ ଆଉ ଜୀବନ ସାଥୀ ଙ୍କୁ ବହୁତ୍ ଅଧିକ ମହତ୍ୱ ଦେଇ ଥାଆନ୍ତି । ଆପଣ ଙ୍କ ପାର୍ଟନର ବହୁତ୍ ନରମ ସ୍ଵଭାବ ର ହୋଇ ଥାଆନ୍ତି ସେ ସବୁବେଳେ ଅନ୍ୟ ମାନଂକ ର ଚିନ୍ତା କରି ଥାଆନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।