ବାଃ ବାଃ ରେ ମଣିଷ । ଭିନ୍ନକ୍ଷମ ହୋଇ ମଧ୍ୟ ସମସ୍ତ ଙ୍କ ଆଗରେ ଉଦାହରଣ ସାଜିଛନ୍ତି ଏହି ଝିଅ ! ଦୁଇଟି ହାତ ନାହିଁ ତଥାପି କରୁଛନ୍ତି ଏମିତି କାମ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ….

ଭଗବାନ କାହାକୁ କେମିତି ସୃଷ୍ଟି କରି ଥାନ୍ତି,ତାହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କୁ ହିଁ ଜଣା।ଅନେକ ସମୟରେ ଆପଣ ଏମିତି ଅନେକ ଲୋକଙ୍କୁ ଦେଖି ଥିବେ,ଯାହା ପାଖରେ ଏମିତି କିଛି ଭଲ ଟ୍ୟାଲେଣ୍ଟ ଥିବ ,କିନ୍ତୁ ତାପାଖରେ କିଛି ନା କିଛି ଜିନିଷ ର ଅଭାବ ଥିବ।ହୁଏତ କାହା ପାଖରେ ଗୋଡ଼ ନଥିବ ତ ପୁଣି କାହା ପାଖରେ ହାତ ନଥିବ ତ ପୁଣି କାହା ପାଖରେ ଆଖି ନଥିବ କିନ୍ତୁ ସେମାନେ ଏମିତି କିଛି ପ୍ରତିଭାର ଅଧିକାରୀ ହୋଇ ଥିବେ ଯାହା କୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଉ।ତେଣୁ କୁହାଯାଏ ଯେ ଇଛା ଥିଲେ ଉପାୟ ଆପେ ଆପେ ଆସେ ।

କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୃଢ଼ ଇଛା ରଖିଛନ୍ତି ତେବେ ସେହି କାର୍ଯ୍ୟ କୁ କରିବା ପାଇଁ ଆପଣ ଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ସେମିତି ଏକ ଉଦାହରଣ ଆଜି ଆମ ସାମ୍ନାକୁ ଆସିଛି ଯେଉଁଠି ଝିଅ ଟିର ହାତ ନଥାଇ ମଧ୍ୟ ସେ ସବୁ କାମ କରି ପାରୁଛି ।

କୁହାଯାଏ ଯେ ମଣିଷ କିଛି ବି କରିପାରେ।ଏ ପୃଥିବୀ ରେ କିଛି ବି ଅସମ୍ଭବ ନୁହେଁ।ମଣିଷ ଚାହିଁଲେ ଅସମ୍ଭବ କୁ ସମ୍ଭବ କରି ପାରେ।ଯଦି ଆପଣଙ୍କୁ ବିଶ୍ୱାସ ହେଉ ନାହିଁ ତାହେଲେ ଆଜିର ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆଜି ଆମେ ଆପଣଙ୍କୁ ଏମିତି କିଛି ଘଟଣା ସମ୍ପର୍କରେ କହିବୁ, ଯାହାକୁ ପଢ଼ିଲା ପରେ ଶେଷରେ ଆପଣ ନିଜେ କହିବେ କି ଏହି ଦୁନିଆ ରେ ସବୁ ସମ୍ଭବ।

ଘଟଣା ଟି ଆସିଛି ଆସାମ ରୁ । ଆସାମ ରେ ରହୁଥିବା 21 ବର୍ଷୀୟ ଝିଅ ପ୍ରିନ୍ସି ଗୋଗୋଇ । ପିଲା ଦିନ ରୁ ନିଜ ର ଦୁଇ ହାତ ହରାଇ ବସିଛନ୍ତି ଯାହା ଦ୍ଵାରା ତାଙ୍କୁ ସ୍କୁଲ୍ ରେ ମଧ୍ୟ ଆଡ଼ମିଶନ ମିଳୁ ନଥିଲା । କିନ୍ତୁ ସେ ହାରି ନଯାଇ ନିଜ ଗାଁ ସ୍କୁଲ୍ କଲେଜ ରେ ହିଁ ଦଶମ ଦ୍ଵାଦଶ ପାସ କରିଛନ୍ତି। ଏହା ପରେ ସେ ଘରେ ନବସି ନିଜ ରୋଜଗାର ବାଟ କାଢି ନେଇଥିଲେ ।

ବର୍ତ୍ତମାନ ସେ ଗୌହାଟୀ ର ଏକ ଘରୋଇ ହସ୍ପିଟାଲ ରେ କାର୍ଯ୍ୟରତ ଅଛନ୍ତି । ତେବେ ହାତ ନଥାଇ ମଧ୍ୟ ସେ ନିଜର ଦୁଇ ଗୋଡ଼ କୁ ହାତ ପରି ବ୍ୟବହାର କରୁଛନ୍ତି ଯେଉଁଥିରେ ସେ ଫୋନ୍ କଲ୍ ରିଶିଭ୍ କରନ୍ତି ରୋଗୀ ଙ୍କ ନାମ ଲେଖନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ନିଜ ହାତରେ ବିଭିନ୍ନ ପ୍ରକାର ଚିତ୍ର ମଧ୍ୟ କରନ୍ତି ।

ଆମେ ଅନେକ ସମୟ ରେ ଦେଖିଛନ୍ତି ଯେ ଲୋକ ମାନେ କାମ ନକରିବା ପାଇଁ ବିଭିନ୍ନ ପ୍ରକାର ବାହାନ କରି ଥାଆନ୍ତି। କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ ଙ୍କ ଚିନ୍ତା ଧାରା ବଦଳି ଯିବ। ସତରେ ଯଦି କୌଣସି କାର୍ଯ୍ୟ ପାଇଁ ଆପଣ ଦୃଢ଼ ମନରୁ ଇଛା କରିବେ ତେବେ ଆପଣ ଙ୍କୁ କେହି ସେହି କାର୍ଯ୍ୟ କରିବାରୁ କେହି ଅଟକାଇ ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।