ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ…
ଏଠାରେ 3ଟି ନମ୍ବର ରହିଛି ଯାହାକି ଆପଣ ବାଛି କି ଆପଣଙ୍କ ମନରେ କଣ ସବୁ ଚାଲିଛି ତାହା ଆପଣ ଜାଣି ପାରିବେ | ତେବେ ଆପଣ କୌଣସି ଏକ ପ୍ରିୟ ବ୍ୟକ୍ତି ଙ୍କର ନାମ କୁ ଚିନ୍ତା କରିକି ଏକ ସଂଖ୍ୟା କୁ ବାଛନ୍ତୁ ଯାହା ଦ୍ୱାରା ଆପଣଙ୍କ ମନ ଭିତରେ ତାଙ୍କ ପାଇଁ କଣ ଚାଲୁ ଅଛି ଏହା ଜାଣି ପାରିବେ | ଯଦି ଆପଣଙ୍କ ମନରେ ଦୁଇ ତିନୋଟି ପ୍ରିୟ ବ୍ୟକ୍ତି ଙ୍କ ଛବି ଆସୁଅଛି ତେବେ ପ୍ରତେକ ଙ୍କୁ ନେଇ ଆପଣ ଅଲଗା ଅଲଗା ସଂଖ୍ୟା ବାଛି ପାରନ୍ତି |
ପ୍ରଥମେ ଆପଣ ଧ୍ୟାନ କରି ଏକ ବ୍ୟକ୍ତି ଙ୍କ ନାଁ କୁ ଚିନ୍ତା କରନ୍ତୁ ଏହାପରେ ଏହି 1,2ଓ 3 ମଧ୍ୟରୁ ଏକ ସଂଖ୍ୟା ବାଛନ୍ତୁ ଯାହାକି ଆପଣଙ୍କ ନିଜ କଥା ଆପଣ ଜାଣି ପାରିବେ, ସେହି ସମ୍ପର୍କ ରେ ଆଜି ଆମେ କହିବୁ |
ନମ୍ବର 1:- ଯଦି ଆପଣ ଏହି ନମ୍ବର ଟିକୁ ବାଛିଛନ୍ତି ତେବେ ଆପଣଙ୍କର ମନ୍ଦ ଦୋଷ ଖୁବ କମ ସମୟରେ ଦୂର ହୋଇଯିବ, ଚନ୍ଦ୍ର ଙ୍କର ଫଳ ଆପଣଙ୍କ ପାଇଁ ରହିବ | ବର୍ତ୍ତମାନ ଆପଣ ଯେଉଁ କଥା ପାଇଁ ଅଧିକ ଚିନ୍ତା କରୁଛନ୍ତି ବ୍ୟସ୍ତ ରହୁଛନ୍ତି ତାହାର ଫଳ ଆପଣଙ୍କୁ କୁ ଟିକେ ଡେରି ରେ ମିଳିବ | ଆଉ ଆପଣଙ୍କର ଗୁପ୍ତ ଧନର ଆଶା ବହୁତ ରହୁଛି ଯେମିତି କି ଆପଣ ଙ୍କୁ କେଉଁଠି ଗୁପ୍ତ ଧନ ମିଳି ଯାଆନ୍ତା କି କିନ୍ତୁ ସେମିତି କିଛି ମିଳିବ ନାହିଁ |
ଆପଣ ଙ୍କୁ କେଉଁଠି ଯଦି ଗୁପ୍ତ ଧନ ପ୍ରାପ୍ତ ହେବାର ରହିଥାଏ ତେବେ ତାହା ଅଚାନକ ହିଁ ପ୍ରାପ୍ତି ହୋଇ ଥାଏ | ଆପଣ ଅର୍ଥକୁ ବେକେରିଆ ଖର୍ଚ୍ଚ କରନ୍ତୁ ନାହିଁ ଅର୍ଥାତ ଆୟର ସଦୁପଯୋଗ କରନ୍ତୁ | ଆପଣ ଅଧିକ ଖର୍ଚ୍ଚ କରୁ ଥିବାରୁ ଅଧିକ ଚିନ୍ତିତ ରହୁଛନ୍ତି କିନ୍ତୁ ଏଥିପ୍ରତି ଆପଣ ଧ୍ୟାନ ରଖନ୍ତୁ | ଆଉ ଆପଣ ନିଜ ଭବିଷ୍ୟତ କୁ ନେଇ ବହୁତ ଚିନ୍ତା କରି ଥାଆନ୍ତି ଆଉ ଆପଣ ଙ୍କର ଶୁଭ ସମୟ ମଧ୍ୟ ଆରମ୍ଭ ହୋଇ ଗଲାଣି |
ନମ୍ବର 2:- ଆପଣଙ୍କ ମନରେ ଗୁଡିଏ ପ୍ରଶ୍ନ ଘୁରି ବୁଲୁ ଅଛି ଯେହେତୁ ଆପଣ ଦୁଶ୍ଚିନ୍ତା ରେ ଅଛନ୍ତି ଆପଣଙ୍କର ସମସ୍ତ କାର୍ଯ୍ୟ ଆପଣଙ୍କ ଶକ୍ତି ବାହାରେ | ମୁଣ୍ଡ ଉପରେ ବୋଝ ଏପରି ରହିଛି କି ଆପଣ କେଁଉ କାର୍ଯ୍ୟ ରେ ଆଗେ ହାତ ଦେବେ ତାହା ଜାଣି ପାରୁ ନାହାଁନ୍ତି ଯାହାକୁ ନେଇ ଆପଣ ଖୁବ ଚିନ୍ତା କରୁଛନ୍ତି |
ଆପଣ କଣ କରିବେ କଣ କରିବେ ନାହିଁ ଏଭଳି କିଛି ଧର୍ମ ସଙ୍କଟ ରେ ଅଛନ୍ତି କିନ୍ତୁ ଏହା କ୍ଷଣ ମାତ୍ର ଯାହାକି ଦୁଇ ତିନି ଦିନ ମଧ୍ୟରେ ଆପଣଙ୍କର ସମସ୍ୟା ର ସମାଧାନ ହୋଇଯିବ ଏବଂ ଆପଣଙ୍କ ପାଇଁ ଆଗକୁ ଶୁଭ ସମୟର ଆଗମନ ହେବା ପାଇଁ ଯାଉଛି |
ନମ୍ବର 3:- ଆପଣ ସନ୍ତାନ ଙ୍କୁ ନେଇ ଅଧିକ ଚିନ୍ତା କରୁଛନ୍ତି ଆଉ ମନ ମଧ୍ୟରେ ନାନା ଉଦବେଗ ଜାତ ହେଉଛି ଯାହା ଭାବୁଛନ୍ତି ସେହି କାର୍ଯ୍ୟ କରି ପାରୁ ନାହାଁନ୍ତି | ଅନ୍ୟ ମାନଙ୍କୁ ନେଇ ବିଶେଷ ଚିନ୍ତା କରୁଛନ୍ତି ଆଉ ଆଶା ଧନ ଆପଣଙ୍କୁ ମିଳୁ ନାହିଁ | ପାରିବାରିକ ରେ ଅନେକ ସମସ୍ୟା ଦେଖା ଯାଉଛି, ତେବେ ଆପଣ କିନ୍ତୁ ଏହି ସମୟ କୁ ଯିବା ପାଇଁ ଦିଅନ୍ତୁ କାରଣ ଏହି ସମୟ ଆପଣଙ୍କ ପାଇଁ ଲାଗି ରହିବ | ଆପଣ ଏହି ବର୍ଷ ରେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏହା ଆପଣଙ୍କ ପାଇଁ ସର୍ବୋତମ ରହିବ |