Viral ଭିଡ଼ିଓ – ବାଡୁଅ ପାଣିରେ ଗାଧୋଇଲେ ollywood ହିରୋଇନ ଭୂମିକା (Bhoomika), ବିବାହ ବନ୍ଧନରେ ଯୋଡି ହେବେ! ଦେଖନ୍ତୁ ପୁରା ଭିଡ଼ିଓ…

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି |

ସେଲିବ୍ରେଟି ଙ୍କର ଜୀବନ ସାଧାରଣ ଭାବରେ ଟିକେ ଷ୍ଟାଇଲିସ ଧରଣ ର ହୋଇ ଥାଏ ଯାହାକି ସେମାନେ ସାଧାରଣ ଲୋକ ଙ୍କ ଠାରୁ ତାଙ୍କ ଜୀବନ ଶୈଳୀ ଅଲଗା ହୋଇ ଥାଏ | ସେଲିବ୍ରେଟି ମାନେ ମଧ୍ୟ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହି ଥାଆନ୍ତି ଏବଂ କିଛି ନା କିଛି ମଜାଦାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ମନ ପସନ୍ଦ ର ଭାଇରାଲ ଫଟୋ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |
ତେବେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଭୂମିକା | ଅଭିନେତ୍ରୀ ଭୂମିକା ଦାସ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ଶିଶୁ କଳାକାର ଭାବେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରି ଥିଲେ | ତେବେ ଶିଶୁ କଳାକାର ଭାବରେ ବହୁତ ସାରା ଫିଲ୍ମ ରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଆପଣ ନିଶ୍ଚିତ ଭାବରେ ଦେଖିବା ପାଇଁ ପାଇ ଥିବେ | କିନ୍ତୁ ବର୍ତ୍ତମାନ ସମୟରେ ଭୂମିକା ଦାସ ଏକ ଭଲ ନାମିଦାମୀ ହିରୋଇନ ହୋଇ ସାରିଛନ୍ତି | ସେ ହିରୋଇନ ଭାବରେ କାମ କରି ଜବରଦସ୍ତ ଅଭିନୟ ଦ୍ୱାରା ସେ ଦର୍ଶକ ଙ୍କ ମନକୁ କିଣି ପାରିଛନ୍ତି ଅର୍ଥାତ ଦର୍ଶକ ଙ୍କ ମନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରି ପାରିଛନ୍ତି |

ତେବେ ଆଗାମୀ ସମୟରେ ଭୂମିକା ଦାସ ଙ୍କର ଏକ ନୂଆ ସିନେମା ଆସିବାକୁ ଯାଉଅଛି ଯେଉଁ ଫିଲ୍ମ ରେ ଆପଣ ସ୍ୱରାଜ ଙ୍କୁ ହିରୋ ଭୂମିକା ରେ ଦେଖିବାକୁ ପାଇବେ ଏବଂ ଅନ୍ୟ ଏକ ଭୂମିକା ରେ ଆପଣ ଶୁଭମ ଙ୍କୁ ଦେଖିବା ପାଇଁ ପାଇବେ | ଏଥିରେ ଡବଲ ହିରୋ ଆପଣ ଦେଖିବାକୁ ପାଇବେ, ତେବେ ହିରୋଇନ ଭୂମିକା ରେ ଏଥିରେ ଭୂମିକା କାମ କରିଛନ୍ତି | ଯେଉଁଥିରେ କି ଭୂମିକା ଦାସ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିବା କିଛି ଫଟୋ ଓ ବାଡ଼ୁଅ ପାଣିରେ ଗାଧୋଉ ଥିବାର କିଛି ଫଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ତେବେ ଏହି ଫଟୋ ଗୁଡିକୁ ଦେଖି ଦର୍ଶକ ମାନେ ଭାବୁଛନ୍ତି କି ଭୂମିକା ଦାସ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।