Shiba Ratri Love Test – ବାଛନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କ ହୃଦୟରେ କାହାର ନାମ ଅଛି ୧୦୦% ଗ୍ୟାରେଣ୍ଟି କହିଦେବି
କୌଣସି ବ୍ୟକ୍ତି ପସନ୍ଦ ତାର ସ୍ଵଭାବ ଓ ଲକ୍ଷଣ ର ଆଇନା ସଦୃଶ୍ୟ ହୋଇ ଥାଏ ତାକୁ କଣ ପସନ୍ଦ କଣ ପସନ୍ଦ ନୁହଁ ର । ସେଥିରୁ ତାର ସ୍ଵଭାବ ର ବହୁତ୍ କିଛି ଜାଣିବା ପାଇଁ ମିଳିଥାଏ। ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯେ ପ୍ରେମ ସମସ୍ତଙ୍କୁ ହୋଇଥାଏ ଓ ଯେତେବେଳେ ପ୍ରେମ ହୋଇଥାଏ ଏହା ଜାତି ଗୋତ୍ର ଧର୍ମ କିଛି ଦେଖି ନଥାଏ ।ତେବେ ଆଜି ଆମେ ସେହି ପ୍ରେମ ସମ୍ପର୍କ ବିଦାୟ ରେ କିଛି କଥା ଜାଣିବା ।
ତେବେ ଆଜିର ଏହି ଲେଖା ମାଧ୍ୟମ ରେ ଆଜି ଆମେ କିଛି ନମ୍ୱର୍ ଦେଖିବା ଯାହା ମାଧ୍ୟମ ରେ ଜାଣିବା ଯେ ଆପଣ ଙ୍କ ହୃଦୟ ରେ କାହାର ନାମ ସବୁବେଳେ ଥାଏ ଏଥିପାଇଁ ଆପଣ ୧-୧୦ ଜାଏ ଗୋଟିଏ ନମ୍ୱର୍ ମନେ ମନେ ବାଛନ୍ତୁ ଏହା ପରେ ଆମେ ଆପଣଙ୍କୁ ଏହାର ଉତ୍ତର ବିଷୟ ରେ କହିବୁ ତେବେ ଆସନ୍ତୁ ଜାଣିବା ;
୧- ଯଦି ଆପଣ ଏହି ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ଭାଇ ଭଉଣୀ ଙ୍କୁ ସବୁଠୁ ଅଧିକ ଭଲ ପାଇ ଥାଆନ୍ତି ଓ ସବୁବେଳେ ତାଙ୍କ ବିଷୟ ରେ ଭାବି ଥାଆନ୍ତି ଓ ତାଙ୍କ ନାମ ସବୁବେଳେ ଆପଣଙ୍କ ହୃଦୟ ରେ ଥାଏ ।
୨- ଯଦି ଆପଣ ୨ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ବାପା ମା ଙ୍କୁ ନିଜର ଦୁନିଆ ବୋଲି ଭାବି ଥାଆନ୍ତି ତେଣୁ ସବୁକିଛି ତାଙ୍କ ପାଇଁ କରି ଥାଆନ୍ତି ଓ ସବୁବେଳେ ତାଙ୍କ କଥା ଚିନ୍ତା କରି ଥାନ୍ତି ।
୩- ଯଦି ଆପଣ ୩ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ଭଲ ପାଇବା କୁ ସବୁବେଳେ ଅଧିକ ପ୍ରାଧାନ୍ୟ ଦିଅନ୍ତି ଓ କେବେ ମଧ୍ୟ ଏହାକୁ ଛାଡନ୍ତି ନାହିଁ ।
୪- ଯଦି ଆପଣ ୪ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ଜୀବନସାଥି ଙ୍କ ବିଷୟ ରେ ସବୁବେଳେ ଭାବି ଥାଆନ୍ତି ।
୫- ଯଦି ଆପଣ ୫ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ଙ୍କ ପାଇଁ ବନ୍ଧୁତା ର ମୂଲ୍ୟ ସବୁବେଳେ ଅଧିକ ଥାଏ ତେଣୁ ସବୁବେଳେ ଆପଣ ନିଜ ବନ୍ଧୁତା ବିଷୟ ରେ ଭାବି ଥାଆନ୍ତି ।
୬- ଯଦି ଆପଣ ୬ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ପରିବାର ଲୋକଙ୍କ ବିଷୟ ରେ ସବୁବେଳେ ଚିନ୍ତା କରି ଥାଆନ୍ତି।
୭- ଯଦି ଆପଣ ୭ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ପ୍ରେମ ସମ୍ପର୍କ ସୁଦୃଢ ରଖିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି ଓ ସବୁବେଳେ ସେହି ବିଷୟରେ ଭାବି ଥାଆନ୍ତି ।
୮- ଯଦି ଆପଣ ୮ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣଙ୍କ ପାଇଁ ପରିବାର ସବୁକିଛି ହୋଇଥାଏ ଓ ସବୁବେଳେ ସେମାନଙ୍କ ଖୁସି ବିଷୟ ରେ ଭାବି ଥାଆନ୍ତି ।
୯- ଯଦି ଆପଣ ୯ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ଭବିଷ୍ୟତ ବିଷୟ ରେ ସବୁବେଳେ ଚିନ୍ତା କରନ୍ତି ।
୧୦- ଯଦି ଆପଣ ୧୦ ନମ୍ୱର୍ ଟି ବାଛି ଅଛନ୍ତି ତେବେ ଆପଣ ନିଜ ପୁରୁଣା ପ୍ରେମ ବିଷୟ ରେ ସବୁବେଳେ ଭାବୁ ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।